English
ଯିହିଜିକଲ 16:57 ଚିତ୍ର
ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ଯାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣ ଓ ପଲେଷ୍ଟୀୟମାନଙ୍କର କନ୍ଯାଗଣ ତୁମ୍ଭକୁ ତାଚ୍ଛଲ୍ଯ କଲେ।