ଆଦି ପୁସ୍ତକ 11:5 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 11 ଆଦି ପୁସ୍ତକ 11:5

Genesis 11:5
ସଦାପ୍ରଭୁ ଲୋକମାନଙ୍କ ଦ୍ବାରା ଦିଆରି ହେଉଥିବା ନଗର ଏବଂ ଦୂର୍ଗ ଦେଖିବାପାଇଁ ଓହ୍ଲାଇ ଆସିଲେ।

Genesis 11:4Genesis 11Genesis 11:6

Genesis 11:5 in Other Translations

King James Version (KJV)
And the LORD came down to see the city and the tower, which the children of men builded.

American Standard Version (ASV)
And Jehovah came down to see the city and the tower, which the children of men builded.

Bible in Basic English (BBE)
And the Lord came down to see the town and the tower which the children of men were building.

Darby English Bible (DBY)
And Jehovah came down to see the city and the tower which the children of men built.

Webster's Bible (WBT)
And the LORD came down to see the city and the tower, which the children of men were building.

World English Bible (WEB)
Yahweh came down to see the city and the tower, which the children of men built.

Young's Literal Translation (YLT)
And Jehovah cometh down to see the city and the tower which the sons of men have builded;

And
the
Lord
וַיֵּ֣רֶדwayyēredva-YAY-red
came
down
יְהוָ֔הyĕhwâyeh-VA
to
see
לִרְאֹ֥תlirʾōtleer-OTE

אֶתʾetet
city
the
הָעִ֖ירhāʿîrha-EER
and
the
tower,
וְאֶתwĕʾetveh-ET
which
הַמִּגְדָּ֑לhammigdālha-meeɡ-DAHL
children
the
אֲשֶׁ֥רʾăšeruh-SHER
of
men
בָּנ֖וּbānûba-NOO
builded.
בְּנֵ֥יbĕnêbeh-NAY
הָֽאָדָֽם׃hāʾādāmHA-ah-DAHM

Cross Reference

ଆଦି ପୁସ୍ତକ 18:21
ତେଣୁ ମୁଁ ସଠାେକୁ ୟିବି ଏବଂ ଦେଖିବି, ଯଦି ସମାନେେ ସପରେି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଚା ହେଁ।

ଯାତ୍ରା ପୁସ୍ତକ 19:11
ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହାଇେ ରହିବେ କାରଣ ଏହି ଦିନ ଆମ୍ଭେ ସୀନଯ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମାେତେ ଦେଖି ପାରିବେ।

ଯୋହନଲିଖିତ ସୁସମାଚାର 3:13
ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।

ଯାତ୍ରା ପୁସ୍ତକ 19:20
ଏହାପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମାଶାଙ୍କେୁ ପର୍ବତ ଉପରକୁ ଡାକିଲେ। ତେଣୁ ମାଶାେ ପର୍ବତ ଉପରକୁ ଚଢି଼ଲେ।

ଯାତ୍ରା ପୁସ୍ତକ 3:8
ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:13
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।

ଯିରିମିୟ 23:23
ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।

ଗୀତସଂହିତା 33:13
ସଦାପ୍ରଭୁ ସ୍ବର୍ଗରୁ ଥାଇ ସବୁ ଲୋକଙ୍କ ଉପରେ ଦୃଷ୍ଟିପାତ କରନ୍ତି।

ଗୀତସଂହିତା 11:4
ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। ସଦାପ୍ରଭୁଙ୍କ ସିଂହାସନ ସ୍ବର୍ଗରେ, ସେ ସହେିଠାରୁ ୟାହାସବୁ ଘଟୁଛି ସମସ୍ତ ବିଷଯ ଦେଖନ୍ତି। ସଦାପ୍ରଭୁ ମନୁଷ୍ଯକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଚାର କରନ୍ତି।

ଯାତ୍ରା ପୁସ୍ତକ 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।