Exodus 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
Exodus 6:16 in Other Translations
King James Version (KJV)
And these are the names of the sons of Levi according to their generations; Gershon, and Kohath, and Merari: and the years of the life of Levi were an hundred thirty and seven years.
American Standard Version (ASV)
And these are the names of the sons of Levi according to their generations: Gershon, and Kohath, and Merari; and the years of the life of Levi were a hundred thirty and seven years.
Bible in Basic English (BBE)
And these are the names of the sons of Levi in the order of their generations: Gershon and Kohath and Merari: and the years of Levi's life were a hundred and thirty-seven.
Darby English Bible (DBY)
And these are the names of the sons of Levi, according to their generations: Gershon, and Kohath, and Merari. And the years of the life of Levi were a hundred and thirty-seven years.
Webster's Bible (WBT)
And these are the names of the sons of Levi, according to their generations; Gershon, and Kohath, and Merari. And the years of the life of Levi were a hundred and thirty-seven years.
World English Bible (WEB)
These are the names of the sons of Levi according to their generations: Gershon, and Kohath, and Merari; and the years of the life of Levi were one hundred thirty-seven years.
Young's Literal Translation (YLT)
And these `are' the names of the sons of Levi, as to their births: Gershon, and Kohath, and Merari: and the years of the life of Levi `are' a hundred and thirty and seven years.
| And these | וְאֵ֨לֶּה | wĕʾēlle | veh-A-leh |
| are the names | שְׁמ֤וֹת | šĕmôt | sheh-MOTE |
| of the sons | בְּנֵֽי | bĕnê | beh-NAY |
| Levi of | לֵוִי֙ | lēwiy | lay-VEE |
| according to their generations; | לְתֹ֣לְדֹתָ֔ם | lĕtōlĕdōtām | leh-TOH-leh-doh-TAHM |
| Gershon, | גֵּֽרְשׁ֕וֹן | gērĕšôn | ɡay-reh-SHONE |
| and Kohath, | וּקְהָ֖ת | ûqĕhāt | oo-keh-HAHT |
| Merari: and | וּמְרָרִ֑י | ûmĕrārî | oo-meh-ra-REE |
| and the years | וּשְׁנֵי֙ | ûšĕnēy | oo-sheh-NAY |
| of the life | חַיֵּ֣י | ḥayyê | ha-YAY |
| Levi of | לֵוִ֔י | lēwî | lay-VEE |
| were an hundred | שֶׁ֧בַע | šebaʿ | SHEH-va |
| thirty | וּשְׁלֹשִׁ֛ים | ûšĕlōšîm | oo-sheh-loh-SHEEM |
| and seven | וּמְאַ֖ת | ûmĕʾat | oo-meh-AT |
| years. | שָׁנָֽה׃ | šānâ | sha-NA |
Cross Reference
ଗଣନା ପୁସ୍ତକ 3:17
ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।
ଆଦି ପୁସ୍ତକ 46:11
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।
ପ୍ରଥମ ବଂଶାବଳୀ 6:16
ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
ପ୍ରଥମ ବଂଶାବଳୀ 6:1
ଲବେୀଙ୍କ ପୁତ୍ରମାନେ ଥିଲେ ଗେର୍ଶୋନ, କହାତ୍ ଓ ମରାରି।
ଗଣନା ପୁସ୍ତକ 26:57
ସମାନେେ ମଧ୍ଯ ଲବେୀର ପରିବାରବର୍ଗଙ୍କୁ ଗଣନା କଲେ। ଲବେୀୟ ପରିବାରବର୍ଗଗୁଡିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀଯ ଗୋଷ୍ଠୀ; କାହାତଠାରୁ କାହାତୀଯ ଗୋଷ୍ଠୀ; ମରାରିଠାରୁ ସରାରୀଯ ଗୋଷ୍ଠୀ।
ପ୍ରଥମ ବଂଶାବଳୀ 23:6
ଦାଉଦ ଲବେୀୟମାନଙ୍କୁ ତିନି ଗୋଟି ଦଳ ରେ ବିଭକ୍ତ କଲେ। ସମାନେେ ଲବେୀୟ ତିନିପୁତ୍ର ଗେର୍ଶୋନ, କହାତ୍ ଓ ମରାରିଙ୍କ ପରିବାରବର୍ଗର ଥିଲେ।
ଯାତ୍ରା ପୁସ୍ତକ 6:20
ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।
ଯାତ୍ରା ପୁସ୍ତକ 6:18
କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ,
ଆଦି ପୁସ୍ତକ 50:26
ଏହି ପ୍ରକାର ରେ ଯୋଷଫେ 110 ବଯସ ରେ ମଲେ। ସମାନେେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶର ରେ ଏକ ସିନ୍ଦୁକ ମଧିଅରେ ରଖିଲେ।
ଆଦି ପୁସ୍ତକ 47:28
ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।
ଆଦି ପୁସ୍ତକ 35:28
ଇସ୍ହାକ 180 ବର୍ଷ ପଞ୍ଚିଲେ।