Genesis 22:8
ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।
Genesis 22:8 in Other Translations
King James Version (KJV)
And Abraham said, My son, God will provide himself a lamb for a burnt offering: so they went both of them together.
American Standard Version (ASV)
And Abraham said, God will provide himself the lamb for a burnt-offering, my son. So they went both of them together.
Bible in Basic English (BBE)
And Abraham said, God himself will give the lamb for the burned offering: so they went on together.
Darby English Bible (DBY)
And Abraham said, My son, God will provide himself with the sheep for a burnt-offering. And they went both of them together.
Webster's Bible (WBT)
And Abraham said, My son, God will provide himself a lamb for a burnt-offering: so they went both of them together.
World English Bible (WEB)
Abraham said, "God will provide himself the lamb for a burnt offering, my son." So they both went together.
Young's Literal Translation (YLT)
and Abraham saith, `God doth provide for Himself the lamb for a burnt-offering, my son;' and they go on both of them together.
| And Abraham | וַיֹּ֙אמֶר֙ | wayyōʾmer | va-YOH-MER |
| said, | אַבְרָהָ֔ם | ʾabrāhām | av-ra-HAHM |
| My son, | אֱלֹהִ֞ים | ʾĕlōhîm | ay-loh-HEEM |
| God | יִרְאֶה | yirʾe | yeer-EH |
| provide will | לּ֥וֹ | lô | loh |
| himself a lamb | הַשֶּׂ֛ה | haśśe | ha-SEH |
| offering: burnt a for | לְעֹלָ֖ה | lĕʿōlâ | leh-oh-LA |
| so they went | בְּנִ֑י | bĕnî | beh-NEE |
| both | וַיֵּֽלְכ֥וּ | wayyēlĕkû | va-yay-leh-HOO |
| of them together. | שְׁנֵיהֶ֖ם | šĕnêhem | sheh-nay-HEM |
| יַחְדָּֽו׃ | yaḥdāw | yahk-DAHV |
Cross Reference
ଯୋହନଲିଖିତ ସୁସମାଚାର 1:36
ସେତବେେଳେ ଯୋହନ ଯୀଶୁଙ୍କୁ ୟିବାର ଦେଖିଲେ। ସେ କହିଲେ, ଦେଖ, ପରମେଶ୍ବରଙ୍କର ମଷେଶାବକ।
ଯୋହନଲିଖିତ ସୁସମାଚାର 1:29
ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:12
ସମାନେେ ଉଚ୍ଚ ସ୍ବର ରେ ଏହା କହୁଥିଲେ :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:8
ପୃଥିବୀ ରେ ରହୁଥିବା ସମସ୍ତ ଲୋକମାନେ ସହେି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମଷେଶାବକଙ୍କ ଜୀବନ ପୁସ୍ତକରେ ଲଖାେ ହାଇନୋହିଁ। ଏହି ମଷେଶାବକଙ୍କୁ ବଧ କରାଯାଇଥିଲା।
ଆଦି ପୁସ୍ତକ 18:14
ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:6
ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।
ପିତରଙ୍କ ପ୍ରଥମ ପତ୍ 1:19
ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।
ମାଥିଉଲିଖିତ ସୁସମାଚାର 19:26
ଯୀଶୁ ସମାନଙ୍କେୁ ଚ଼ାହିଁ କହିଲେ, ଏହା ଲୋକମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ବରଙ୍କ ପାଇଁ ସବୁ କିଛି ସମ୍ଭବ।
ଦିତୀୟ ବଂଶାବଳୀ 25:9
ଅମତ୍ସିଯ ପରମେଶ୍ବରଙ୍କ ସହେି ବ୍ଯକ୍ତିଙ୍କୁ କହିଲେ, କିନ୍ତୁ ମୁଁ ଇଶ୍ରାୟେଲୀୟ ସୈନ୍ଯଦଳକୁ ଯେଉଁ 100 ତାଳନ୍ତ ରୂପା ଦଇେସାରିଛି, ତାହା ବିଷଯ ରେ କ'ଣ କରାୟିବ ? ପରମେଶ୍ବରଙ୍କ ବ୍ଯକ୍ତି ଉତ୍ତର ଦେଲେ, ସଦାପ୍ରଭୁଙ୍କର ପ୍ରଚୁର ଅଛି, ସେ ତୁମ୍ଭକୁ ତାହାଠାରୁ ୟଥେଷ୍ଟ ଅଧିକ ଦଇପୋରନ୍ତି !