Galatians 4:31
ଅତଏବ ଭାଇ ଓ ଭଉଣୀମାନେ, ଆମ୍ଭେ ଦାସୀପୁତ୍ର ନୋହୁଁ, ମାତ୍ର ସ୍ବାଧୀନ ସ୍ତ୍ରୀର ସନ୍ତାନ ଅଟୁ।
Galatians 4:31 in Other Translations
King James Version (KJV)
So then, brethren, we are not children of the bondwoman, but of the free.
American Standard Version (ASV)
Wherefore, brethren, we are not children of a handmaid, but of the freewoman.
Bible in Basic English (BBE)
So, brothers, we are not children of the servant-woman, but of the free woman.
Darby English Bible (DBY)
So then, brethren, we are not maid servant's children, but [children] of the free woman.
World English Bible (WEB)
So then, brothers, we are not children of a handmaid, but of the free woman.
Young's Literal Translation (YLT)
then, brethren, we are not a maid-servant's children, but the free-woman's.
| So then, | ἄρα, | ara | AH-ra |
| brethren, | ἀδελφοί | adelphoi | ah-thale-FOO |
| we are | οὐκ | ouk | ook |
| not | ἐσμὲν | esmen | ay-SMANE |
| children | παιδίσκης | paidiskēs | pay-THEE-skase |
| bondwoman, the of | τέκνα | tekna | TAY-kna |
| but | ἀλλὰ | alla | al-LA |
| of the | τῆς | tēs | tase |
| free. | ἐλευθέρας | eleutheras | ay-layf-THAY-rahs |
Cross Reference
ଯୋହନଲିଖିତ ସୁସମାଚାର 1:12
ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,
ଯୋହନଲିଖିତ ସୁସମାଚାର 8:36
ତେଣୁ ଯଦି ସହେି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତବେେ ତୁମ୍ଭେ ପ୍ରକୃତ ରେ ମୁକ୍ତି ପାଇବ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:1
ଆମ୍ଭେ ସମସ୍ତେ ଏବେ ସ୍ବାଧୀନ। ଖ୍ରୀଷ୍ଟ ଆମ୍ଭକୁ ସ୍ବାଧୀନ କରିଛନ୍ତି। ଦୃଢ଼ ଭାବରେ ରହିଥାଅ। ପୁଣି ଥରେ ଦାସତ୍ବର ବନ୍ଧନ ନିକଟରେ ନିଜ ନିଜକୁ ସମର୍ପଣ କର ନାହିଁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 5:13
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
ଯୋହନଙ୍କ ପ୍ରଥମ ପତ୍ର 3:1
ପରମପିତା ଆମ୍ଭମାନଙ୍କୁ ଅତ୍ଯଧିକ ପ୍ ରମେ କଲେ। ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ରୂପେ ନାମିତ ହବୋ ଦ୍ବାରା ଆମ୍ଭ ପ୍ରତି ତାଙ୍କର ମହାନ୍ ପ୍ ରମେ ପ୍ରକାଶ ପାଏ। ଆମ୍ଭେ ପ୍ରକୃତ ରେ ତାଙ୍କର ସନ୍ତାନ ଅଟୁ। କିନ୍ତୁ ଏ ଜଗତ ( ଯେଉଁମାନେ ବିଶ୍ବାସ କରନ୍ତି ନାହିଁ) ପରମେଶ୍ବରଙ୍କୁ ଚିହ୍ନିପାରି ନ ଥିବାରୁ ଆମ୍ଭକୁ ମଧ୍ଯ ପରମେଶ୍ବରଙ୍କ ସନ୍ତାନ ବୋଲି ଚିହ୍ନି ପାରୁ ନାହିଁ।