ଆଦି ପୁସ୍ତକ 22
1 ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!
2 ଏହାପରେ ପରମେଶ୍ବର କହିଲେ, ତୁମ୍ଭର ପୁତ୍ରକୁ ମାରେିଯାକୁ ନିଅ। ମାରେିଯା ରେ ତୁମ୍ଭର ଏକ ମାତ୍ର ସ୍ନହରେ ପୁତ୍ର ଇସ୍ହାକକୁ ମାେ ନିମନ୍ତେ ହାମେର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସହେି ପର୍ବତକୁ ନଇେ ସଠାେରେ ହାମବେଳି କର।
3 ପ୍ରଭାତ ରେ ଅବ୍ରହାମ ଉଠିଲା ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତ ରେ ନେଲେ। ଅବ୍ରହାମ ହାମବେଳି ନିମନ୍ତେ କାଠ କାଟି ପରମେଶ୍ବର କହିଥିବା ସ୍ଥାନକୁ ନଇଗେଲେ।
4 ତୃତୀୟ ଦିନ ରେ ୟାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲା ଓ ଦୂରସ୍ଥାନକୁ ଦେଖିଲା, ଯେଉଁଠାକୁ ସେ ଯାଉଥିଲ।
5 ଏହାପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, ତୁମ୍ଭମାନେେ ଗଧ ସହ ଏହିଠା ରେ ଅପେକ୍ଷା କର। ମୁଁ ମାରେପୁତ୍ରକୁ ନଇେ ସହେି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟପରେ ଆମ୍ଭେ ତୁମ୍ଭ ନିକଟକୁ ଫରେି ଆସିବୁ।
6 ଅବ୍ରହାମ ତାଙ୍କ ପୁତ୍ରର କାନ୍ଧ ରେ ହାମବେଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ବତନ୍ତ୍ର ଛୁରୀ ଏବଂ ନିଆଁ ନଇେ ଗଲେ। ଏହାପରେ ଦୁଇଜଣ ଏକତ୍ର ହାଇଗେଲେ।
7 ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲ, ପିତା!
8 ଅବ୍ରହାମ ଉତ୍ତର ଦେଲେ, ହେ ମାରେ ପୁତ୍ର, ପରମେଶ୍ବର ନିଜେ ଉତ୍ସର୍ଗ ପାଇଁ ସହେି ମଷେ ଯୋଗଇବେ।
9 ପରମେଶ୍ବର କହିଥିବା ସ୍ଥାନକୁ ସମାନେେ ଆସିଲେ। ସଠାେରେ ଅବ୍ରହାମ ଏକ ୟଜ୍ଞବଦେୀ ସ୍ଥାପଲ କଲେ ଏବଂ ଏହା ଉପରେ କାଠ ସଜାଡ଼ିଲେ। ଏହାପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ୟଜ୍ଞବଦେୀର କାଠ ଉପରେ ଶୁଆଇ ଦେଲେ।
10 ଏହାପରେ ଅବ୍ରହାମ ତାଙ୍କର ଛୁରି ଆଣିଲେ ଏବଂ ଇସ୍ହାକକୁ ହତ୍ଯା କରିବା ପାଇଁ ପ୍ରସ୍ତୁତ ହେଲେ।
11 କିନ୍ତୁ ଏହାପରେ ସଦାପ୍ରଭୁଙ୍କର ଦୂତ ସ୍ବର୍ଗରୁ ଅବ୍ରହାମକୁ ଡ଼ାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ!
12 ସଦାପ୍ରଭୁଙ୍କର ଦୂତ ଅବ୍ରହାମକୁ କହିଲେ, ତୁମ୍ଭର ପୁତ୍ରକୁ ହତ୍ଯା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ବରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମାେ ସକାେଶ ଉତ୍ସର୍ଗ କରିବାକୁ କୁଣ୍ଠା ବୋଧ କରିନାହଁ।
13 ଏହାପରେ ଅବ୍ରହାମ ଏକ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମଷେ ଦେଖିଲେ, ତା'ର ଶିଙ୍ଗ ବୁଦା ରେ ବନ୍ଧା ହାଇେଥିଲା। ତେଣୁ ଅବ୍ରହାମ ସହେି ଅଣ୍ଡିରା ମଷେକୁ ଆଣି ହତ୍ଯାକଲେ ଓ ତାହାକୁ ନିଜପୁତ୍ର ବଦଳ ରେ ହାମବେଳିରେ ଉତ୍ସର୍ଗ କଲେ।
14 ତେଣୁ ଅବ୍ରହାମ ସହେି ସ୍ଥାନର ନାମ ଦେଲେ, ୟି ହାବୋ-ୟିରି ଏପରିକି ଆଜି ମଧ୍ଯ ଲୋକମାନେ କୁହନ୍ତି, ପର୍ବତ ରେ ସଦାପ୍ରଭୁ ପ୍ରଦାନ କରନ୍ତି।
15 ସଦାପ୍ରଭୁଙ୍କର ଦୂତ ଦ୍ବିତୀୟଥର ଅବ୍ରହାମଙ୍କୁ ସ୍ବର୍ଗରୁ ଡାକିଲେ।
16 ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦବୋକୁ ସମ୍ମତ ହେଲ, ତୁମ୍ଭେ ଏପରି କଲ କାରଣ ମାେ ପାଇଁ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସହେି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,
17 ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।
18 ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।
19 ଏହାପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫରେିଗଲେ। ଏହାପରେ ସମାନେେ ସମସ୍ତେ ବରେଶବୋକୁ ଫରେିଗଲେ। ଏବଂ ଅବ୍ରହାମ ସଠାେରେ ବାସକଲେ।
20 ଏହିସବୁ ଘଟଣା ଘଟିୟିବା ପରେ , ଅବ୍ରହାମକୁ ଏକ ବାର୍ତ୍ତା ପଠାଗଲା। ବର୍ତ୍ତାଟି ଏହିପରି ଥିଲା, ତୁମ୍ଭର ଭାଇ ନା ହରେ ଏବଂ ତାଙ୍କର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି।
21 ତାହାର ଜେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂଯଲେ।
22 ଏହାପରେ, କଷେଦ୍, ହସୋ, ପିଲଦଶ୍, ୟିଦ୍ଲଫ୍ ଓ ବଥୂଯଲେ।
23 ସହେି ବଥୂଯଲରେ କନ୍ଯା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହାରେ ନିମନ୍ତେ ଜନ୍ମ କଲା।
24 ଏବଂ ନାହାରରେ ରୂମା ନାମ୍ନୀ ଦାସୀଠାରୁ ଟବହେ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।
1 And it came to pass after these things, that God did tempt Abraham, and said unto him, Abraham: and he said, Behold, here I am.
2 And he said, Take now thy son, thine only son Isaac, whom thou lovest, and get thee into the land of Moriah; and offer him there for a burnt offering upon one of the mountains which I will tell thee of.
3 And Abraham rose up early in the morning, and saddled his ass, and took two of his young men with him, and Isaac his son, and clave the wood for the burnt offering, and rose up, and went unto the place of which God had told him.
4 Then on the third day Abraham lifted up his eyes, and saw the place afar off.
5 And Abraham said unto his young men, Abide ye here with the ass; and I and the lad will go yonder and worship, and come again to you.
6 And Abraham took the wood of the burnt offering, and laid it upon Isaac his son; and he took the fire in his hand, and a knife; and they went both of them together.
7 And Isaac spake unto Abraham his father, and said, My father: and he said, Here am I, my son. And he said, Behold the fire and the wood: but where is the lamb for a burnt offering?
8 And Abraham said, My son, God will provide himself a lamb for a burnt offering: so they went both of them together.
9 And they came to the place which God had told him of; and Abraham built an altar there, and laid the wood in order, and bound Isaac his son, and laid him on the altar upon the wood.
10 And Abraham stretched forth his hand, and took the knife to slay his son.
11 And the angel of the Lord called unto him out of heaven, and said, Abraham, Abraham: and he said, Here am I.
12 And he said, Lay not thine hand upon the lad, neither do thou any thing unto him: for now I know that thou fearest God, seeing thou hast not withheld thy son, thine only son from me.
13 And Abraham lifted up his eyes, and looked, and behold behind him a ram caught in a thicket by his horns: and Abraham went and took the ram, and offered him up for a burnt offering in the stead of his son.
14 And Abraham called the name of that place Jehovah-jireh: as it is said to this day, In the mount of the Lord it shall be seen.
15 And the angel of the Lord called unto Abraham out of heaven the second time,
16 And said, By myself have I sworn, saith the Lord, for because thou hast done this thing, and hast not withheld thy son, thine only son:
17 That in blessing I will bless thee, and in multiplying I will multiply thy seed as the stars of the heaven, and as the sand which is upon the sea shore; and thy seed shall possess the gate of his enemies;
18 And in thy seed shall all the nations of the earth be blessed; because thou hast obeyed my voice.
19 So Abraham returned unto his young men, and they rose up and went together to Beer-sheba; and Abraham dwelt at Beer-sheba.
20 And it came to pass after these things, that it was told Abraham, saying, Behold, Milcah, she hath also born children unto thy brother Nahor;
21 Huz his firstborn, and Buz his brother, and Kemuel the father of Aram,
22 And Chesed, and Hazo, and Pildash, and Jidlaph, and Bethuel.
23 And Bethuel begat Rebekah: these eight Milcah did bear to Nahor, Abraham’s brother.
24 And his concubine, whose name was Reumah, she bare also Tebah, and Gaham, and Thahash, and Maachah.
Tamil Indian Revised Version
சகோதரர்களே, நாங்கள் எப்பொழுதும் உங்களுக்காக தேவனுக்கு நன்றிசெலுத்த கடனாளிகளாக இருக்கிறோம்; உங்களுடைய விசுவாசம் மிகவும் பெருகுகிறதினாலும், நீங்களெல்லோரும் ஒருவரிலொருவர் வைத்திருக்கிற அன்பு அதிகரிக்கிறதினாலும், அப்படிச் செய்கிறது தகுதியாக இருக்கிறது.
Tamil Easy Reading Version
உங்களுக்காக எப்பொழுதும் தேவனுக்கு நன்றி செலுத்துகிறோம். அதுவே செய்வதற்கு உரியது என்பதால் நாங்கள் அதனைச் செய்கின்றோம். உங்கள் விசுவாசம் மேலும் மேலும் வளருவதால் அப்படிச் செய்கிறோம். உங்களில் ஒருவருக்கொருவரிடம் உள்ள அன்பும் வளர்கின்றது.
Thiru Viviliam
சகோதர சகோதரிகளே! உங்கள் பொருட்டுக் கடவுளுக்கு எப்பொழுதும் நன்றி செலுத்த நாங்கள் கடமைப்பட்டுள்ளோம். ஆம், அவ்வாறு செய்வது தகுதியே. ஏனெனில் நீங்கள் கொண்டுள்ள நம்பிக்கை ஓங்கி வளருகின்றது; நீங்கள் எல்லாரும் ஒருவருக்கொருவர் செலுத்தும் அன்பு பெருகி வழிகிறது.
Other Title
2. புகழாரம்⒣தீர்ப்பு நாள்
King James Version (KJV)
We are bound to thank God always for you, brethren, as it is meet, because that your faith groweth exceedingly, and the charity of every one of you all toward each other aboundeth;
American Standard Version (ASV)
We are bound to give thanks to God always to you, brethren, even as it is meet, for that your faith growth exceedingly, and the love of each one of you all toward one another aboundeth;
Bible in Basic English (BBE)
It is right for us to give praise to God at all times for you, brothers, because of the great increase of your faith, and the wealth of your love for one another;
Darby English Bible (DBY)
We ought to thank God always for you, brethren, even as it is meet, because your faith increases exceedingly, and the love of each one of you all towards one another abounds;
World English Bible (WEB)
We are bound to always give thanks to God for you, brothers,{The word for “brothers” here and where context allows may also be correctly translated “brothers and sisters” or “siblings.”} even as it is appropriate, because your faith grows exceedingly, and the love of each and every one of you towards one another abounds;
Young’s Literal Translation (YLT)
We ought to give thanks to God always for you, brethren, as it is meet, because increase greatly doth your faith, and abound doth the love of each one of you all, to one another;
2 தெசலோனிக்கேயர் 2 Thessalonians 1:3
சகோதரரே, நாங்கள் எப்பொழுதும் உங்களுக்காக தேவனை ஸ்தோத்திரிக்கக் கடனாளிகளாயிருக்கிறோம்; உங்கள் விசுவாசம் மிகவும் பெருகுகிறபடியினாலும், நீங்களெல்லாரும் ஒருவரிலொருவர் வைத்திருக்கிற அன்பு அதிகரிக்கிறபடியினாலும், அப்படிச் செய்கிறது தகுதியாயிருக்கிறது.
We are bound to thank God always for you, brethren, as it is meet, because that your faith groweth exceedingly, and the charity of every one of you all toward each other aboundeth;
We are bound | Εὐχαριστεῖν | eucharistein | afe-ha-ree-STEEN |
to thank | ὀφείλομεν | opheilomen | oh-FEE-loh-mane |
God | τῷ | tō | toh |
always | θεῷ | theō | thay-OH |
for | πάντοτε | pantote | PAHN-toh-tay |
you, | περὶ | peri | pay-REE |
brethren, | ὑμῶν | hymōn | yoo-MONE |
as | ἀδελφοί | adelphoi | ah-thale-FOO |
it is | καθὼς | kathōs | ka-THOSE |
meet, | ἄξιόν | axion | AH-ksee-ONE |
because that | ἐστιν | estin | ay-steen |
your | ὅτι | hoti | OH-tee |
faith | ὑπεραυξάνει | hyperauxanei | yoo-pare-af-KSA-nee |
groweth exceedingly, | ἡ | hē | ay |
and | πίστις | pistis | PEE-stees |
the | ὑμῶν | hymōn | yoo-MONE |
charity | καὶ | kai | kay |
of every | πλεονάζει | pleonazei | play-oh-NA-zee |
one | ἡ | hē | ay |
of you | ἀγάπη | agapē | ah-GA-pay |
all | ἑνὸς | henos | ane-OSE |
toward | ἑκάστου | hekastou | ake-AH-stoo |
each other | πάντων | pantōn | PAHN-tone |
aboundeth; | ὑμῶν | hymōn | yoo-MONE |
εἰς | eis | ees | |
ἀλλήλους | allēlous | al-LAY-loos |