ଆଦି ପୁସ୍ତକ 15:1 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 15 ଆଦି ପୁସ୍ତକ 15:1

Genesis 15:1
ଏହି ସବୁ ଘଟିୟିବା ପରେ ସଦାପ୍ରଭୁଙ୍କର ବାକ୍ଯ ଦର୍ଶନ ରେ ଅବ୍ରାମ ନିକଟକୁ ଆସିଲେ। ଏହା କହି, ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦବେି।

Genesis 15Genesis 15:2

Genesis 15:1 in Other Translations

King James Version (KJV)
After these things the word of the LORD came unto Abram in a vision, saying, Fear not, Abram: I am thy shield, and thy exceeding great reward.

American Standard Version (ASV)
After these things the word of Jehovah came unto Abram in a vision, saying, Fear not, Abram: I am thy shield, `and' thy exceeding great reward.

Bible in Basic English (BBE)
After these things, the word of the Lord came to Abram in a vision, saying, Have no fear, Abram: I will keep you safe, and great will be your reward.

Darby English Bible (DBY)
After these things the word of Jehovah came to Abram in a vision, saying, Fear not, Abram; I am thy shield, thy exceeding great reward.

Webster's Bible (WBT)
After these things the word of the LORD came to Abram in a vision, saying, Fear not, Abram: I am thy shield, and thy exceeding great reward.

World English Bible (WEB)
After these things the word of Yahweh came to Abram in a vision, saying, "Don't be afraid, Abram. I am your shield, your exceedingly great reward."

Young's Literal Translation (YLT)
After these things hath the word of Jehovah been unto Abram in a vision, saying, `Fear not, Abram, I `am' a shield to thee, thy reward `is' exceeding great.'

After
אַחַ֣ר׀ʾaḥarah-HAHR
these
הַדְּבָרִ֣יםhaddĕbārîmha-deh-va-REEM
things
הָאֵ֗לֶּהhāʾēlleha-A-leh
the
word
הָיָ֤הhāyâha-YA
Lord
the
of
דְבַרdĕbardeh-VAHR
came
יְהוָה֙yĕhwāhyeh-VA
unto
אֶלʾelel
Abram
אַבְרָ֔םʾabrāmav-RAHM
vision,
a
in
בַּֽמַּחֲזֶ֖הbammaḥăzeba-ma-huh-ZEH
saying,
לֵאמֹ֑רlēʾmōrlay-MORE
Fear
אַלʾalal
not,
תִּירָ֣אtîrāʾtee-RA
Abram:
אַבְרָ֗םʾabrāmav-RAHM
I
אָֽנֹכִי֙ʾānōkiyah-noh-HEE
shield,
thy
am
מָגֵ֣ןmāgēnma-ɡANE
and
thy
exceeding
לָ֔ךְlāklahk
great
שְׂכָֽרְךָ֖śĕkārĕkāseh-ha-reh-HA
reward.
הַרְבֵּ֥הharbēhahr-BAY
מְאֹֽד׃mĕʾōdmeh-ODE

Cross Reference

ଯିଶାଇୟ 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।

ଆଦି ପୁସ୍ତକ 26:24
ସହେି ରାତ୍ରି ରେ ସଦାପ୍ରଭୁ ଇସ୍ହାକକୁ କହିଲେ, ମୁଁ ତୁମ୍ଭର ପିତା ଅବ୍ରହାମର ପରମେଶ୍ବର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।

ଗୀତସଂହିତା 119:114
ତୁମ୍ଭେ ହେଉଛ ମାରେ ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ଯକ୍ତି। ମୁଁ ତୁମ୍ଭ ବାକ୍ଯରେ ସର୍ବଦା ଭରସା କରେ।

ଗୀତସଂହିତା 84:11
ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।

ଯିରିମିୟଙ୍କ ବିଳାପ 3:24
ତେଣୁ ମାରେ ଅନ୍ତର କହୁଛି, ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।

ଗୀତସଂହିତା 18:2
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶୈଳ, ମାେ' ନିରାପତ୍ତାରେ ଆଶ୍ରଯସ୍ଥଳ। ମାରେ ପରମେଶ୍ବର ମାେ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ୟାଏ। ପରମେଶ୍ବର ମାରେ ଢ଼ାଲ ସଦୃଶ। ତାଙ୍କର ଶକ୍ତି ମାରେ ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଲୁଚିବା ସ୍ଥାନର ଆଶ୍ରଯସ୍ଥଳ।

ଯିଶାଇୟ 41:14
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।

ଆଦି ପୁସ୍ତକ 15:14
କିନ୍ତୁ ଯେଉଁ ଜାତିମାନେ ସମାନଙ୍କେୁ କ୍ରୀତଦାସ କଲେ ସମାନଙ୍କେର ମୁଁ ବିଚାର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସମାନେେ ସ୍ବାଧୀନ ହବେେ।

ଦିତୀୟ ବିବରଣ 33:26
ହେ ୟିଶକ୍ସ୍ଟରକ୍ସ୍ଟଣ, ପରମେଶ୍ବରଙ୍କ ପରି ଆଉ କହେି ନାହିଁ। ସେ ତୁମ୍ଭକୁ ସାହାୟ୍ଯ କରିବା ପାଇଁ ଆକାଶ ରେ ଭ୍ରମଣ କରନ୍ତି। ତାଙ୍କର ମହିମା ବାଦଲ ଉପରେ ଆରୋହଣ କରେ।

ରୂତର ବିବରଣ 2:12
ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପକ୍ସ୍ଟରସ୍କାର ଦବେେ। ତୁମ୍ଭକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପୂର୍ଣ ମାତ୍ରା ରେ ପକ୍ସ୍ଟରସ୍କୃତ କରନ୍ତକ୍ସ୍ଟ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକକ୍ସ୍ଟ ଫରେିଆସିଲ ଏବଂ ସେ ତକ୍ସ୍ଟମ୍ଭଙ୍କକ୍ସ୍ଟ ରକ୍ଷା କରିବେ।

ଗୀତସଂହିତା 3:3
କିନ୍ତୁ ହେ ସଦାପ୍ରଭୁ, ଏହା କବଳେ ତୁମ୍ଭେ ୟିଏକି ମାରେ ଢ଼ାଲ ସ୍ବରୂପ। ତୁମ୍ଭେ ମାରେ ମହିମା। ତୁମ୍ଭେ ହିଁ ମାେତେ ପ୍ରାଧାନ୍ଯ ଦଇେଛ।

ଗୀତସଂହିତା 5:12
ହେ ସଦାପ୍ରଭୁ ଯେତବେେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର, ତୁମ୍ଭେ ସମାନଙ୍କେୁ ବିରାଟ ଢ଼ାଲ ସଦୃଶ ସମସ୍ତ କୁକାର୍ୟ୍ଯରୁ ରକ୍ଷା କର।

ଗୀତସଂହିତା 27:1
ହେ ସଦାପ୍ରଭୁ ତୁମ୍ଭେ ମାରେ ଆ ଲୋକବର୍ତ୍ତିକା ଓ ମାରେ ତ୍ରାଣକର୍ତ୍ତା। ମୁଁ ତାହାଦ୍ବାରା ଭୟଭୀତ ହବେି ନାହିଁ। ସଦାପ୍ରଭୁଙ୍କ ଆଶ୍ରଯସ୍ଥଳ ମାେ ପାଇଁ ସବୁଠାରୁ ନିରାପଦସ୍ଥଳ। ତଣେୁ ମୁଁ କାହାରିକୁ ଭୟ କରିବି ନାହିଁ।

ଲୂକଲିଖିତ ସୁସମାଚାର 1:13
କିନ୍ତୁ ସ୍ବର୍ଗଦୁତ ତାହାଙ୍କୁ କହିଲେ, ଜିଖରିୟ! ଭୟ କରନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ବର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭମାନେେ ତାହାର ନାମ ଯୋହନ ରଖିବ।

ଲୂକଲିଖିତ ସୁସମାଚାର 1:30
ସ୍ବର୍ଗଦୂତ ତାହାଙ୍କୁ କହିଲେ, ମରିୟମ! ଭୟ କରନାହିଁ। କାରଣ ପରମେଶ୍ବର ତୁମ୍ଭ ଉପରେ ପ୍ରସନ୍ନ ହାଇେଛନ୍ତି।

ଏବ୍ରୀମାନଙ୍କ ନିକଟକୁ ପତ୍ର 13:5
ନିଜ ଜୀବନକୁ ଧନର ଲୋଭରୁ ମୁକ୍ତ ରଖ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସେଥି ରେ ସନ୍ତାଷେ ଲାଭ କର। ପରମେଶ୍ବର କହିଛନ୍ତି :

ଆଦି ପୁସ୍ତକ 21:17
ପରମେଶ୍ବର ସହେି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ବରଙ୍କର ଦୂତ ସ୍ବର୍ଗରୁ ହାଗାରକୁ କହିଲେ, କ'ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସହେି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି।

ଆଦି ପୁସ୍ତକ 46:2
ରାତ୍ର ରେ ପରମେଶ୍ବର ଇଶ୍ରାୟେଲକୁ ସ୍ବପ୍ନ ରେ କହିଲେ, ଯାକୁବ, ଯାକୁବ।

ଦିତୀୟ ବିବରଣ 31:6
ତୁମ୍ଭେ ଶକ୍ତିଶାଳୀ ଓ ସାହାସୀ ହକ୍ସ୍ଟଅ। ତୁମ୍ଭମାନେେ ସହେି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ୟ୍ଯ କରିବେ ନାହିଁ କିଅବା ଛାଡିବେ ନାହିଁ।

ଗୀତସଂହିତା 58:11
ଯେତବେେଳେ ଏପରି ଘଟେ, ଲୋକମାନେ କହିବେ, ଏଣୁ ଯେଉଁ ଲୋକମାନେ ୟାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। ସତରେ ପରମେଶ୍ବର ଅଛନ୍ତି, ୟିଏ ପୃଥିବୀ ଉପରେ ବିଚାର କରନ୍ତି।

ଗୀତସଂହିତା 142:5
ସଦାପ୍ରଭୁ, ମୁଁ ସାହାୟ୍ଯ ପାଇଁ ତୁମ୍ଭକୁ ଡାକେ : ସଦାପ୍ରଭୁ ତୁମ୍ଭେ ମାରେ ନିରାପଦର ସ୍ଥାନ। ତୁମ୍ଭେ ହେଉଛ ସବୁକିଛି ୟାହା ମୁଁ ଜୀବନରେ ଦରକାର କରେ।

ହିତୋପଦେଶ 11:18
ଦୁଷ୍ଟଲୋକ ମିଥ୍ଯା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।

ହିତୋପଦେଶ 30:5
ପରମେଶ୍ବରଙ୍କର ପ୍ରେତ୍ୟକକ ବାକ୍ଯ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠା ରେ ଆଶ୍ରଯ ନିଅନ୍ତି, ସେ ସମାନଙ୍କେର ଢ଼ାଲ ଅଟନ୍ତି।

ମାଥିଉଲିଖିତ ସୁସମାଚାର 28:5
ସ୍ବର୍ଗଦୂତ ଜଣକ ସ୍ତ୍ରୀଲୋକମାନଙ୍କୁ କହିଲେ, ଭୟକର ନାହିଁ। ଯେଉଁ ଯୀଶୁଙ୍କୁ କୃଶ ରେ ଚ଼ଢ଼ାଇ ମାରି ଦିଆଯାଇଛି ତୁମ୍ଭେ ତାହାଙ୍କୁ ଖାଜେୁଥିବା କଥା ମୁଁ ଜାଣିଛି।

ଗୀତସଂହିତା 91:4
ତୁମ୍ଭେ ପରମେଶ୍ବରଙ୍କ ନିକୟକୁ ସୁରକ୍ଷା ନିମନ୍ତେ ୟାଇପାରିବ। ପକ୍ଷୀ ତା'ର ଛୁଆମାନଙ୍କ ଉପରେ ଡ଼ଣୋ ମଲୋଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ରକ୍ଷାକାରୀ ଢ଼ାଲ ଓ ପ୍ରାଚୀର ଦୁର୍ଗ ସ୍ବରୂପ ହବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:3
ମୁଁ ସିଂହାସନରୁ ଏକ ଉଚ୍ଚ ସ୍ବର ଶୁଣିଲି। ସହେି ସ୍ବର କହିଲା, ବର୍ତ୍ତମାନ ପରମେଶ୍ବରଙ୍କର ବାସସ୍ଥାନ ଲୋକମାନଙ୍କ ପାଖ ରେ ଅଛି। ସେ ସମାନଙ୍କେ ସହିତ ରହିବେ। ସମାନେେ ତାହାଙ୍କର ଲୋକ ହବେେ। ପରମେଶ୍ବର ନିଜେ ସମାନଙ୍କେ ସହିତ ରହିବେ ଓ ସମାନଙ୍କେର ପରମେଶ୍ବର ହବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।

ଯିଶାଇୟ 44:8
ତୁମ୍ଲଭମାଲନ ଭୀତ ଓ ବିବ୍ରତ ହୁଅ ନାହିଁ। ଆମ୍ଲଭ ସର୍ବଦା କହିଛୁ ଭବିଷ୍ଯତସର କ'ଣ ଘଟିବ। ତୁମ୍ଲଭମାଲନ ଆମ୍ଭର ସାକ୍ଷୀ। ଆମ୍ଭ ଭିନ୍ନ ଆଉ ପରଲମଶ୍ବର ନାହାଁନ୍ତି। ଅନ୍ୟ ଶୈଳ ନାହିଁ। ଆମ୍ଲଭ ଜାଣୁ ଆମ୍ଲଭ ହିଁ ଏକମାତ୍ର।'

ଯିଶାଇୟ 44:2
ଆମ୍ଲଭ ସଦାପ୍ରଭୁସଯ କି ତୁମ୍ଭକୁ ଗଢ଼ିଲଲ ମାତୃ ଗର୍ଭରୁ ତୁମ୍ଭକୁସଯ ନିର୍ମାଣ କଲଲ। ୟିଏ ତୁମ୍ଭକୁ ସାହାୟ୍ଯ କଲଲ,ସସହି ସଦାପ୍ରଭୁ କୁହନ୍ତି,ସହ ଆମ୍ଭର ଦାସ ଯାକୁବ,ସହ ଆମ୍ଭର ମଲନାନୀତ ଶିଶୁଗଣ, ଭୟ କର ନାହିଁ।

ଯିଶାଇୟ 43:5
ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ପୂର୍ବ ଦିଗରୁ ତୁମ୍ଭର ସନ୍ତାନଗଣଙ୍କୁ ଆଣିବା ଓ ପୂର୍ବଦିଗରୁ ତୁମ୍ଭକୁ ଆଣିବା।

ଯିଶାଇୟ 43:1
ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।

ଯିଶାଇୟ 35:4
ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦଇେ କୁହ, ସାହସୀ ହୁଅ, ଭୟ କର ନାହିଁ। ଦେଖ, ତୁମ୍ଭର ପରମେଶ୍ବର ବିପକ୍ଷମାନଙ୍କ ଉପ ରେ ପ୍ରତି ଶାଧେ ନବୋକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।

ଗୀତସଂହିତା 84:9
ହେ ପରମେଶ୍ବର, ଆମ୍ଭର ଢ଼ାଲ ସ୍ବରୂପ ଦୃଷ୍ଟିପାତ କର ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।

ଗୀତସଂହିତା 16:5
ମୁଁ କବଳେ ମାରେ ଭକ୍ତି ଓ ଶ୍ରଦ୍ଧାକୁ ସଦାପ୍ରଭୁଙ୍କଠାରେ ଅର୍ପଣ କରିବି। ହେ ସଦାପ୍ରଭୁ, ତୁମ୍ଭେ ମାରେ ସହାୟ ହୁଅ ଏବଂ ମାେତେ ମାରେ ପ୍ରାପ୍ଯ ପ୍ରଦାନ କର।

ପ୍ରଥମ ବଂଶାବଳୀ 28:20
ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ଯ କହିଲେ, ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ୟ୍ଯ ଶଷେ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର, ମାରେ ପରମେଶ୍ବର, ତୁମ୍ଭ ସହିତ ରେ ଅଛନ୍ତି। ସମସ୍ତ କାର୍ୟ୍ଯ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ତୁମ୍ଭକୁ ସାହାୟ୍ଯ କରିବେ। ସେ ତୁମ୍ଭକୁ ତ୍ଯାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ।

ପ୍ରଥମ ଶାମୁୟେଲ 9:9
ଶାଉଲ ଗ୍ଭକରକକ୍ସ୍ଟ କହିଲେ,

ଗଣନା ପୁସ୍ତକ 12:6
ସଦାପ୍ରଭୁ କହିଲେ, ମାରେ ବାକ୍ଯ ଶୁଣ, ଯଦି ତୁମ୍ଭମାନଙ୍କ ମଧିଅରେ କହେି ଭବିଷ୍ଯଦ୍ ବକ୍ତା ଥାଏ, ତବେେ ମୁଁ ସଦାପ୍ରଭୁ ଦର୍ଶନ ଦ୍ବାରା ତାହାପ୍ରତି ଆପଣାକୁ ପ୍ରକାଶ କରିବି, ମୁଁ ସ୍ବପ୍ନଦ୍ବାରା ତାହା ସହିତ କଥା କହିବି।

ଯିଶାଇୟ 51:12
ସଦାପ୍ରଭୁ କୁହନ୍ତି, ଆମ୍ଭେ ହେଉଛୁ ସହେି ଯେ ତୁମ୍ଭମାନଙ୍କୁ ସାନ୍ତ୍ବନା ଦିଅନ୍ତି, ତବେେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ଯ ଏପରି ମାନବର ସନ୍ତାନକୁ ଭୟ କରୁଅଛ ?'

ଯିହିଜିକଲ 1:1
ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ।

ଏବ୍ରୀମାନଙ୍କ ନିକଟକୁ ପତ୍ର 1:1
ଅତୀତ ରେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ଯଦ୍ ବକ୍ତାମାନଙ୍କ ମାଧ୍ଯମ ରେ କଥା କହିଥିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:22
ପାଉଲ, କଫୋ ବା ପିତର ; ଜଗତ ଜୀବନ ବା ମୃତ୍ଯୁ ; ବର୍ତ୍ତମାନ ବା ଭବିଷ୍ଯତ ସମସ୍ତ ହିଁ ତୁମ୍ଭମାନଙ୍କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:22
ସମାନେେ ତାହାଙ୍କୁ କହିଲେ, ଆମ୍ଭମାନଙ୍କେୁ ସୈନ୍ଯବାହିନୀର ଅଧିକାରୀ କର୍ଣ୍ଣୀଲିୟ ପଠାଇଛନ୍ତି। ସେ ପରମେଶ୍ବରଙ୍କୁ ଭୟ କରୁଥିବା ଜଣେ ଉତ୍ତମ ବ୍ଯକ୍ତି। ତାହାଙ୍କୁ ଯିହୂଦୀମାନେ ବହୁତ ସମ୍ମାନ ଦିଅନ୍ତି। ଜଣେ ପବିତ୍ର ସ୍ବର୍ଗଦୂତ କର୍ଣ୍ଣୀଲିୟଙ୍କୁ ଦର୍ଶନ ଦଇେ ତୁମ୍ଭକୁ ତାହାଙ୍କ ଘରକୁ ନିମନ୍ତ୍ରଣ କରିବା ପାଇଁ କହିଛନ୍ତି, ଯେପରି ସେ ତୁମ୍ଭ ନିକଟରୁ କଥା ଶୁଣିପାରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:10
ତେଣୁ ପିତରଙ୍କୁ ବହୁତ ଭୋକ ଲାଗିବାରୁ ସେ ଖାଇବା ପାଇଁ ଇଛା କରୁଥିଲେ। ସମାନେେ ପିତରଙ୍କ ନିମନ୍ତେ ଖାଦ୍ୟ ତିଆରି କରୁଥିବା ସମୟରେ ସେ ଗୋଟିଏ ସ୍ବପ୍ନ ଦେଖିଲେ।

ଲୂକଲିଖିତ ସୁସମାଚାର 12:32
ହେ ସାନ ମଷେପଲ! ଭୟ କର ନାହିଁ। ତୁମ୍ଭମାନଙ୍କ ପରମପିତା ତୁମ୍ଭମାନଙ୍କୁ ସହେି ସ୍ବର୍ଗ ରାଜ୍ଯ ଦବୋକୁ ଚାହାଁନ୍ତି।

ମାଥିଉଲିଖିତ ସୁସମାଚାର 10:28
ଲୋକଙ୍କୁ ଭୟ କର ନାହିଁ। ସମାନେେ କବଳେ ତୁମ୍ଭର ଶରୀରକୁ ମାରି ପାରିବେ। ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କବଳେ ପରମେଶ୍ବରଙ୍କୁ ଭୟ କର। ସେ କବଳେ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦଇେ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠଇେ ପାରିବେ।

ମାଥିଉଲିଖିତ ସୁସମାଚାର 8:26
ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।

ଦାନିଏଲ 10:1
ପାରସ୍ଯର ରାଜା କୋରସର ରାଜତ୍ବର ତୃତୀୟ ବର୍ଷ ରେ ବେଲ୍ଟଶତ୍ସର ନାମ ରେ ପରିଚିତ ଦାନିୟେଲଙ୍କ ପ୍ରତି ଏକ ବିଷଯ ପ୍ରକାଶିତ ହେଲା। ସେ ସବୁ ସତ୍ଯ ବୁଝିବାକୁ କଠି; ମାତ୍ର ଦାନିୟେଲ ତାହା ବୁଝିଲେ ଓ ଦର୍ଶନ ବିଷଯ ତାଙ୍କୁ ଗୋଚର ହେଲା।

ଯିହିଜିକଲ 11:24
ତା'ପ ରେ ଗୋଟିଏ ପବନ ମାେତେ ଉଠାଇଲା ଏବଂ ନିର୍ବାସିତରୂପେ ମାେତେ ବାବିଲକୁ ନଇଗେଲା। ପରମେଶ୍ବରଙ୍କର ଆତ୍ମା ଦ୍ବାରା ମୁଁ ଦର୍ଶନ ରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପ ରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଚାଲିଗଲା।

ଯିହିଜିକଲ 3:4
ଏହାପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ବଂଶ ନିକଟକୁ ୟାଇ ଆମ୍ଭର ବାକ୍ଯସବୁ କୁହ।

ଯାତ୍ରା ପୁସ୍ତକ 14:13
କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।