English
ଆଦି ପୁସ୍ତକ 24:15 ଚିତ୍ର
ଏହାପରେ ଦାସଟିର ପ୍ରାର୍ଥନା ସରିବା ପୂର୍ବରୁ ଜଣେ ୟୁବତୀ ରିବିକା କୂଅ ନିକଟକୁ ଆସିଲେ। ରିବିକା ଥିଲେ, ବଥୂଯଲରେଝିଅ। ବଥୂଯଲେ ମିଲ୍କାର ପୁତର ଥିଲେ, ୟିଏକି ଅବ୍ରହାମଙ୍କର ଭାଇ ନୋ ହରେ ସହିତ ବିବାହ କରିଥିଲେ। ରିବିକା ପାଣିପାତ୍ର କାନ୍ଧ ରେ ଥୋଇ କୂଅ ନିକଟକୁ ଆସିଲେ।