ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:9 in Oriya

ଓଡିଆ ଓଡିଆ ବାଇବେଲ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:9

Ephesians 4:9
ଉଚ୍ଚକୁ ଗଲେ କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ।

Ephesians 4:8Ephesians 4Ephesians 4:10

Ephesians 4:9 in Other Translations

King James Version (KJV)
(Now that he ascended, what is it but that he also descended first into the lower parts of the earth?

American Standard Version (ASV)
(Now this, He ascended, what is it but that he also descended into the lower parts of the earth?

Bible in Basic English (BBE)
(Now this, He went up, what is it but that he first went down into the lower parts of the earth?

Darby English Bible (DBY)
But that he ascended, what is it but that he also descended into the lower parts of the earth?

World English Bible (WEB)
Now this, "He ascended," what is it but that he also first descended into the lower parts of the earth?

Young's Literal Translation (YLT)
and that, he went up, what is it except that he also went down first to the lower parts of the earth?

(Now
τὸtotoh
that
δὲdethay
he
ascended,
Ἀνέβηanebēah-NAY-vay
what
τίtitee
it
is
ἐστινestinay-steen

εἰeiee
but
μὴmay
that
ὅτιhotiOH-tee
also
he
καὶkaikay
descended
κατέβηkatebēka-TAY-vay
first
πρῶτονprōtonPROH-tone
into
εἰςeisees
the
τὰtata
lower
κατώτεραkatōteraka-TOH-tay-ra
parts
μέρηmerēMAY-ray
of
the
τῆςtēstase
earth?
γῆςgēsgase

Cross Reference

ଯୋହନଲିଖିତ ସୁସମାଚାର 3:13
ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।

ଯୋହନଲିଖିତ ସୁସମାଚାର 6:33
ପରମେଶ୍ବରଙ୍କର ଖାଦ୍ୟ କ'ଣ? ପରମେଶ୍ବରଙ୍କର ଖାଦ୍ୟ ହେଉଛି ଜଣେ ବ୍ଯକ୍ତି ୟିଏ ଜଗତକୁ ଜୀବନ ଦବୋ ପାଇଁ ସ୍ବର୍ଗରୁ ଓହ୍ଲାଇଛନ୍ତି।

ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ଗୀତସଂହିତା 139:15
ଯେତବେେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତବେେଳେ ମାରେ ଗଠିତ ହେଉଥିଲା, ସେତବେେଳେ ତୁମ୍ଭେ ମାରେ ଅସ୍ଥି ପିଞ୍ଜରାକୁ ଦେଖିଲ।

ଗୀତସଂହିତା 63:9
କେତକୋଳ ମାରେ ପ୍ରାଣ ନବୋ ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ସମାନଙ୍କେୁ ଧ୍ବଂସ କରାୟିବ। ସମାନେେ ନିଜ କବରରେ ମିଶି ଯିବେ।

ଯୋହନଲିଖିତ ସୁସମାଚାର 20:17
ଯୀଶୁ ତାହାଙ୍କୁ କହିଲେ, ମାେତେ ଧର ନାହିଁ। ମୁଁ ଏ ପର୍ୟ୍ଯନ୍ତ ପରମପିତାଙ୍କ ପାଖକୁ ଯାଇନାହିଁ। କିନ୍ତୁ ତୁମ୍ଭେ ଯାଇ ମାରେ ଭାଇମାନଙ୍କୁ କୁହ ଯେ, ମୁଁ ମାରେ ଓ ତୁମ୍ଭର ପରମପିତାଙ୍କ ପାଖକୁ ଫରେିଯାଉଛି। ମୁଁ ମାରେ ଓ ତୁମ୍ଭର ପରମେଶ୍ବରଙ୍କ ପାଖକୁ ଯାଉଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:34
ଦାଉଦ ସ୍ବର୍ଗ ଆରୋହଣ କରି ନାହିଁନ୍ତି। କିନ୍ତୁ ଯୀଶୁ ସ୍ବର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:

ଏବ୍ରୀମାନଙ୍କ ନିକଟକୁ ପତ୍ର 2:7
ତୁମ୍ଭେ ସ୍ବର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ଯୁନ କରିଅଛ ? ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,

ଏବ୍ରୀମାନଙ୍କ ନିକଟକୁ ପତ୍ର 2:9
ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ବର୍ଗଦୂତମାନଙ୍କ ଠାରୁ ନିମ୍ନ ସ୍ତର ରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ଯୁ ଅଟେ। ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଯୀଶୁ ପ୍ରେତ୍ୟକକ ଲୋକଙ୍କ ପାଇଁ ମୃତ୍ଯୁ ବରଣ କଲେ।

ଯୋହନଲିଖିତ ସୁସମାଚାର 16:27
ପରମପିତା ତୁମ୍ଭଙ୍କୁ ପ୍ ରମେ କରନ୍ତି। ସେ ତୁମ୍ଭକୁ ପ୍ ରମେ କରନ୍ତି କାରଣ ତୁମ୍ଭେ ମାେତେ ପ୍ ରମେ କରିଛ। ସେ ତୁମ୍ଭଙ୍କୁ ପ୍ ରମେ କରନ୍ତି କାରଣ ମୁଁ ପରମେଶ୍ବରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ବାସ କରିଛ।

ଯୋହନଲିଖିତ ସୁସମାଚାର 8:14
ଯୀଶୁ ଉତ୍ତର ଦେଲେ, ହଁ, ମୁଁ ମାେ ବିଷୟ ରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ବାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡେ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି।

ଯୋହନଲିଖିତ ସୁସମାଚାର 6:62
ତବେେ ମନୁଷ୍ଯପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେ ସ୍ଥାନଙ୍କୁ ଫରେିଯିବେ, ଏହା ମଧ୍ଯ କ'ଣ ତୁମ୍ଭକୁ ବ୍ଯତିବ୍ଯସ୍ତ କରୁଛି?

ଯାତ୍ରା ପୁସ୍ତକ 19:20
ଏହାପରେ ସଦାପ୍ରଭୁ ପର୍ବତ ଉପରେ ଅବତରଣ କଲାପରେ ସେ ମାଶାଙ୍କେୁ ପର୍ବତ ଉପରକୁ ଡାକିଲେ। ତେଣୁ ମାଶାେ ପର୍ବତ ଉପରକୁ ଚଢି଼ଲେ।

ଗୀତସଂହିତା 8:5
କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ବପୂର୍ଣ୍ଣ ପରମେଶ୍ବର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ଓ ସମାନଙ୍କେୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।

ହିତୋପଦେଶ 30:4
କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?

ଯିଶାଇୟ 44:23
ସହ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି।ସହ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ବନି କର।ସହ ପର୍ବତ ଗଣ,ସହ ଅରଣ୍ଯ ଓ ତନ୍ମଧ୍ଯସ୍ଥ ବୃକ୍ଷ ସମୂହ, ତୁମ୍ଲଭମାଲନ ସମସ୍ଲତ ଉଚ୍ଚ ସ୍ବରସର ପ୍ରଭୁଙ୍କର ପ୍ରଶଂସା ଗାନ କର ; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇଶ୍ରାଲୟଲକୁସଗୗରବନ୍ବିତ କରିଲବ।

ଯୋହନଲିଖିତ ସୁସମାଚାର 6:38
ମୁଁ ପରମେଶ୍ବରଙ୍କର ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବାପାଇଁ ସ୍ବର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ଆସି ନାହିଁ।

ଯୋହନଲିଖିତ ସୁସମାଚାର 6:41
ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଖାଦ୍ୟ, ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧ ରେ ଅଭିଯୋଗ ପ୍ରଚାର କଲେ।

ଯୋହନଲିଖିତ ସୁସମାଚାର 6:51
ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ଯା ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତବେେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମାରେ ଶରୀର। ମୁଁ ମାରେଶରୀର ଦଇେ ଦବେି, ତଦ୍ବାରା ଜଗତର ଲୋକମାନେ ଜୀବନ ପାଇପାରିବେ।

ଯୋହନଲିଖିତ ସୁସମାଚାର 6:58
ମୁଁ ସହେି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସମାନେେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସମାନେେ ମୃତ୍ଯୁବରଣ କଲେ। ମୁଁ ସ୍ବର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।

ଆଦି ପୁସ୍ତକ 11:5
ସଦାପ୍ରଭୁ ଲୋକମାନଙ୍କ ଦ୍ବାରା ଦିଆରି ହେଉଥିବା ନଗର ଏବଂ ଦୂର୍ଗ ଦେଖିବାପାଇଁ ଓହ୍ଲାଇ ଆସିଲେ।