ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:17 in Oriya

ଓଡିଆ ଓଡିଆ ବାଇବେଲ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:17

Ephesians 5:17
ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ବର ତୁମ୍ଭଠାରୁ କ'ଣ ଚାହାଁନ୍ତି, ଏହା ଜାଣିବାକୁ ଚେଷ୍ଟା କର।

Ephesians 5:16Ephesians 5Ephesians 5:18

Ephesians 5:17 in Other Translations

King James Version (KJV)
Wherefore be ye not unwise, but understanding what the will of the Lord is.

American Standard Version (ASV)
Wherefore be ye not foolish, but understand what the will of the Lord is.

Bible in Basic English (BBE)
For this reason, then, do not be foolish, but be conscious of the Lord's pleasure.

Darby English Bible (DBY)
For this reason be not foolish, but understanding what [is] the will of the Lord.

World English Bible (WEB)
Therefore don't be foolish, but understand what the will of the Lord is.

Young's Literal Translation (YLT)
because of this become not fools, but -- understanding what `is' the will of the Lord,

Wherefore
διὰdiathee-AH

ye
τοῦτοtoutoTOO-toh
be
μὴmay
not
γίνεσθεginestheGEE-nay-sthay
unwise,
ἄφρονεςaphronesAH-froh-nase
but
ἀλλὰallaal-LA
understanding
συνιέντεςsynientessyoon-ee-ANE-tase
what
τίtitee
the
τὸtotoh
will
θέλημαthelēmaTHAY-lay-ma
of
the
τοῦtoutoo
Lord
κυρίουkyrioukyoo-REE-oo

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:2
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:9
ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟ ରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ :

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:1
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:18
ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଥାଅ। ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତୁମ୍ଭମାନଙ୍କ ପାଇଁ ଏହା ଚାହାଁନ୍ତି।

ଯିରିମିୟ 4:22
ପରମେଶ୍ବର କହିଲେ, ମାରେଲୋକମାନେ ନିର୍ବୋଧ ଏବଂ ସମାନେେ ମାେତେ ଜାଣନ୍ତି ନାହିଁ। ସମାନେେ ନିର୍ବୋଧ ସନ୍ତାନ ତୁଲ୍ଯ, ସମାନଙ୍କେର ଅର୍ନ୍ତଦୃଷ୍ଟି ନାହିଁ। ସମାନେେ କୁକର୍ମ କରିବା ରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସମାନେେ ଜାଣନ୍ତି ନାହିଁ।

ଗୀତସଂହିତା 111:10
ଜ୍ଞାନ ପରମେଶ୍ବରଙ୍କ ପ୍ରତି ଭୟ ଓ ସମ୍ମାନରୁ ଆରମ୍ଭ ହୁଏ। ଯେଉଁମାନେ ତାଙ୍କର ଆଦେଶ ପାଳନ କରନ୍ତି, ସମାନେେ ଜ୍ଞାନୀ ଅଟନ୍ତି। ତାହାଙ୍କ ପ୍ରଶଂସା ସଦାକାଳ ପାଇଁ ଗାନ କରାୟିବ।

ପିତରଙ୍କ ପ୍ରଥମ ପତ୍ 4:2
ତୁମ୍ଭେ ଏପରି ଭାବରେ ନିଜକୁ ଶକ୍ତିଶାଳୀ କର, ଯେପରି ତୁମ୍ଭେ ପରମଶ୍ବରଙ୍କ ଇଚ୍ଛାନୁସା ରେ ଜୀବନଯାପନ କରିବ, ଲୋକମାନଙ୍କ ଇଚ୍ଛା ରେ, ମନ୍ଦକାର୍ୟ୍ଯ କରି ଜୀବନଯାପନ କରିବ ନାହିଁ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:5
ଅବିଶ୍ବାସୀ ଲୋକମାନଙ୍କ ସହିତ ବ୍ଯବହାର କଲା ବେଳେ ବୁଦ୍ଧି ସହ ବ୍ଯବହାର କର। ଯେତେ ଭଲ ଭାବରେ ପାରିବ ନିଜର ସମୟର ସଦୁପୟୋଗ କର।

ଯୋହନଲିଖିତ ସୁସମାଚାର 7:17
ପରମେଶ୍ବର ଯାହା ଚାହାଁନ୍ତି ଯଦି କୌଣସି ବ୍ଯକ୍ତି ସହେି ଅନୁଯାଯୀ କାର୍ୟ୍ଯ କରେ, ମାରେଉପଦେଶ ପରମେଶ୍ବରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣିପାରିବ। ସେ ବ୍ଯକ୍ତି ଜାଣିପାରିବ ଯେ ଏ ଉପଦେଶ ମାେ ନିଜର ନୁହେଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:15
ଅତଏବ କିପରି ଜୀବନ କାଟୁଅଛ, ଏବିଷୟ ରେ ବିଶଷେ ସାବଧାନ ରୁହ। ନିର୍ ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର।

ହିତୋପଦେଶ 23:23
ସତ୍ଯତା କିଣ, ତାହା ବିକ୍ରି କର ନାହିଁ। ଜ୍ଞାନ, ଉପଦେଶ ଓ ସୁବିବଚେନା କ୍ରଯ କର।

ହିତୋପଦେଶ 14:8
ଚତୁର ଲୋକମାନେ ଜ୍ଞାନୀ, କାରଣ ସମାନେେ ଯେପରି ଭାବରେ ରହନ୍ତି, ସପରେି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସହେି କଥା ଭାବନ୍ତି।

ଆୟୁବ ପୁସ୍ତକ 28:28
ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।

ହିତୋପଦେଶ 2:5
ଯଦି ତୁମ୍ଭେ ଏପରି କର। ତବେେ ତୁମ୍ଭେ ସଦାପ୍ରଭୁଙ୍କ ବିଷଯକ ଭୟ ବୁଝିବ ଓ ପରମେଶ୍ବରଙ୍କ ବିଷଯକ ତତ୍ତ୍ବଜ୍ଞାନ ପାଇବ।

ପ୍ରଥମ ରାଜାବଳୀ 3:9
ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?

ଦିତୀୟ ବିବରଣ 4:6
ତେଣୁ ଏହି ବ୍ଯବସ୍ଥାସବୁ ପାଳନ କର ଏବଂ ସଗେକ୍ସ୍ଟଡିକ ଅଭ୍ଯାସ କର କାରଣ ବହକ୍ସ୍ଟତ ଦେଶମାନଙ୍କ ମଧିଅରେ ଏହା ତୁମ୍ଭର ଜ୍ଞାନ ଓ ବକ୍ସ୍ଟଝାମଣା ହବେ। ଏହି ବ୍ଯବସ୍ଥା ଶକ୍ସ୍ଟଣିଲାପରେ ସମାନେେ କହିବେ ଯେ, 'ଇଶ୍ରାୟେଲୀୟ ଲୋକମାନେ ମହାନ ଲୋକ ଯେଉଁମାନେ ଜ୍ଞାନୀ ଏବଂ ବକ୍ସ୍ଟଝାମଣା ଶକ୍ତି ଅଛି।'

ଗୀତସଂହିତା 119:27
ତୁମ୍ଭର ନିର୍ଦ୍ଦେଶଗୁଡ଼ିକ ଅନୁସାରେ ମାେତେ ବୁଝିବା ପାଇଁ ସାହାୟ୍ଯ କର। ତବେେ ମୁଁ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନ ବିଷଯରେ ଗଭୀରତମ ଭାବିବି।