Ezekiel 23:43
ତବେେ ବ୍ଯଭିଚାର କ୍ରିଯା ରେ ଜୀର୍ଣ୍ଣା ସ୍ତ୍ରୀଟିକୁ ମୁଁ କହିଲି, 'ବର୍ତ୍ତମାନ ସମାନେେ ତା' ସଙ୍ଗେ ବ୍ଯଭିଚାର ପାପ କରିବେ ଓ ସେ ସମାନଙ୍କେ ସଙ୍ଗେ କରିବ ?'
Ezekiel 23:43 in Other Translations
King James Version (KJV)
Then said I unto her that was old in adulteries, Will they now commit whoredoms with her, and she with them?
American Standard Version (ASV)
Then said I of her that was old in adulteries, Now will they play the harlot with her, and she `with them'.
Bible in Basic English (BBE)
Then I said ... now she will go on with her loose ways.
Darby English Bible (DBY)
And I said of her that was old in adulteries, Will she now commit her fornications, even she.
World English Bible (WEB)
Then said I of her who was old in adulteries, Now will they play the prostitute with her, and she [with them].
Young's Literal Translation (YLT)
And I say of the worn-out one in adulteries, Now they commit her whoredoms -- she also!
| Then said I | וָאֹמַ֕ר | wāʾōmar | va-oh-MAHR |
| old was that her unto | לַבָּלָ֖ה | labbālâ | la-ba-LA |
| in adulteries, | נִֽאוּפִ֑ים | niʾûpîm | nee-oo-FEEM |
| now they Will | עַתָּ֛ | ʿattā | ah-TA |
| commit | יִזְנ֥הּ | yiznh | yeez-N-h |
| whoredoms | תַזְנוּתֶ֖הָ | taznûtehā | tahz-noo-TEH-ha |
| with her, and she with them? | וָהִֽיא׃ | wāhîʾ | va-HEE |
Cross Reference
ଏଜ୍ରା 9:7
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।
ଗୀତସଂହିତା 106:6
ଆମ୍ଭମାନେେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଅମ୍ଭମାନେେ ଅଧର୍ମ ଭାବରେ କାମ କରିଅଛୁ।
ଯିରିମିୟ 13:23
ଜଣେ କୃଷ୍ଣକାଯ କ'ଣ ଆପଣା ଚର୍ମର ବର୍ଣ୍ଣ ବଦଳାଇ ପାରିବ ଓ ଚିତାବାଘ କ'ଣ ନିଜର ଦହରେ ଛାପ ବଦଳାଇ ପାରିବ ? ତେଣୁ ହେ ୟିରୁଶାଲମ, ତୁମ୍ଭେ ସର୍ବଦା କୁକର୍ମ କରିବା ରେ ଅଭ୍ଯସ୍ତ, ତୁମ୍ଭେ କବେେ ସୁକର୍ମ କରିପାରିବ ନାହିଁ।
ଯିହିଜିକଲ 23:3
ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।
ଦାନିଏଲ 9:16
ହେ ସଦାପ୍ରଭୁ, ବିନଯ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁୟାଯୀ ତୁମ୍ଭର ନଗର ୟିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କୋରଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କୋରଧ ନ୍ଯାଯୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭମାନେେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।