ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:2 in Oriya

ଓଡିଆ ଓଡିଆ ବାଇବେଲ ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1 ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:2

Galatians 1:2
ମାେ ସହିତ ଥିବା ଏବଂ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସୀ ସମସ୍ତ ଭାଇମାନଙ୍କ ତରଫରୁ ଏହି ପତ୍ରଟି ଗାଲାତୀୟ ଅଞ୍ଚଳର ସମସ୍ତ ବିଶ୍ବାସୀ ମଣ୍ଡଳୀ ନିକଟକୁ ଲଖାଯାେଉଅଛି।

Galatians 1:1Galatians 1Galatians 1:3

Galatians 1:2 in Other Translations

King James Version (KJV)
And all the brethren which are with me, unto the churches of Galatia:

American Standard Version (ASV)
and all the brethren that are with me, unto the churches of Galatia:

Bible in Basic English (BBE)
And all the brothers who are with me, to the churches of Galatia:

Darby English Bible (DBY)
and all the brethren with me, to the assemblies of Galatia.

World English Bible (WEB)
and all the brothers{The word for "brothers" here and where context allows may also be correctly translated "brothers and sisters" or "siblings."} who are with me, to the assemblies of Galatia:

Young's Literal Translation (YLT)
and all the brethren with me, to the assemblies of Galatia:

And
καὶkaikay
all
οἱhoioo
the
σὺνsynsyoon
brethren
ἐμοὶemoiay-MOO
which
are
with
πάντεςpantesPAHN-tase
me,
ἀδελφοίadelphoiah-thale-FOO
unto
the
ταῖςtaistase
churches
ἐκκλησίαιςekklēsiaisake-klay-SEE-ase
of

τῆςtēstase
Galatia:
Γαλατίαςgalatiasga-la-TEE-as

Cross Reference

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 16:1
ବର୍ତ୍ତମାନ ପରମେଶ୍ବରଙ୍କ ଲୋକମାନଙ୍କର ସାହାୟ୍ଯ ପାଇଁ ଅର୍ଥ ସଂଗ୍ରହ ବିଷୟ ରେ ମୁଁ ଗାଲାତୀୟ ମଣ୍ଡଳୀକୁ ଏ ସର୍କ ରେ ଦଇେ ଥିବା ନିର୍ଦ୍ଦଶମାନେ ତୁମ୍ଭମାନେେ ଅବଶ୍ଯ ପାଳନ କରିବା ଉଚିତ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:21
ଖ୍ରୀଷ୍ଟଙ୍କଠା ରେ ପରମେଶ୍ବରଙ୍କ ପ୍ରେତ୍ୟକକ ପବିତ୍ର ଲୋକକୁ ନମସ୍କାର। ମାେ ସହିତ ଥିବା ପରମେଶ୍ବରଙ୍କ ଲୋକମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:31
ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:41
ପାଉଲ ଓ ଶୀଲା ସିରିଆ ଓ କିଲିକିଯା ଦେଶ ଦଇେ ଗଲେ ଓ ମଣ୍ଡଳୀଗୁଡ଼ିକୁ ଶକ୍ତିଶାଳୀ ହବୋପାଇଁ ସାହାୟ୍ଯ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:5
ତେଣୁ ମଣ୍ଡଳୀଗୁଡ଼ିକର ସଂଖ୍ଯା ଦିନକୁ ଦିନ ବଢ଼ିବାକୁ ଲାଗୁଥିଲା ଓ ସଗେୁଡ଼ିକ ବିଶ୍ବାସ ରେ ଶକ୍ତିଶାଳୀ ହେଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:23
ସଠାେରେ ପାଉଲ କିଛି ଦିନ ରହିଲେ। ତା'ପରେ ସେ ଗାଲାତୀୟ ଓ ଫ୍ରୁଗିଆ ଅଞ୍ଚଳକୁ ଚ଼ାଲିଗଲେ। ସଠାେରେ ସେ ସହରରୁ ସହର ବୁଲି ଯୀଶୁଙ୍କର ସମସ୍ତ ଶିଷ୍ଯମାନଙ୍କୁ ବଳବାନ୍ କଲେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:22
ତୁମ୍ଭମାନେେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସବୋ କରେ, ସହେିପରି ସେ ମାେ ସହିତ ସୁସମାଚାର କହିବା ସମୟରେ ମାରେ ସବୋ କରିଛନ୍ତି ; ଏକଥା ତୁମ୍ଭମାନେେ ଜାଣ।