ଯିହିଜିକଲ 32:20 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 32 ଯିହିଜିକଲ 32:20

Ezekiel 32:20
ମିଶର ଖଡ୍ଗ ରେ ନିହତ ଲୋକମାନଙ୍କ ମଧିଅରେ ପଡ଼ିବ। ସେ ଖଡ୍ଗ ରେ ସମର୍ପିତ ହାଇେଅଛି। ତାହାକୁ ଓ ତାହାର ସମସ୍ତ ଲୋକମାନଙ୍କୁ ନଇୟୋଅ।

Ezekiel 32:19Ezekiel 32Ezekiel 32:21

Ezekiel 32:20 in Other Translations

King James Version (KJV)
They shall fall in the midst of them that are slain by the sword: she is delivered to the sword: draw her and all her multitudes.

American Standard Version (ASV)
They shall fall in the midst of them that are slain by the sword: she is delivered to the sword; draw her away and all her multitudes.

Bible in Basic English (BBE)
Among those who have been put to the sword: they will give a resting-place with them to all their people.

Darby English Bible (DBY)
They shall fall in the midst of them that are slain by the sword. The sword hath been given: draw her out, and all her multitudes.

World English Bible (WEB)
They shall fall in the midst of those who are slain by the sword: she is delivered to the sword; draw her away and all her multitudes.

Young's Literal Translation (YLT)
In the midst of the pierced of the sword they fall, `To' the sword she hath been given, They drew her out, and all her multitude.

They
shall
fall
בְּת֥וֹךְbĕtôkbeh-TOKE
in
the
midst
חַלְלֵיḥallêhahl-LAY
slain
are
that
them
of
חֶ֖רֶבḥerebHEH-rev
sword:
the
by
יִפֹּ֑לוּyippōlûyee-POH-loo
she
is
delivered
חֶ֣רֶבḥerebHEH-rev
sword:
the
to
נִתָּ֔נָהnittānânee-TA-na
draw
מָשְׁכ֥וּmoškûmohsh-HOO
her
and
all
אוֹתָ֖הּʾôtāhoh-TA
her
multitudes.
וְכָלwĕkālveh-HAHL
הֲמוֹנֶֽיהָ׃hămônêhāhuh-moh-NAY-ha

Cross Reference

ଗୀତସଂହିତା 28:3
ହେ ସଦାପ୍ରଭୁ, ମାେତେ ସହେି ଦୁଷ୍ଟ ଲୋକଙ୍କ ମଧ୍ଯରୁ ଜଣେ ବୋଲି ଗଣ ନାହିଁ। ସହେି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ ଶାନ୍ତିର ସନ୍ଦେଶ ଶୁଣାନ୍ତି କିନ୍ତୁ ହୃଦଯ ମଧ୍ୟରେ ସମାନେେ ସହେି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥାଆନ୍ତି।

ହିତୋପଦେଶ 24:11
ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ଯା କରିବାକୁ, ତବେେ ତୁମ୍ଭେ ତାଙ୍କୁ ରକ୍ଷା କର।

ଯିରିମିୟ 22:19
ତାହାର କବର ଗଧର କବର ତୁଲ୍ଯ ହବେ, ସେ ଘୋଷଡ଼ା ୟାଇ ୟିରୁଶାଲମର ଦ୍ବାର ବାହା ରେ ପକାୟିବ।

ଯିହିଜିକଲ 29:8
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଦେଖ ମୁଁ ତୁମ୍ଭ ବିରୁଦ୍ଧ ରେ ଖଡ୍ଗ ଆଣିବି ଓ ତୁମ୍ଭ ମଧ୍ଯରୁ ମନୁଷ୍ଯ କଥା ପଶୁମାନଙ୍କୁ ବିନାଶ କରିବି।

ଯିହିଜିକଲ 32:23
ଯେଉଁମାନେ ଜୀବିତାବସ୍ଥା ରେ ଭୟ ଜନ୍ମାଉଥିଲେ ସମାନେେ ସମସ୍ତେ ଖଡ୍ଗ ରେ ନିହତ ହାଇେ ପତିତ ହାଇେଅଛନ୍ତି।

ଯିହିଜିକଲ 32:29
ସେ ସ୍ଥାନ ରେ ଇଦୋମ, ତାହାର ରାଜାଗଣ ଓ ତାହାର ଅଧିପତିମାନେ ଅଛନ୍ତି। ସମାନେେ ୟୁଦ୍ଧ ରେ ଅସୁନ୍ନତମାନଙ୍କ ସହିତ ପଡ଼ି ଅଛନ୍ତି, ଯଦିଓ ସମାନେେ ଜୀବନ ରେ ସମାନଙ୍କେର ଶକ୍ତିପାଇଁ ପରିଚିତ ଥିଲେ।