ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8 in Oriya

ଓଡିଆ ଓଡିଆ ବାଇବେଲ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2 ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:8

Ephesians 2:8
ତୁମ୍ଭେ ସହେି ଅନୁଗ୍ରହ ତୁମ୍ଭର ବିଶ୍ବାସ ବଳ ରେ ପାଇଛ। ତୁମ୍ଭେ ନିଜକୁ ଉଦ୍ଧାର କରି ନାହଁ, ବରଂ ଏହା ତୁମ୍ଭ ପ୍ରତି ପରମେଶ୍ବରଙ୍କ ଦାନ।

Ephesians 2:7Ephesians 2Ephesians 2:9

Ephesians 2:8 in Other Translations

King James Version (KJV)
For by grace are ye saved through faith; and that not of yourselves: it is the gift of God:

American Standard Version (ASV)
for by grace have ye been saved through faith; and that not of yourselves, `it is' the gift of God;

Bible in Basic English (BBE)
Because by grace you have salvation through faith; and that not of yourselves: it is given by God:

Darby English Bible (DBY)
For ye are saved by grace, through faith; and this not of yourselves; it is God's gift:

World English Bible (WEB)
for by grace you have been saved through faith, and that not of yourselves; it is the gift of God,

Young's Literal Translation (YLT)
for by grace ye are having been saved, through faith, and this not of you -- of God the gift,

it
τῇtay
is
γὰρgargahr

For
χάριτίcharitiHA-ree-TEE
grace
ἐστεesteay-stay
by
are
σεσῳσμένοιsesōsmenoisay-soh-SMAY-noo
ye
διὰdiathee-AH
saved
τῆςtēstase
through
πίστεως·pisteōsPEE-stay-ose

καὶkaikay
faith;
τοῦτοtoutoTOO-toh
and
οὐκoukook
that
ἐξexayks
not
ὑμῶνhymōnyoo-MONE
of
yourselves:
God:
θεοῦtheouthay-OO
the
gift
τὸtotoh
of
δῶρον·dōronTHOH-rone

Cross Reference

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:5
ସେ ସମୟରେ ଆମ୍ଭେ ପରମେଶ୍ବରଙ୍କ ଇଚ୍ଛା ବିରୁଦ୍ଧ ରେ ଆଚରଣ କରୁଥିବାରୁ ଆତ୍ମିକ ଭାବରେ ମୃତ ଥିଲୁ। କିନ୍ତୁ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ହତେୁ ସେ ଆମ୍ଭକୁ ନୂତନ ଜୀବନ ପ୍ରଦାନ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:22
ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସ ଦ୍ବାରା ପରମେଶ୍ବର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠା ରେ ବିଶାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ବର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:16
ସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।

ଯାକୁବଙ୍କ ପତ୍ 1:16
ମାେ ଭାଇ ଓ ଭଉଣୀମାନେ ! ଏହି ବିଷୟ ରେ କୌଣସି ପ୍ରକାର ମୂର୍ଖାମୀ ରେ ପଡ଼ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:31
ସମାନେେ ତାହାଙ୍କୁ କହିଲେ, ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କର। ଏହି ଭାବରେ ତୁମ୍ଭେ ଓ ତୁମ୍ଭ ଘ ରେ ରହୁଥିବା ସମସ୍ତେ ଉଦ୍ଧାର ପାଇପାରିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:9
ଯଦି ତୁମ୍ଭେ ନିଜ ମୁହଁ ରେ କୁହ, ଯୀଶୁ ପ୍ରଭୁ ଅଟନ୍ତି, ଓ ତୁମ୍ଭର ମନ ବିଶ୍ବାସ କରେ ଯେ, ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ଉଠାଇ ଆଣି ଥିଲେ; ତବେେ ତୁମ୍ଭେ ଉଦ୍ଧାର ପାଇୟିବ।

ଯୋହନଲିଖିତ ସୁସମାଚାର 1:12
ଯେଉଁ ଅଳ୍ପ କେତକେ ଲୋକ ତାହାଙ୍କୁ ଗ୍ରହଣ କଲେ ସମାନେେ ତାହାଙ୍କ ଉପରେ ବିଶ୍ବାସ କଲେ। ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କଲେ, ସେ ସମାନଙ୍କେୁ ପରମେଶ୍ବରଙ୍କ ସନ୍ତାନ ହବୋର ଅଧିକାର ପ୍ରଦାନ କଲେ,

ଯୋହନଲିଖିତ ସୁସମାଚାର 6:44
ପରମପିତା ମାେତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମାେ ନିକଟକୁ ଆଣନ୍ତି। ମୁଁ ସହେି ଲୋକମାନଙ୍କୁ ଶଷଦେିନ ରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ନ ଆଣିବେ, ତବେେ ସେ ଲୋକ ମାେ ପାଖକୁ ଆସି ପାରିବ ନାହିଁ।

ମାର୍କଲିଖିତ ସୁସମାଚାର 16:16
ଯେଉଁ ଲୋକ ବିଶ୍ବାସ କରିବ ଓ ବାପ୍ତିଜିତ ହବେ, ସେ ଉଦ୍ଧାର ପାଇବ। କିନ୍ତୁ ଯେଉଁ ଲୋକ ଅବିଶ୍ବାସ କରିବ, ସେ ଦୋଷୀ ସାବ୍ଯସ୍ତ ହବେ।

ଯୋହନଲିଖିତ ସୁସମାଚାର 6:37
ମାରେ ପରମପିତା ମାେତେ ମାେ ଲୋକମାନଙ୍କୁ ଦଇେଛନ୍ତି। ସମାନେେ ପ୍ରେତ୍ୟକକ ମାେ ପାଖକୁ ଆସିବେ। ମୁଁ ସର୍ବଦା ମାେ ପାଖକୁ ଆସୁଥିବା ପ୍ରେତ୍ୟକକଙ୍କୁ ଗ୍ରହଣ କରିବି।

ଲୂକଲିଖିତ ସୁସମାଚାର 7:50
ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, ତୁମ୍ଭେ ବିଶ୍ବାସ କରିଥିବାରୁ ତୁମ୍ଭେ ପାପରୁ ରକ୍ଷା ପାଇଅଛ। ଶାନ୍ତି ରେ ଯାଅ।

ଯୋହନଲିଖିତ ସୁସମାଚାର 6:27
ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।

ଯୋହନଲିଖିତ ସୁସମାଚାର 5:24
ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।

ଯୋହନଲିଖିତ ସୁସମାଚାର 4:10
ଯୀଶୁ ଉତ୍ତର ଦେଲେ, ତୁମ୍ଭେ ପରମେଶ୍ବର ଦେଉଥିବା ଜିନିଷ ବିଷୟ ରେ ଜାଣି ନାହିଁ। ତୁମ୍ଭକୁ ଜଳ ମାଗୁଥିବା ବ୍ଯକ୍ତି, ଅର୍ଥାତ ମୁଁ କିଏ ତାହା ମଧ୍ଯ ତୁମ୍ଭେ ଜାଣି ନାହିଁ। ତୁମ୍ଭେ ଯଦି ଏସବୁ କଥା ଜାଣିଥାନ୍ତ ତବେେ ତୁମ୍ଭେ ମାେତେ ମାଗନ୍ତ ଓ ମୁଁ ତୁମ୍ଭକୁ ଜୀବନ୍ତ ଜଳ ଦିଅନ୍ତି।

ଯୋହନଲିଖିତ ସୁସମାଚାର 3:36
ପୁତ୍ରଙ୍କୁ ବିଶ୍ବାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସହେି ଲୋକମାନଙ୍କ ଉପରେ ପରମେଶ୍ବରଙ୍କର କୋରଧ ରହିବ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:14
ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ଯ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ବାସ ଦ୍ବାରା ଆମ୍ଭେ ସମସ୍ତେ ସହେି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇପାରିବା।

ଯୋହନଲିଖିତ ସୁସମାଚାର 6:35
ତା'ପରେ ଯୀଶୁ କହିଲେ, ମୁଁ ସହେି ଜୀବନଦାୟକ ଖାଦ୍ୟ। ମାେ ନିକଟକୁ ଯେ କହେି ଆ ସେ ସେ କଦାପି ଭୋକିଲା ରହିବ ନାହିଁ। ମାେତେ ୟିଏ ବିଶ୍ବାସ କରେ, ସେ କବେେ ତୃଷିତ ହବେ ନାହିଁ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:10
ଆମ୍ଭେ ଯାହା, ତାହା କବଳେ ପରମେଶ୍ବରଙ୍କ ଦ୍ବାରା ହାଇେଅଛୁ। ଆମ୍ଭେ ଯେପରି ଭଲ କାମ କରିପାରୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧିଅରେ ନୂତନ ବ୍ଯକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ଯ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସହେି ଭଲକାମ କରି ଜୀବନଯାପନ କରିବା।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:22
କିନ୍ତୁ ଏହା ସତ୍ଯ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘାଷେଣାର ଉଦ୍ଦେଶ୍ଯ ହେଲା ଯେ, ବିଶ୍ବାସ ମାଧ୍ଯମ ରେ ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ବାସ କରନ୍ତି, ସହେି ଲୋକମାନଙ୍କୁ ପ୍ରତିଶୃତି ଦିଆୟିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 13:39
ମାଶାଙ୍କେ ବ୍ଯବସ୍ଥା ଦ୍ବାରା ତୁମ୍ଭମାନେେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠା ରେ ବିଶ୍ବାସ କରି ତୁମ୍ଭମାନେେ ସହେିସବୁ ପାପରୁ ମୁକ୍ତି ପାଇ ପାରିବ।

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:12
ତୁମ୍ଭେ ଯେତବେେଳେ ବାପ୍ତିଜିତ ହାଇେଥିଲ, ତୁମ୍ଭର ପୁରୁଣା ସ୍ବଭାବର ମୃତ୍ଯୁ ହେଲା ଓ ତୁମ୍ଭେ ଖ୍ରୀଷ୍ଟଙ୍କଠା ରେ କବର ପ୍ରାପ୍ତ ହେଲ। ସହେି ବାପ୍ତିସ୍ମ ରେ ପରମେଶ୍ବରଙ୍କ ଶକ୍ତି ରେ ତୁମ୍ଭେ ବିଶ୍ବାସ କରିଥିବା ହତେୁ ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ପୁଣି ପୁନରୁଥିତ ହେଲ। ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସେତବେେଳେ ପରମେଶ୍ବରଙ୍କ ଶକ୍ତି ଦଖାେ ଯାଇଥିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:17
ସୁସମାଗ୍ଭର ଶୁଣିଲେ ବିଶ୍ବାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟ ରେ କହିଲେ ଲୋକେ ଶୁଣନ୍ତି।

ଯୋହନଲିଖିତ ସୁସମାଚାର 6:65
ଯୀଶୁ କହିଲେ, ସେଥିପାଇଁ ମୁଁ କହିଥିଲି, 'ଯଦି ପରମପିତା କୌଣସି ଲୋକକୁ ମାେ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତବେେ ସେ ଲୋକ ମାେ ନିକଟକୁ ଆସିପାରିବ ନାହିଁ।'

ଯୋହନଲିଖିତ ସୁସମାଚାର 3:14
ମାଶାେ ମରୁଭୂମିରେ ସର୍ପକୁ ଉପରକୁ ଉଠାଇଥିଲେ। ଠିକ୍ ସହେିପରି ମନୁଷ୍ଯପୁତ୍ର ମଧ୍ଯ ଉପରକୁ ଉଠାଯିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:27
ପାଉଲ ଓ ବର୍ଣ୍ଣବ୍ବା ସଠାେରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା କିଛି କରିଥିଲେ ତାହା ସମାନଙ୍କେୁ କହିଲେ ଓ ପରମେଶ୍ବର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ବାସର ରାସ୍ତା ଖାଲିେଲେ, ତାହା ସମାନେେ ବର୍ଣ୍ଣନା କଲେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:9
ସହେି ଲୋକମାନେ ଅନନ୍ତ ବିନାଶ ଦ୍ବାରା ଦଣ୍ଡିତ ହବେେ। ସମାନଙ୍କେୁ ପ୍ରଭୁଙ୍କ ସହିତ ରହିବାକୁ ଦିଆୟିବ ନାହିଁ। ପ୍ରଭୁଙ୍କର ମହାନଶକ୍ତିଠାରୁ ସମାନଙ୍କେୁ ଦୂର ରେ ରଖାୟିବ।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:19
ତୁମ୍ଭମାନେେ ଏହା ମଧ୍ଯ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ବାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ବରଙ୍କ ଶକ୍ତି କେତେ ମହାନ୍।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:14
କିନ୍ତ ଲୋକେ ବିଶ୍ବାସ କଲା ପରେ ହିଁ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡାକି ପାରିବେ। ତାହାଙ୍କ ବିଷୟ ରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟ ରେ ବଶ୍ବାସ କରି ପାରିବେ। କିଏ ଜଣେ ସମାନଙ୍କେୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟ ରେ ଶୁଣି ପାରିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:5
କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।

ଯୋହନଙ୍କ ପ୍ରଥମ ପତ୍ର 5:10
ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:7
ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସମାନଙ୍କେୁ କହିଲେ, ଭାଇମାନେ, ତୁମ୍ଭମାନେେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଚ଼ାର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ବାସ କରିପାରନ୍ତି, ଏଥିନିମନ୍ତେ ପରମେଶ୍ବର ବହୁତପୂର୍ବରୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ ବାଛିଥିଲେ।

ଯୋହନଲିଖିତ ସୁସମାଚାର 6:40
ପ୍ରେତ୍ୟକକ ଲୋକ ୟିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠା ରେ ବିଶ୍ବାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶଷେ ଦିନ ରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:29
ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରିବା ନିମନ୍ତେ କବଳେ ପରମେଶ୍ବର ତୁମ୍ଭକୁ ସୁ ଯୋଗ ଦଇେଛନ୍ତିା ତାହା ୟଥେଷ୍ଟ ନୁହେଁ, ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ କରିବା ନିମନ୍ତେ ମଧ୍ଯ ତୁମ୍ଭମାନଙ୍କୁ ସୁଯୋଗ ଦଇେଛନ୍ତି। ଏହି ଉଭୟ ବିଷୟ ଯୀଶୁଖ୍ରୀଷ୍ଟଙ୍କୁ ଗୌରବନ୍ବିତ କରେ।

ମାଥିଉଲିଖିତ ସୁସମାଚାର 16:17
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।

ପିତରଙ୍କ ପ୍ରଥମ ପତ୍ 1:5
ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:14
ସଠାେରେ ଲୂଦିଆ ନାମକ ଜଣେ ସ୍ତ୍ରୀ ଲୋକ ଥିଲା। ସେ ଥୁଯାଥୀରା ନଗରର ବାଇଗଣୀ ରଙ୍ଗର ଲୁଗା ବ୍ଯବସାଯୀ ଥିଲା। ସେ ସତ୍ଯ ପରମେଶ୍ବରଙ୍କୁ ଉପାସନା କରୁଥିଲା ଓ ଆମ୍ଭ କଥା ଶୁଣୁଥିଲା। ପାଉଲଙ୍କ କଥା ଶୁଣିବା ପାଇଁ ପ୍ରଭୁ ତାହାଙ୍କ ହୃଦୟ ଖାଲିେ ଦଇେଥିଲେ।