ଯାତ୍ରା ପୁସ୍ତକ 30:14
କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବଯସ୍କ ବ୍ଯକ୍ତି ୟିଏ କହେି ଗଣିତ ମଧିଅରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନବୈେଦ୍ଯ ଉତ୍ସର୍ଗ କରିବ।
Every one | כֹּ֗ל | kōl | kole |
that passeth | הָֽעֹבֵר֙ | hāʿōbēr | ha-oh-VARE |
among | עַל | ʿal | al |
numbered, are that them | הַפְּקֻדִ֔ים | happĕqudîm | ha-peh-koo-DEEM |
from twenty | מִבֶּ֛ן | mibben | mee-BEN |
years | עֶשְׂרִ֥ים | ʿeśrîm | es-REEM |
old | שָׁנָ֖ה | šānâ | sha-NA |
and above, | וָמָ֑עְלָה | wāmāʿĕlâ | va-MA-eh-la |
shall give | יִתֵּ֖ן | yittēn | yee-TANE |
offering an | תְּרוּמַ֥ת | tĕrûmat | teh-roo-MAHT |
unto the Lord. | יְהוָֽה׃ | yĕhwâ | yeh-VA |
Cross Reference
ଗଣନା ପୁସ୍ତକ 1:3
ଯେଉଁ ମାନେ କୋଡିଏ ବର୍ଷ ଏବଂ ତହିଁରୁ ଅଧିକ ସହେି ସମସ୍ତଙ୍କୁ ଗଣନା କର। ଏହି ଲୋକମାନେ, ୟିଏ କି ସୈନ୍ଯମାନଙ୍କ ସହିତ ୟାଇ ପାରିବେ। ତୁମ୍ଭେ ଓ ହାରୋଣ ସମାନଙ୍କେର ବିଭାଗ ଅନୁସାରେ ସମାନଙ୍କେୁ ତାଲିକାଭୁକ୍ତ କର।
ଗଣନା ପୁସ୍ତକ 1:18
ମାଶାେ ଓ ହାରୋଣ ଦ୍ବିତୀୟ ମାସର ପ୍ରଥମ ଦିନ ରେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କଲେ ଏବଂ ସମାନଙ୍କେର ପିତୃବଂଶ ଓ ପିତୃପରିବାର ଅନୁସାରେ କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଲେଖିଲେ।
ଗଣନା ପୁସ୍ତକ 1:20
ରୂବନ୍େ ବଂଶଧର ଇଶ୍ରାୟେଲଙ୍କର ପ୍ରଥମ ଜାତ ସମାନଙ୍କେର କୋଡିଏ ବର୍ଷ କିମ୍ବା ତଦୁର୍ଦ୍ଧ ବଯସ୍କ ଲୋକମାନଙ୍କର ନାମ ଓ ସଂଖ୍ଯାଅନୁସାରେ ସୈନ୍ଯବାହୀନି ରେ ୟୋଗ ଦବୋ ପାଇଁ ଯୋଗ୍ଯ ତାଲିକା ଭୁକ୍ତକରାଗଲା।
ଗଣନା ପୁସ୍ତକ 14:29
ତୁମ୍ଭମାନେେ ଏହି ମରୁଭୂମି ମଧିଅରେ ମରିବ। କୋଡିଏ ବର୍ଷରୁ ଅଧିକ ବଯସ୍କ ତୁମ୍ଭମାନଙ୍କ ମଧ୍ଯରୁ ଗଣ୍ଯ ହାଇେଥିବା ଲୋକମାନେ ସମ୍ପୂର୍ଣ ସଂଖ୍ଯା ଅନୁସାରେ ଯେଉଁମାନେ ମାେ ବିରୁଦ୍ଧ ରେ ଅଭିଯୋଗ କରିଛନ୍ତି, ସମସ୍ତେ ମରିବେ।
ଗଣନା ପୁସ୍ତକ 26:2
ଇଶ୍ରାୟେଲର ପୁରୁଷ ଲୋକମାନଙ୍କ ମଧ୍ଯରୁ ନିଜ ନିଜ ପିତୃଗୃହାନୁସା ରେ କୋଡିଏ ବର୍ଷରୁ ଉର୍ଦ୍ଧ ଲୋକମାନଙ୍କୁ ସୈନ୍ଯ ଶ୍ ରଣେୀଭୁକ୍ତ କରିବାକୁ ଗଣନା କର।
ଗଣନା ପୁସ୍ତକ 32:11
'ମୁଁ ସଦାପ୍ରଭୁ ଅବ୍ରହାମକୁ ଓ ଇସ୍ହାକକୁ ଓ ଯାକୁବକୁ ଯେଉଁ ଦେଶ ଦବୋକୁ ପ୍ରତିଜ୍ଞା କରିଅଛି, ମିଶରରୁ ଆଗତ ଲୋକମାନଙ୍କ ମଧ୍ଯରୁ କୋଡିଏ ବର୍ଷ ଓ ତତ୍ତୋଧିକ ବର୍ଷ ବଯସ୍କ କହେି ସହେି ଦେଶ ଦେଖି ପାରିବେ ନାହିଁ, କାରଣ ସମାନେେ ମାେତେ ଅନୁସରଣ କଲେ ନାହିଁ।