ଯିହିଜିକଲ 40:43 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 40 ଯିହିଜିକଲ 40:43

Ezekiel 40:43
ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଚାରିଆଡ଼େ ଲଗା ୟାଇଥିଲା ଏବଂ ମଜେମାନଙ୍କ ଉପ ରେ ଉପହାରାର୍ଥକ ମାଂସ ରଖାୟାଇଥିଲା।

Ezekiel 40:42Ezekiel 40Ezekiel 40:44

Ezekiel 40:43 in Other Translations

King James Version (KJV)
And within were hooks, an hand broad, fastened round about: and upon the tables was the flesh of the offering.

American Standard Version (ASV)
And the hooks, a handbreadth long, were fastened within round about: and upon the tables was the flesh of the oblation.

Bible in Basic English (BBE)
And they had edges all round as wide as a man's hand: and on the tables was the flesh of the offerings.

Darby English Bible (DBY)
And the double hooks of a hand breadth were fastened round about within; and upon the tables [they put] the flesh of the offering.

World English Bible (WEB)
The hooks, a handbreadth long, were fastened within round about: and on the tables was the flesh of the offering.

Young's Literal Translation (YLT)
And the boundaries `are' one handbreadth, prepared within all round about: and on the tables `is' the flesh of the offering.

And
within
וְהַֽשְׁפַתַּ֗יִםwĕhašpattayimveh-hahsh-fa-TA-yeem
were
hooks,
טֹ֧פַחṭōpaḥTOH-fahk
an
אֶחָ֛דʾeḥādeh-HAHD
broad,
hand
מוּכָנִ֥יםmûkānîmmoo-ha-NEEM
fastened
בַּבַּ֖יִתbabbayitba-BA-yeet
round
about:
סָבִ֣יב׀sābîbsa-VEEV

סָבִ֑יבsābîbsa-VEEV
and
upon
וְאֶלwĕʾelveh-EL
the
tables
הַשֻּׁלְחָנ֖וֹתhaššulḥānôtha-shool-ha-NOTE
flesh
the
was
בְּשַׂ֥רbĕśarbeh-SAHR
of
the
offering.
הַקָּרְבָֽן׃haqqorbānha-kore-VAHN

Cross Reference

ଲେବୀୟ ପୁସ୍ତକ 1:6
ପୁଣି ସେ ଯାଜକ ସହେି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ।

ଲେବୀୟ ପୁସ୍ତକ 1:8
ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ୟଜ୍ଞବଦେୀ ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସହେି ଖଣ୍ଡ ସକଳ, ମସ୍ତକ ଓ ମଦେ ରଖିବେ।

ଲେବୀୟ ପୁସ୍ତକ 8:20
ଆଉ ସେ ମଷେକୁ ଖଣ୍ଡ ଖଣ୍ଡ କରି କାଟିଲେ, ମାଶାେ ତାହାର ମସ୍ତକ, ସମସ୍ତ ମାଂସ ଖଣ୍ଡ ଓ ମଦେ ଦଗ୍ଧ କଲେ। ସେ ତାହାର ଅନ୍ତ ଓ ନଳି ଗୋଡ ଜଳ ରେ ଧୌତ କଲେ। ତା'ପରେ ୟଜ୍ଞବଦେୀ ଉପରେ ମାଶାେ ସମସ୍ତ ମଷେକୁ ଦଗ୍ଧ କଲେ।