ଯିହିଜିକଲ 13:18 in Oriya

ଓଡିଆ ଓଡିଆ ବାଇବେଲ ଯିହିଜିକଲ ଯିହିଜିକଲ 13 ଯିହିଜିକଲ 13:18

Ezekiel 13:18
'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀ ଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ୟାଦୁ ଓଢ଼ଣୀ ମୁଣ୍ଡ ରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶ ରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।

Ezekiel 13:17Ezekiel 13Ezekiel 13:19

Ezekiel 13:18 in Other Translations

King James Version (KJV)
And say, Thus saith the Lord GOD; Woe to the women that sew pillows to all armholes, and make kerchiefs upon the head of every stature to hunt souls! Will ye hunt the souls of my people, and will ye save the souls alive that come unto you?

American Standard Version (ASV)
and say, Thus saith the Lord Jehovah: Woe to the women that sew pillows upon all elbows, and make kerchiefs for the head of `persons of' every stature to hunt souls! Will ye hunt the souls of my people, and save souls alive for yourselves?

Bible in Basic English (BBE)
This is what the Lord has said: A curse is on the women who are stitching bands on all arms and putting veils on the heads of those of every size, so that they may go after souls! Will you go after the souls of my people and keep yourselves safe from death?

Darby English Bible (DBY)
and say, Thus saith the Lord Jehovah: Woe unto the women that sew pillows for all wrists, and that make veils for the head [of persons] of every stature to catch souls! Will ye catch the souls of my people, and will ye save your own souls alive?

World English Bible (WEB)
and say, Thus says the Lord Yahweh: Woe to the women who sew pillows on all elbows, and make kerchiefs for the head of [persons of] every stature to hunt souls! Will you hunt the souls of my people, and save souls alive for yourselves?

Young's Literal Translation (YLT)
And thou hast said: Thus said the Lord Jehovah: Wo to those sowing pillows for all joints of the arm, And to those making the kerchiefs For the head of every stature -- to hunt souls, The souls do ye hunt of My people? And the souls ye have do ye keep alive?

that
come
וְאָמַרְתָּ֞wĕʾāmartāveh-ah-mahr-TA
women
כֹּהkoh
And
אָמַ֣ר׀ʾāmarah-MAHR
say,
Thus
אֲדֹנָ֣יʾădōnāyuh-doh-NAI
saith
יְהוִ֗הyĕhwiyeh-VEE
the
הוֹי֩hôyhoh
Lord
God;
Woe
to
that
לִֽמְתַפְּר֨וֹתlimĕtappĕrôtlee-meh-ta-peh-ROTE
sew
כְּסָת֜וֹתkĕsātôtkeh-sa-TOTE
the
עַ֣ל׀ʿalal
pillows
כָּלkālkahl
to
אַצִּילֵ֣יʾaṣṣîlêah-tsee-LAY
all
יָדַ֗יyādayya-DAI
armholes,

וְעֹשׂ֧וֹתwĕʿōśôtveh-oh-SOTE
make
הַמִּסְפָּח֛וֹתhammispāḥôtha-mees-pa-HOTE
and
עַלʿalal
kerchiefs
upon
רֹ֥אשׁrōšrohsh
the
head
כָּלkālkahl
every
קוֹמָ֖הqômâkoh-MA
of
stature
לְצוֹדֵ֣דlĕṣôdēdleh-tsoh-DADE
hunt
נְפָשׁ֑וֹתnĕpāšôtneh-fa-SHOTE
to
souls!
the
הַנְּפָשׁוֹת֙hannĕpāšôtha-neh-fa-SHOTE
souls
Will
תְּצוֹדֵ֣דְנָהtĕṣôdēdĕnâteh-tsoh-DAY-deh-na
hunt
ye
people,
לְעַמִּ֔יlĕʿammîleh-ah-MEE
of
my
souls
the
וּנְפָשׁ֖וֹתûnĕpāšôtoo-neh-fa-SHOTE
and
save
לָכֶ֥נָהlākenâla-HEH-na
ye
תְחַיֶּֽינָה׃tĕḥayyênâteh-ha-YAY-na

Cross Reference

ଯିହିଜିକଲ 13:20
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି, ଦେଖ ତୁମ୍ଭମାନେେ ଯେଉଁ କଙ୍କଣ ଦ୍ବାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶ ରେ ପକାଉଛ, ମୁଁ ତା'ର ବିରୋଧି ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସହେି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭମାନେେ ଫାଶ ରେ ପକାଉଛ ମୁଁ ସମାନଙ୍କେୁ ମୁକ୍ତ କରିବି ଓ ସମାନେେ ମୁକ୍ତ ପକ୍ଷୀପରି ଉଡ଼ିଯିବେ।

ପିତରଙ୍କ ଦିତୀୟ ପତ୍ର 2:14
ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।

ଯିରିମିୟ 4:10
ଏଥି ରେ ମୁଁ, ଯିରିମିୟ କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ, ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପ୍ରକୃତ ରେ ଭ୍ରାନ୍ତି ରେ ପକାଇଛ। ତୁମ୍ଭେ ସମାନଙ୍କେୁ କହିଛ, 'ତୁମ୍ଭମାନେେ ଶାନ୍ତି ପାଇବ, କିନ୍ତୁ ସମାନଙ୍କେ ଗଳା ପାଖ ରେ ଖଡ୍ଗ ଅଛି।

ଯିରିମିୟ 6:14
ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହାଇେ ଅଛନ୍ତି, ସମାନେେ ଏହା କହି ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠା ରେ 'ଶାନ୍ତି' ଅଛି, ଯେତବେେଳେ ସଠାେ ରେ ଆଦୌ ଶାନ୍ତି ନାହିଁ।

ଯିହିଜିକଲ 13:10
ସଠାେ ରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ଯଦବକ୍ତାମାନେ ଆମ୍ଭର ଲୋକମାଙ୍କୁ ଭୁଲବାଟରେ ନଇେଛନ୍ତି, ଯେତବେେଳେ ସଠାେ ରେ ଶାନ୍ତି ନ ଥାଏ। ୟିଏକି ପ୍ରାଚୀର ନିର୍ମାଣକାରୀ, ୟିଏକି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲପେ ଦଇେ ଆଚ୍ଛାଦନ କରିବା ପାଇଁ କବଳେ ଚେଷ୍ଟା କରନ୍ତି।

ଯିହିଜିକଲ 13:16
ଇଶ୍ରାୟେଲର ଭବିଷ୍ଯଦବକ୍ତା ଯେଉଁମାନେ ୟିରୁଶାଲମ ବିଷଯ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହିଛନ୍ତି।

ଯିହିଜିକଲ 22:25
ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:14
ତା ହେଲେ ଆମ୍ଭେ ଆଉ ଶିଶୁ ହାଇେ ରହିବା ନାହିଁ। ସମୁଦ୍ର ରେ ଜାହାଜ ଲହରୀ ହତେୁ ସ୍ଥାନ ପରିବର୍ତ୍ତନ କଲା ଭଳି ଆମ୍ଭକୁ ପ୍ରତାରଣା କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କର ପ୍ରେତ୍ୟକକ ପ୍ରକାରର ନୂତନ ଉପଦେଶ ଦ୍ବାରା ଆମ୍ଭେ ଏଣତେଣେେ ଆଉ ଭାସି ୟିବା ନାହିଁ। ଏଭଳି ଲୋକେ ମନ୍ଦ ରାସ୍ତା ଗ୍ରହଣ କରିବା ପାଇଁ ଲୋକଙ୍କୁ ଛଳ ଓ ଧୂର୍ତ୍ତ ଯୋଜନା ରେ ଛନ୍ଦନ୍ତି,

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:3
ସମୟ ଆସୁଛି, ଯେତବେେଳେ ଲୋକେ ସତ୍ ଶିକ୍ଷା ଶୁଣିବେ ନାହିଁ। କିନ୍ତୁ ଲୋକେ ଅଧିକରୁ ଅଧିକ ନଜ ମନପସନ୍ଦ ଶିକ୍ଷା ସମାନଙ୍କେଠାରୁ ସଂଗ୍ରହ କରିବେ, ଯେଉଁମାନେ ସମାନଙ୍କେୁ ସନ୍ତୁଷ୍ଟ କଲାଭଳି କଥା କହିବେ।