ଯାତ୍ରା ପୁସ୍ତକ 3:13
ଏହାପରେ ମାଶାେ ପରମେଶ୍ବରଙ୍କୁ କହିଲେ, ଯଦି ମୁଁ ଇଶ୍ରାୟେଲୀୟ ଲୋକମାନଙ୍କ ନିକଟକୁ ୟାଇ କ ହେ, 'ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବର ମାେତେ ପଠାଇଛନ୍ତି,' ଏହାପରେ ଲୋକମାନେ ଯଦି ମାେତେ ପଚାରନ୍ତି, 'ତାଙ୍କର ନାମ କ'ଣ?' ମୁଁ ତାଙ୍କୁ କ'ଣ କହିବି?
And Moses | וַיֹּ֨אמֶר | wayyōʾmer | va-YOH-mer |
said | מֹשֶׁ֜ה | mōše | moh-SHEH |
unto | אֶל | ʾel | el |
God, | הָֽאֱלֹהִ֗ים | hāʾĕlōhîm | ha-ay-loh-HEEM |
Behold, | הִנֵּ֨ה | hinnē | hee-NAY |
when I | אָֽנֹכִ֣י | ʾānōkî | ah-noh-HEE |
come | בָא֮ | bāʾ | va |
unto | אֶל | ʾel | el |
children the | בְּנֵ֣י | bĕnê | beh-NAY |
of Israel, | יִשְׂרָאֵל֒ | yiśrāʾēl | yees-ra-ALE |
say shall and | וְאָֽמַרְתִּ֣י | wĕʾāmartî | veh-ah-mahr-TEE |
unto them, The God | לָהֶ֔ם | lāhem | la-HEM |
fathers your of | אֱלֹהֵ֥י | ʾĕlōhê | ay-loh-HAY |
hath sent | אֲבֽוֹתֵיכֶ֖ם | ʾăbôtêkem | uh-voh-tay-HEM |
me unto | שְׁלָחַ֣נִי | šĕlāḥanî | sheh-la-HA-nee |
say shall they and you; | אֲלֵיכֶ֑ם | ʾălêkem | uh-lay-HEM |
What me, to | וְאָֽמְרוּ | wĕʾāmĕrû | veh-AH-meh-roo |
is his name? | לִ֣י | lî | lee |
what | מַה | ma | ma |
say I shall | שְּׁמ֔וֹ | šĕmô | sheh-MOH |
unto | מָ֥ה | mâ | ma |
them? | אֹמַ֖ר | ʾōmar | oh-MAHR |
אֲלֵהֶֽם׃ | ʾălēhem | uh-lay-HEM |
Cross Reference
ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଯିଶାଇୟ 7:14
ମାତ୍ରସମାର ପ୍ରଭୁ ପରଲମଶ୍ବର ଏକ ଚିହ୍ନସଦଖାଇଲବ।
ହିତୋପଦେଶ 30:4
କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?
ଯାତ୍ରା ପୁସ୍ତକ 3:14
ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ସମାନଙ୍କେୁ କୁହ, 'ଆମ୍ଭେ ଯେ ଅଛୁଁ, ସେ ଅଛୁଁ,' ଇଶ୍ରାୟେଲର ଲୋକମାନଙ୍କୁ କୁହ ଯେ, 'ସ୍ବଯମ୍ଭୁ' ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।
ମାଥିଉଲିଖିତ ସୁସମାଚାର 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
ମାଥିଉଲିଖିତ ସୁସମାଚାର 1:21
ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦବେେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସମାନଙ୍କେ ପାପରୁ ରକ୍ଷା କରିବେ।
ଯିରିମିୟ 23:6
ସହେି ଉତ୍ତମ ରାଜତ୍ବ କାଳ ରେ ଶାଖା 'ଉତ୍ପନ୍ନ' ହାଇେ ଯିହୁଦା ପରିତ୍ରାଣ ପାଇବ ଓ ଇଶ୍ରାୟେଲ ନିରାପଦ ରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମ ରେ ସେ ବିଖ୍ଯାତ ହବେେ।
ବିଚାରକର୍ତାମାନଙ୍କ ବିବରଣ 13:17
ଏହାପରେ ମ ନୋହ ପଗ୍ଭରିଲା, ସଦାପ୍ରଭୁ, ଆପଣଙ୍କର ନାମ କ'ଣ? ଆପଣଙ୍କ ବାକ୍ଯ ସଫଳ ହେଲେ ଆମ୍ଭମାନେେ ଆପଣଙ୍କର ପ୍ରଶଂସା କରିବକ୍ସ୍ଟ।
ବିଚାରକର୍ତାମାନଙ୍କ ବିବରଣ 13:6
ଏହାପରେ ସହେି ସ୍ତ୍ରୀ ଲୋକଜଣଙ୍କ ତା'ର ସ୍ବାମୀକକ୍ସ୍ଟ କହିଲା ଯାହା ସବୁ ଘଟିଗଲା। ସେ କହିଲା, ପରମେଶ୍ବରଙ୍କର ଜଣେ ଲୋକ ମାେ ନିକଟକକ୍ସ୍ଟ ଆସିଲେ ୟିଏକି ପରମେଶ୍ବରଙ୍କ ଦୂତପରି ଦଖାଯାେଉଥିଲେ। ସେ ଅତି ଭୟଙ୍କର ଦଖାଯାେଉଥିଲେ। ସେ କେଉଁଠକ୍ସ୍ଟ ଆସିଥିଲେ, ମୁ ତାଙ୍କୁ ପଗ୍ଭରି ପାରିଲି ନାହିଁ। କିମ୍ବା ସେ ତାଙ୍କର ନାମ ମାେତେ କହିଲେ ନାହିଁ।
ଯାତ୍ରା ପୁସ୍ତକ 15:3
ସଦାପ୍ରଭୁ ୟୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।
ଆଦି ପୁସ୍ତକ 32:29
ଏହାପରେ ଯାକୁବ ତାଙ୍କୁ ପଚାରିଲା, ଦୟାକରି ତୁମ୍ଭର ନାମ କୁହ।