ଯିହିଜିକଲ 20:20 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 20 ଯିହିଜିକଲ 20:20

Ezekiel 20:20
ଏବଂ ମାରେବିଶ୍ରାମଦିନଗୁଡ଼ିକୁ ପବିତ୍ର ରଖ। ଯାହା ଫଳ ରେ ସମାନେେ ମାେ ଓ ତୁମ୍ଭ ମଧିଅରେ ଚୁକ୍ତିର ଚିହ୍ନ ଦବେେ। ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

Ezekiel 20:19Ezekiel 20Ezekiel 20:21

Ezekiel 20:20 in Other Translations

King James Version (KJV)
And hallow my sabbaths; and they shall be a sign between me and you, that ye may know that I am the LORD your God.

American Standard Version (ASV)
and hallow my sabbaths; and they shall be a sign between me and you, that ye may know that I am Jehovah your God.

Bible in Basic English (BBE)
And keep my Sabbaths holy; and they will be a sign between me and you so that it may be clear to you that I am the Lord your God.

Darby English Bible (DBY)
and hallow my sabbaths; and they shall be a sign between me and you, that ye may know that I [am] Jehovah your God.

World English Bible (WEB)
and make my Sabbaths holy; and they shall be a sign between me and you, that you may know that I am Yahweh your God.

Young's Literal Translation (YLT)
And My sabbaths sanctify, And they have been for a sign between Me and you, To know that I, Jehovah, `am' your God.

And
hallow
וְאֶתwĕʾetveh-ET
my
sabbaths;
שַׁבְּתוֹתַ֖יšabbĕtôtaysha-beh-toh-TAI
be
shall
they
and
קַדֵּ֑שׁוּqaddēšûka-DAY-shoo
a
sign
וְהָי֤וּwĕhāyûveh-ha-YOO
between
לְאוֹת֙lĕʾôtleh-OTE
know
may
ye
that
you,
and
me
בֵּינִ֣יbênîbay-NEE
that
וּבֵֽינֵיכֶ֔םûbênêkemoo-vay-nay-HEM
I
לָדַ֕עַתlādaʿatla-DA-at
Lord
the
am
כִּ֛יkee
your
God.
אֲנִ֥יʾănîuh-NEE
יְהוָ֖הyĕhwâyeh-VA
אֱלֹהֵיכֶֽם׃ʾĕlōhêkemay-loh-hay-HEM

Cross Reference

ଯିରିମିୟ 17:22
ଆଉ ବିଶ୍ରାମ ଦିନ ରେ ଆପଣା ଆପଣା ଗୃହରୁ କୌଣସି ବୋଝ ବାହାର କରି ନିଅ ନାହିଁ। କିଅବା ତୁମ୍ଭମାନେେ କୌଣସି କାର୍ୟ୍ଯ କର ନାହିଁ। ମାତ୍ର ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ କର। ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଏହିରୂପେ ଆଜ୍ଞା କରିଥିଲୁ।

ଯିହିଜିକଲ 20:12
ଏବଂ ମୁଁ ସମାନଙ୍କେୁ ମାରେ ବିଶ୍ରାମ ଦିନ ବିଷଯ ରେ ସବୁ କହିଲି। ଏହା ମାରେ ଓ ସମାନଙ୍କେ ମଧିଅରେ ଚୁକ୍ତିର ଚିହ୍ନ ସ୍ବରୂପ ଯେଉଁଥି ପାଇଁ ସମାନେେ ହୁଏତ ଜାଣିପାରନ୍ତି ଯେ, ମୁଁ ସଦାପ୍ରଭୁ ସମାନଙ୍କେୁ ପବିତ୍ର କଲି।

ଯାତ୍ରା ପୁସ୍ତକ 20:11
ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।

ଯାତ୍ରା ପୁସ୍ତକ 31:13
ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।

ନିହିମିୟା 13:15
ସହେି ସମୟରେ ମୁଁ ଯିହୁଦା ମଧିଅରେ କେତକେ ଲୋକଙ୍କୁ ବିଶ୍ରାମ ଦିନ ରେ ଦ୍ରାକ୍ଷାୟନ୍ତ୍ର ଦଳିବାର ଓ ବିଡା ଭିତରକୁ ଆଣିବାର ଓ ଗଧର୍ଭ ଉପରେ ବୋଝଇେ କରିବାର ମଧ୍ଯ ବିଶ୍ରାମ ଦିନ ରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ୟିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନ ରେ କୌଣସି ଖାଦ୍ୟ ବିକ୍ରଯ ନ କରିବାକୁ ମୁଁ ସମାନଙ୍କେୁ ସତର୍କ କଲି।

ଯିଶାଇୟ 58:13
ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ ଆମ୍ଭ ପବିତ୍ର ଦିନ ରେ ନିଜ ଅଭିଳାଷ ଚେଷ୍ଟାରୁ ନିଜ ପାଦ ଫରୋଅ, ପୁଣି ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀଯ ବୋଲି କୁହ, ଆଉ ନିଜ କାର୍ୟ୍ଯ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ ;

ଯିରିମିୟ 17:24
ମାତ୍ର ସଦାପ୍ରଭୁ କହନ୍ତି, ଯଦି ତୁମ୍ଭମାନେେ ଯତ୍ନ ସହକା ରେ ମାେ କଥାକୁ ଧ୍ଯାନ ଦିଅ,' 'ଯଦି ତୁମ୍ଭମାନେେ ବିଶ୍ରାମ ଦିନ ରେ ୟିରୁଶାଲମର ଫାଟକ ଦଇେ କୌଣସି ବୋଝ ନ ଆଣ ଏବଂ ଯଦି ତୁମ୍ଭମାନେେ ସଇେ ଦିନ ରେ କୌଣସି କାମ ନ କର। ମାତ୍ର ତାକୁ ପବିତ୍ର ମାର୍ଗ ରେ ପାଳନ କର।

ଯିରିମିୟ 17:27
'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'

ଯିହିଜିକଲ 44:24
ବିବାଦ ଉପସ୍ଥିତ ହେଲେ ସମାନେେ ବିଚାରପତି ଭାବରେ ବିଚାର କରିବେ। ମାରେ ସମସ୍ତ ଶାସନ ବିଧି ଅନୁସାରେ ସମାନେେ ବିଚାର ନିଷ୍ପତ୍ତି କରିବେ ଏବଂ ସମାନେେ ମାରେ ନିରୂପିତ ସମସ୍ତ ପର୍ବ ରେ ମାରେ ବ୍ଯବସ୍ଥା ଓ ମାରେ ବିଧିସବୁ ପାଳନ କରିବେ। ଆଉ ସମାନେେ ମାରେ ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।