Ezekiel 40:35
ତା'ପ ରେ ସେ ମାେତେ ଉତ୍ତର ଦ୍ବାରକୁ ଆଣିଲେ ଓ ତାହାକୁ ମାପିଲେ। ତା'ର ମାପସବୁ ଅନ୍ଯାନ୍ଯ ଫାଟକର ମାପ ସହିତ ସମାନ ଥିଲା।
Ezekiel 40:35 in Other Translations
King James Version (KJV)
And he brought me to the north gate, and measured it according to these measures;
American Standard Version (ASV)
And he brought me to the north gate: and he measured `it' according to these measures;
Bible in Basic English (BBE)
And he took me to the north doorway: and he took the measure of it by these measures;
Darby English Bible (DBY)
And he brought me to the north gate, and he measured [it] according to these measures:
World English Bible (WEB)
He brought me to the north gate: and he measured [it] according to these measures;
Young's Literal Translation (YLT)
And he bringeth me in unto the north gate, and hath measured according to these measures;
| And he brought | וַיְבִיאֵ֖נִי | waybîʾēnî | vai-vee-A-nee |
| me to | אֶל | ʾel | el |
| the north | שַׁ֣עַר | šaʿar | SHA-ar |
| gate, | הַצָּפ֑וֹן | haṣṣāpôn | ha-tsa-FONE |
| and measured | וּמָדַ֖ד | ûmādad | oo-ma-DAHD |
| it according to these | כַּמִּדּ֥וֹת | kammiddôt | ka-MEE-dote |
| measures; | הָאֵֽלֶּה׃ | hāʾēlle | ha-A-leh |
Cross Reference
ଯିହିଜିକଲ 47:2
ଏବଂ ସେ ମାେତେ ଉତ୍ତର ଦ୍ବାରର ପଥଦଇେ ବାହାରକୁ ଆଣିଲେ। ଆଉ ବାହାର ପଥଦଇେ ବୁଲାଇ ପୂର୍ବାଭିମୁଖ ଦ୍ବାରର ପଥ ଉପରଦଇେ ବାହାର ଦ୍ବାରକୁ ନଇଗେଲେ। ସହେି ସ୍ଥାନ ରେ ଦକ୍ଷିଣ ପାଶର୍ବ ରେ ଜଳ ବହୁଥିବାର ମୁଁ ଦେଖିଲି।
ଯିହିଜିକଲ 40:32
ଅନନ୍ତର ସେ ମାେତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ଯକୁ ନଇଗେଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା।
ଯିହିଜିକଲ 44:4
ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।
ଯିହିଜିକଲ 40:27
ଆଉ ଦକ୍ଷିଣ ପାଖ ରେ ଭିତର ପ୍ରାଙ୍ଗଣକୁ ଏକ ଦ୍ବାର ଥିଲା। ତହୁଁ ସେ ଦକ୍ଷିଣ ପାଶର୍ବର ଏକ ଦ୍ବାରଠାରୁ ଅନ୍ୟ ଦ୍ବାର ପର୍ୟ୍ଯନ୍ତ 100 ହାତ ମାପିଲେ।