Galatians 5:7
ମ୍ଭମାନେେ ପ୍ରତିୟୋଗିତା ରେ ଭଲ ଭାବରେ ଦୌଡ଼ୁଥିଲ। କିଏ ତବେେ ତୁମ୍ଭମାନଙ୍କୁ ସତ୍ଯପଥ ଅନୁସରଣ କରିବା ରେ ବାଧା ଦଲୋ ?
Galatians 5:7 in Other Translations
King James Version (KJV)
Ye did run well; who did hinder you that ye should not obey the truth?
American Standard Version (ASV)
Ye were running well; who hindered you that ye should not obey the truth?
Bible in Basic English (BBE)
You were going on well; who was the cause of your not giving ear to what is true?
Darby English Bible (DBY)
Ye ran well; who has stopped you that ye should not obey the truth?
World English Bible (WEB)
You were running well! Who interfered with you that you should not obey the truth?
Young's Literal Translation (YLT)
Ye were running well; who did hinder you -- not to obey the truth?
| Ye did run | Ἐτρέχετε | etrechete | ay-TRAY-hay-tay |
| well; | καλῶς· | kalōs | ka-LOSE |
| who | τίς | tis | tees |
| did hinder | ὑμᾶς | hymas | yoo-MAHS |
| you | ἀνέκοψεν | anekopsen | ah-NAY-koh-psane |
| that ye should not | τῇ | tē | tay |
| obey | ἀληθείᾳ | alētheia | ah-lay-THEE-ah |
| the | μὴ | mē | may |
| truth? | πείθεσθαι | peithesthai | PEE-thay-sthay |
Cross Reference
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:24
ତୁମ୍ଭମାନେେ ଜାଣ ଯେ ଦୌଡ଼ ପ୍ରତିୟୋଗିତା ରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭମାନେେ ଯେପରି ଜିତିବ, ସେପ୍ରକାର ଦୌଡ଼।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:1
ପରମେଶ୍ବରଙ୍କ ଆଶୀର୍ବାଦ ବିଶ୍ବାସ ଦ୍ବାରା ମିଳେ ହେ ଗାଲାତୀୟ ଲୋକେ! ଯୀଶୁଖ୍ରୀଷ୍ଟଙ୍କୁ କିପରି ଭାବରେ କ୍ରୁଶ ଉପରେ ମୃତ୍ଯୁ ଦିଆଗଲା, ତାହା ତୁମ୍ଭକୁ ସ୍ପଷ୍ଟ ଭାବରେ କୁହା ଯାଇଥିଲା। କିନ୍ତୁ ତୁମ୍ଭମାନେେ ମୂର୍ଖ। ତୁମ୍ଭେ କାହାର ଛଳନା ରେ ପଡ଼ିଗଲ।
ପିତରଙ୍କ ପ୍ରଥମ ପତ୍ 1:22
ଏବେ, ସତ୍ଯ ପାଳନ ଦ୍ବାରା ତୁମ୍ଭମାନେେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ ରମେ ଦଖାଇେ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ ରମେ କର।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:1
ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:17
ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।
ମାଥିଉଲିଖିତ ସୁସମାଚାର 13:21
କିନ୍ତୁ ସେ ନିଜ ଭିତ ରେ ଶିକ୍ଷାକୁ ଦୃଢ ହବୋକୁ ଦିଏ ନାହିଁ,କବଳେ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟ ରେ ରଖିଥାଏ। ଯେତବେେଳେ ସୁସମାଚାର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପା ରେ ନାହିଁ। ସେ ଖୁବ୍ ଶୀଘ୍ର ସଗେୁଡିକୁ ଛାଡିଦିଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:8
ପରମେଶ୍ବର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ୟିବା ପାଇଁ ଡାକିଲେ। ପରମେଶ୍ବର ତାହାଙ୍କୁ ସହେି ଦେଶ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ବାସ ଦ୍ବାରା ମାନିଲେ, ଓ ସହେି ସ୍ଥାନ ପାଇଁ ପ୍ରସ୍ଥାନ କଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 5:9
ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:8
ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 10:5
ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ। ଆମ୍ଭେ ପ୍ରେତ୍ୟକକ ପ୍ରକାରର ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ନିୟନ୍ତ୍ରଣାଧୀନ କରୁ ଓ ତାଙ୍କର ଆଜ୍ଞାକାରୀ ହବୋ ପାଇଁ ବାଧ୍ଯ କରୁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16:26
ପରମେଶ୍ବର ତାହାକୁ ପ୍ରକାଶିତ କରିବା ପାଇଁ ଆଦେଶ ଦଇେଛନ୍ତି। ଏହି ଗୁପ୍ତ ସତ୍ଯ ଏବେ ଆମ୍ଭକୁ ଓ ସମସ୍ତଙ୍କୁ ଜ୍ଞାତ କରାଯାଇଛି। ଭବିଷ୍ଯଦ୍ବକ୍ତାମାନଙ୍କର ଲଖାେ ଦ୍ବାରା ତାହା ପ୍ରକାଶିତ ହେଲା। ଏହା ଦ୍ବାରା ସମସ୍ତ ଲୋକମାନଙ୍କର ପରମେଶ୍ବରଙ୍କ ପାଇଁ ବିଶ୍ବାସ ଓ ଆଜ୍ଞାକାରିତା ବଢି ପାରିବ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:18
ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:16
ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8
କିନ୍ତୁ ଯେଉଁମାନେ ସ୍ବାର୍ଥପର ଓ ସତ୍ଯକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ବର ସମାନଙ୍କେୁ ଦଣ୍ଡ ଦବେେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 6:7
ଏହିପରି ଭାବରେ ପରମେଶ୍ବରଙ୍କର ବାକ୍ଯ ଚ଼ାରିଆଡ଼େ ବ୍ଯାପିଗଲା। ୟିରୂଶାଲମ ରେ ଶିଷ୍ଯମାନଙ୍କର ସଂଖ୍ଯା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ଯରୁ ଅନକେ ବିଶ୍ବାସ କଲେ ଓ ପାଳନ କଲେ।