Ezekiel 40:25
ପୁଣି ସେ ଦ୍ବାର ରେ ଓ ତାହାର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଫାଟକ ପରି କଳାକବାଟି ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
Ezekiel 40:25 in Other Translations
King James Version (KJV)
And there were windows in it and in the arches thereof round about, like those windows: the length was fifty cubits, and the breadth five and twenty cubits.
American Standard Version (ASV)
And there were windows in it and in the arches thereof round about, like those windows: the length was fifty cubits, and the breadth five and twenty cubits.
Bible in Basic English (BBE)
And there were windows in it and in the covered way all round, like the other windows: it was fifty cubits long and twenty-five cubits wide.
Darby English Bible (DBY)
And there were windows to it and to its projections round about, like those windows: the length was fifty cubits, and the breadth five and twenty cubits.
World English Bible (WEB)
There were windows in it and in the arches of it round about, like those windows: the length was fifty cubits, and the breadth twenty-five cubits.
Young's Literal Translation (YLT)
and windows `are' to it and to its arches all round about, like these windows, fifty cubits the length, and the breadth five and twenty cubits;
| And there were windows | וְחַלּוֹנִ֨ים | wĕḥallônîm | veh-ha-loh-NEEM |
| arches the in and it in | ל֤וֹ | lô | loh |
| thereof round about, | וּלְאֵֽילַמָּו֙ | ûlĕʾêlammāw | oo-leh-ay-la-MAHV |
| סָבִ֣יב׀ | sābîb | sa-VEEV | |
| those like | סָבִ֔יב | sābîb | sa-VEEV |
| windows: | כְּהַחֲלֹּנ֖וֹת | kĕhaḥăllōnôt | keh-ha-huh-loh-NOTE |
| the length | הָאֵ֑לֶּה | hāʾēlle | ha-A-leh |
| was fifty | חֲמִשִּׁ֤ים | ḥămiššîm | huh-mee-SHEEM |
| cubits, | אַמָּה֙ | ʾammāh | ah-MA |
| breadth the and | אֹ֔רֶךְ | ʾōrek | OH-rek |
| five | וְרֹ֕חַב | wĕrōḥab | veh-ROH-hahv |
| and twenty | חָמֵ֥שׁ | ḥāmēš | ha-MAYSH |
| cubits. | וְעֶשְׂרִ֖ים | wĕʿeśrîm | veh-es-REEM |
| אַמָּֽה׃ | ʾammâ | ah-MA |
Cross Reference
ଯିହିଜିକଲ 40:33
ତା'ର କଠାେରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ଯ ସହେି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ତାହା ପଚାଶ ହାତ ଲମ୍ବ ଓ ପଚିଶ ହାତ ପ୍ରସ୍ଥ ଥିଲା।
ଯିହିଜିକଲ 40:16
ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।
ଯିହିଜିକଲ 40:21
ଏହି ଫାଟକଟି ପ୍ରେତ୍ୟକକ ପାଶର୍ବ ରେ ତିନୋଟି କଠାେରୀ ସହିତ ଏହାର ପ୍ରାଙ୍ଗଣ ରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।
ଯିହିଜିକଲ 40:29
କଠାେରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ଯ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଚାଶ ହାତ ର୍ଦୈଘ୍ଯ ଓ ପଚିଶ ହାତ ପ୍ରସ୍ଥ ଥିଲା।
ଯୋହନଲିଖିତ ସୁସମାଚାର 12:46
ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମାରେ ଆସିବାର କାରଣ, ମାଠାେ ରେ ବିଶ୍ବାସ ରଖିଥିବା ପ୍ରେତ୍ୟକକ ଲୋକ କବେେ ଅନ୍ଧକାର ରେ ରହିବ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 13:12
ସହେି ପ୍ରକାର ଆମ୍ଭେ ଗୋଟିଏ ଦର୍ପଣ ସାହାୟ୍ଯ ରେ ଦେଖୁଛୁ, କିନ୍ତୁ ସେତବେେଳେ ଆମ୍ଭେ ପୁଷ୍ପ ଦେଖିବା। ମୁଁ ଏବେ କବଳେ ଆଂଶିକଭାବରେ ଜାଣିଛି, କିନ୍ତୁ ସେତବେେଳେ ପରମେଶ୍ବର ମାେତେ ଯେପରି ଜାଣିଛନ୍ତି, ସହେିପରି ମୁଁ ସମ୍ପୂର୍ଣ୍ଣ ଭାବରେ ଜାଣିବି।
ପିତରଙ୍କ ଦିତୀୟ ପତ୍ର 1:19
ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।