Genesis 2
1 ଏହିପରି ଭାବରେ, ପରମେଶ୍ବର ଆକାଶମଣ୍ଡଳ ରେ ଓ ପୃଥିବୀ ମଧିଅରେ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ।
2 ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।
3 ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।
1 Thus the heavens and the earth were finished, and all the host of them.
2 And on the seventh day God ended his work which he had made; and he rested on the seventh day from all his work which he had made.
3 And God blessed the seventh day, and sanctified it: because that in it he had rested from all his work which God created and made.
Genesis 2 in Tamil and English
1 ଏହିପରି ଭାବରେ, ପରମେଶ୍ବର ଆକାଶମଣ୍ଡଳ ରେ ଓ ପୃଥିବୀ ମଧିଅରେ ସମସ୍ତ ବସ୍ତୁର ସୃଷ୍ଟି ସମାପ୍ତ କଲେ।
Thus the heavens and the earth were finished, and all the host of them.
2 ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।
And on the seventh day God ended his work which he had made; and he rested on the seventh day from all his work which he had made.
3 ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।
And God blessed the seventh day, and sanctified it: because that in it he had rested from all his work which God created and made.