ଯାତ୍ରା ପୁସ୍ତକ 17:8 in Oriya

ଓଡିଆ ଓଡିଆ ବାଇବେଲ ଯାତ୍ରା ପୁସ୍ତକ ଯାତ୍ରା ପୁସ୍ତକ 17 ଯାତ୍ରା ପୁସ୍ତକ 17:8

Exodus 17:8
ରଫୀଦୀମ ରେ ଅମାଲକେୀଯମାନେ ଆସିଲେ ଓ ଇଶ୍ରାୟେଲୀୟମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କଲେ।

Exodus 17:7Exodus 17Exodus 17:9

Exodus 17:8 in Other Translations

King James Version (KJV)
Then came Amalek, and fought with Israel in Rephidim.

American Standard Version (ASV)
Then came Amalek, and fought with Israel in Rephidim.

Bible in Basic English (BBE)
Then Amalek came and made war on Israel in Rephidim.

Darby English Bible (DBY)
And Amalek came and fought with Israel in Rephidim.

Webster's Bible (WBT)
Then came Amalek, and fought with Israel in Rephidim.

World English Bible (WEB)
Then Amalek came and fought with Israel in Rephidim.

Young's Literal Translation (YLT)
And Amalek cometh, and fighteth with Israel in Rephidim,

Then
came
וַיָּבֹ֖אwayyābōʾva-ya-VOH
Amalek,
עֲמָלֵ֑קʿămālēquh-ma-LAKE
and
fought
וַיִּלָּ֥חֶםwayyillāḥemva-yee-LA-hem
with
עִםʿimeem
Israel
יִשְׂרָאֵ֖לyiśrāʾēlyees-ra-ALE
in
Rephidim.
בִּרְפִידִֽם׃birpîdimbeer-fee-DEEM

Cross Reference

ପ୍ରଥମ ଶାମୁୟେଲ 15:2
ସର୍ବଶକ୍ତିମାନ ସଦାପ୍ରଭୁ କହିଲେ, 'ଯେତବେେଳେ ଇଶ୍ରାୟେଲୀୟମାନେ ମିଶରରକ୍ସ୍ଟ ବାହାରି ଆସିଲେ, ଅମାଲକେୀଯମାନେ ତାଙ୍କୁ କାନନେ ୟିବା ରେ ବାଧା ସୃଷ୍ଟି କରିବେ। ମୁ ଦେଖିଛି ଯାହା ସବୁ ଅମାଲକେୀଯମାନେ କରିଛନ୍ତି।

ଆଦି ପୁସ୍ତକ 36:12
ଏଷୌର ପୁତ୍ର ଇଲୀଫସର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା। ସେ ଇଲୀଫସର ଅମାଲକେକୁ ଜନ୍ମ କଲା। ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।

ଗଣନା ପୁସ୍ତକ 24:20
ଏହାପରେ ସେ ଅମାଲକେ ପ୍ରତି ଦୃଷ୍ଟିକରି ଗୀତ ରେ କହିଲା,

ଦିତୀୟ ବିବରଣ 25:17
ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ପଥ ମଧିଅରେ ଅମାଲକେୀଯ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପରି କରିଥିଲେ।

ପ୍ରଥମ ଶାମୁୟେଲ 30:1
ତୃତୀୟ ଦିନ ଦାଉଦ ଏବଂ ତାଙ୍କର ଲୋକମାନେ ସିକ୍ଲଗ୍ ରେ ପହଁଞ୍ଚିଲେ। ସମାନେେ ଦେଖିଲେ ଅମାଲକେୀଯମାନେ ସିକ୍ଲଗ ଆକ୍ରମଣ କରିଥିଲେ। ଅମାଲକେୀଯ ଲୋକମାନେ ନଗେଭେ ଆକ୍ରମଣ କରି ଓ ସିକ୍ଲଗ୍କକ୍ସ୍ଟ ଆକ୍ରମଣ କରି ସହର ରେ ନିଆଁ ଲଗାଇ ଦଇେଥିଲେ।

ଆଦି ପୁସ୍ତକ 36:16
ମୂଖ୍ଯ କୋରହ, ମୂଖ୍ଯ ଗଯିତମ୍ ଓ ମୂଖ୍ଯ ଆମାଲେକ୍। ଇଦୋମ ଦେଶ ରେ ଇଲୀଫସ୍ ପରିବାରବର୍ଗୀଯ ଏହି ରାଜାଗଣ ଆଦାର ସନ୍ତାନ ଥିଲେ।

ଗୀତସଂହିତା 83:7
ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିଯମ ସ୍ଥାପନ କରିଅଛନ୍ତି।