Ephesians 2:10
ଆମ୍ଭେ ଯାହା, ତାହା କବଳେ ପରମେଶ୍ବରଙ୍କ ଦ୍ବାରା ହାଇେଅଛୁ। ଆମ୍ଭେ ଯେପରି ଭଲ କାମ କରିପାରୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧିଅରେ ନୂତନ ବ୍ଯକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ଯ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସହେି ଭଲକାମ କରି ଜୀବନଯାପନ କରିବା।
Ephesians 2:10 in Other Translations
King James Version (KJV)
For we are his workmanship, created in Christ Jesus unto good works, which God hath before ordained that we should walk in them.
American Standard Version (ASV)
For we are his workmanship, created in Christ Jesus for good works, which God afore prepared that we should walk in them.
Bible in Basic English (BBE)
For by his act we were given existence in Christ Jesus to do those good works which God before made ready for us so that we might do them.
Darby English Bible (DBY)
For we are his workmanship, having been created in Christ Jesus for good works, which God has before prepared that we should walk in them.
World English Bible (WEB)
For we are his workmanship, created in Christ Jesus for good works, which God prepared before that we would walk in them.
Young's Literal Translation (YLT)
for of Him we are workmanship, created in Christ Jesus to good works, which God did before prepare, that in them we may walk.
| For | αὐτοῦ | autou | af-TOO |
| we are | γάρ | gar | gahr |
| his | ἐσμεν | esmen | ay-smane |
| workmanship, | ποίημα | poiēma | POO-ay-ma |
| created | κτισθέντες | ktisthentes | k-tee-STHANE-tase |
| in | ἐν | en | ane |
| Christ | Χριστῷ | christō | hree-STOH |
| Jesus | Ἰησοῦ | iēsou | ee-ay-SOO |
| unto | ἐπὶ | epi | ay-PEE |
| good | ἔργοις | ergois | ARE-goos |
| works, | ἀγαθοῖς | agathois | ah-ga-THOOS |
| which | οἷς | hois | oos |
| προητοίμασεν | proētoimasen | proh-ay-TOO-ma-sane | |
| God | ὁ | ho | oh |
| hath before ordained | θεὸς | theos | thay-OSE |
| that | ἵνα | hina | EE-na |
| we should walk | ἐν | en | ane |
| in | αὐτοῖς | autois | af-TOOS |
| them. | περιπατήσωμεν | peripatēsōmen | pay-ree-pa-TAY-soh-mane |
Cross Reference
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:10
ଯେପରି ତୁମ୍ଭମାନେେ ପ୍ରଭୁଙ୍କୁ ଗୌରବ ଆରିଲା ଭଳି ଓ ପ୍ରେତ୍ୟକକ ଢ଼ଙ୍ଗ ରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟଗୁଡ଼ିକ ବ୍ଯବହାର କରି ଜୀବନ-ଯାପନ କରିବ ; ଯେପରି ତୁମ୍ଭମାନେେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ବର ବିଷୟକ ଜ୍ଞାନ ରେ ବିକାଶ ଲାଭ କରିବ ;
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:13
ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:17
ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କ ଠା ରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହାଇେ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ ହାଇେ ଯାଇଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:21
ମୁଁ ପ୍ରାର୍ଥନା କରୁଛି, ଯେ ତାହାଙ୍କୁ ପ୍ରସନ୍ନ କଲାଭଳି କାର୍ୟ୍ଯଗୁଡ଼ିକ ପରମେଶ୍ବର ଆମ୍ଭ ଦ୍ବାରା କରାଉଥାଆନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ସେ ଏପରି କରନ୍ତୁ ବୋଲି ମୁଁ କହୁଛି। ସଦାସର୍ବଦା ଯୀଶୁଙ୍କ ମହିମା ହେଉ। ଆମେନ୍ !
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:24
ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ଯକ୍ତି ସ୍ବରୂପ ହାଇେ ପରମେଶ୍ବରଙ୍କ ଭଳି ପ୍ରକୃତ ରେ ଭଲ ଓ ପବିତ୍ର ହବୋକୁ ପଡ଼ିବ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:1
ମୁଁ ପ୍ରଭୁଙ୍କର ହାଇେ ଥିବାରୁ କାରାଗାର ରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ବର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ବରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭମାନେେ ସହେିଭଳି ଜୀବନଯାପନ କର।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:4
ଖ୍ରୀଷ୍ଟଙ୍କଠା ରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ବର ଆମ୍ଭକୁ ତାହାଙ୍କ ସମ୍ମୁଖ ରେ ପବିତ୍ର ଓ ନିର୍ଦ୍ ଦୋଷ ହବୋ ପାଇଁ ଆଦର ରେ ବାଛି ଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 9:8
ପରମେଶ୍ବର ତୁମ୍ଭମାନଙ୍କର ଆବଶ୍ଯକତା ଠାରୁ ଅଧିକ ଆଶୀର୍ବାଦ ଦଇେ ପାରିବେ। ତହିଁରେ ତୁମ୍ଭମାନେେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରେତ୍ୟକକ ଭଲ କାମ କରିବା ପାଇଁ ଦାନ ଦବୋକୁ ତୁମ୍ଭମାନଙ୍କ ପାଖ ରେ ପ୍ରଚୁର ଥିବ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:14
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:6
ପରମେଶ୍ବର ତୁମ୍ଭର ମଙ୍ଗଳ କରିବା ଆରମ୍ଭ କରିଛନ୍ତି ଓ ବର୍ତ୍ତମାନ ମଧ୍ଯ ତାହା କରୁଛନ୍ତି। ଯୀଶୁଖ୍ରୀଷ୍ଟଙ୍କ ଆଗମନ ଦିନ ପର୍ୟ୍ଯନ୍ତ ସେ ସହେି କାମ ସାଧନ କରି ସମାପ୍ତ କରିବେ। ମୁଁ ଏଥି ରେ ନିଶ୍ଚିତ ଅଟେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:17
ପରମେଶ୍ବରଙ୍କ ସବେକ, ଶାସ୍ତ୍ରଗୁଡ଼ିକର ବ୍ଯବହାର ଦ୍ବାରା ସମସ୍ତ ଉତ୍ତମ କାର୍ୟ୍ଯ କରିବା ନିମନ୍ତେ ସକ୍ଷମ ହବେ ଓ ତା'ର ପ୍ରେତ୍ୟକକ ଆବଶ୍ଯକ ବିଷୟ ପାଇବ।
ଗୀତସଂହିତା 100:3
ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:8
ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:14
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:21
ଯଦି ଜଣେ ନିଜକୁ ସମସ୍ତ ମନ୍ଦ ଜିନିଷରୁ ଅଲଗା କରି ପରିଷ୍କାର ହୁଏ, ତା ହେଲେ ସେ ମୂଲ୍ଯବାନ କାମ ପାଇଁ ବିଶଷେ ଉପଯୋଗୀ ହବେ। ସେ ଲୋକ ପବିତ୍ର ହବେ। ମୁନିବ ତାହାକୁ ବ୍ଯବହାର କରିପାରିବେ। ସେ ଯେକୌଣସି ଭଲ କାମ ପାଇଁ ପ୍ରସ୍ତୁତ ରହିବ।
ପିତରଙ୍କ ପ୍ରଥମ ପତ୍ 2:12
ଅବିଶ୍ବାସୀ ଲୋକମାନେ ତୁମ୍ଭ ଚାରିପଟେ ଅଛନ୍ତି। ସମାନେେ କହି ପାରନ୍ତି ଯେ ତୁମ୍ଭେ ଖରାପ କାର୍ୟ୍ଯ କରୁଛ। ଅତଏବ ଉତ୍ତମ ଜୀବନଯାପନ କର। ତା ହେଲେ ତୁମ୍ଭମାନେେ କରୁଥିବା ଭଲ କାମଗୁଡ଼ିକୁ ସମାନେେ ଦେଖିବେ ଓ ପରମେଶ୍ବରଙ୍କ ଆସିବା ଦିନ ସମାନେ ତାହାଙ୍କୁ ମହିମା ଦବେେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:7
ତାହାଙ୍କ କୃପା ପାଇଁ ଆମ୍ଭେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହେଲୁ। ଆମ୍ଭେ ଯେପରି ଅନନ୍ତଜୀବନ ପାଇବୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ପବିତ୍ରଆତ୍ମା ଦାନ କଲେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:10
ତୁମ୍ଭମାନେେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନ ରେ ତୁମ୍ଭମାନେେ ନୂଆ ହେଉଅଛ। ତୁମ୍ଭମାନେେ ତୁମ୍ଭମାନଙ୍କର ସହେି ସୃଷ୍ଟିକର୍ତ୍ତାଙ୍କ ଭଳି ହାଇଯୋଉଛ। ଏହି ନୂତନ ଜୀବନ ଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ।
ଯୋହନଲିଖିତ ସୁସମାଚାର 3:21
କିନ୍ତୁ ଯେଉଁ ଲୋକ ସତ୍ଯପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆ ସେ। ତା'ପରେ ଆଲୋକ ସ୍ପଷ୍ଟ ଦଖାଇେ ଦବେ ଯେ ସେ ଲୋକ ଯେଉଁ କାର୍ୟ୍ଯ କରିଛି ତାହା ସେ ପରମେଶ୍ବରଙ୍କ ମାଧ୍ଯମ ରେ କରିଛି।
ଯିଶାଇୟ 43:21
ସହେି ଲୋକମାନଙ୍କୁ ଆମ୍ଭର ପ୍ରଶଂସାଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
ଯିରିମିୟ 31:33
ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:31
ଏହାଦ୍ବାରା ୟିହୂଦା, ଶମିରୋଣ ଓ ଗାଲିଲୀର ମଣ୍ଡଳୀ ରେ ଶାନ୍ତି ଥିଲା ଓ ଏହା ଶକ୍ତିଶାଳୀ ହେଉଥିଲା। ବିଶ୍ବାସୀମାନଙ୍କ ସଂଖ୍ଯା ବଢ଼ିବା ରେ ଲାଗିଲା। ପ୍ରଭୁଙ୍କ ଭୟ ଓ ପବିତ୍ର ଆତ୍ମାର ସହାୟତା ପାଇ ସମାନେେ ରହୁଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:36
ଟାବୀଥା ନାମକ ଜଣେ ଶିଷ୍ଯା ଯାଫୋ ନଗର ରେ ରହୁଥିଲେ। ଯାହାର ଗ୍ରୀକ ଅନୁବାଦ ଦର୍କା ଅର୍ଥାତ୍ ହରିଣୀ। ସେ ସବୁବେଳେ ଗରିବ ଲୋକମାନଙ୍କୁ ଦାନ ଦେଉଥିଲେ ଓ ଲୋକମାନଙ୍କର ଉପକାର କରୁଥିଲେ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:10
ଭଲ କାମ କରିବା ଦ୍ବାରା ନିଜକୁ ସୁନ୍ଦର ଭାବେ ସୁଶାେଭିତ କରନ୍ତୁ। ପରମେଶ୍ବରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହି ରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ଯକ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:18
ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।
ଯୋହନଙ୍କ ପ୍ରଥମ ପତ୍ର 2:6
ପରମେଶ୍ବରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ଯକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:24
ଆମ୍ଭେ ପରସ୍ପର ବିଷୟ ରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:1
ଲୋକମାନଙ୍କୁ ସର୍ବଦା ଏହିଗୁଡ଼ିକ କରିବା ପାଇଁ ମନେ ରଖିବାକୁ କୁହ : ସମାନେେ ସରକାରୀ ଅଧିକାରୀମାନଙ୍କ ଅଧୀନ ରେ ରୁହନ୍ତୁ, ସମାନଙ୍କେ ଆଜ୍ଞା ପାଳନ କରନ୍ତୁ ଓ ଭଲ କାମ କରିବା ପାଇଁ ପ୍ରସ୍ତୁତ ଥାଆନ୍ତୁ ;
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:25
ଲୋକମାନଙ୍କ କ୍ଷେତ୍ର ରେ ମଧ୍ଯ ଏହା ସତ। ଲୋକଙ୍କ ଭଲ କାମ ସହଜ ରେ ଦଖାଯାେଏ। କିନ୍ତୁ ଯେତବେେଳେ ସହେି ଭଲ କାମଗୁଡ଼ିକ ଦଖାଯାେଏ ନାହିଁ, ସଗେୁଡ଼ିକ ଲୁଚି ରହେ ନାହିଁ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:17
ପରମେଶ୍ବର ଆମ୍ଭକୁ ପ୍ ରମେ କରନ୍ତି। ନିଜ ଅନୁଗ୍ରହ ମାଧ୍ଯମ ରେ ସେ ଆମ୍ଭକୁ ଅନନ୍ତକାଳସ୍ଥାଯୀ ଉତ୍ସାହ ଓ ଉତ୍ତମ ଭରସା ଦଇେଛନ୍ତି।
ଯୋହନଙ୍କ ପ୍ରଥମ ପତ୍ର 1:7
ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
ଗୀତସଂହିତା 119:3
ସହେି ଲୋକମାନେ କୌଣସି ଅଧର୍ମ କାର୍ୟ୍ଯ କରନ୍ତି ନାହିଁ, କିନ୍ତୁ ସମାନେେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
ଯିଶାଇୟ 29:23
ସେ ଯେତବେେଳେ ମାରେ ହସ୍ତକୃତ କର୍ମ ସ୍ବରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧିଅରେ ଦେଖିବ ସେତବେେଳେ ସମାନେେ ମାରେ ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ଯ ଯାକୁବର ଧର୍ମସ୍ବରୂପକୁ ପବିତ୍ର ବୋଲି ମାନିବେ ଓ ଇଶ୍ରାୟେଲର ପରମେଶ୍ବରଙ୍କୁ ସମ୍ମାନ ଓ ଭକ୍ତି କରିବେ।
ଯିଶାଇୟ 44:21
ସହ ଯାକୁବ,ସହ ଇଶ୍ରାଲୟଲ, ତୁମ୍ଲଭମାଲନ ଏହିସବୁ କଥା ସ୍ମରଣ କର। ତୁମ୍ଭମାନଙ୍କୁ ଆମ୍ଲଭ ସୃଷ୍ଟି କରିଅଛୁ।ସତଣୁ ତୁମ୍ଲଭମାଲନ ଆମ୍ଭର ଦାସ।ସହ ଇଶ୍ରାଲୟଲ, ଆମ୍ଭକୁ ଭୁଲିବ ନାହିଁ।
ଯିଶାଇୟ 60:21
ଆଉ ମଧ୍ଯ ତୁମ୍ଭର ସମସ୍ତ ଲୋକେ ଧାର୍ମିକ ହବେେ। ସମାନେେ ଅନନ୍ତକାଳ ୟାଏ ଦେଶ ଶାସନ କରିବେ। ମାେ ଗୌରବକୁ ଦଖାଇବୋ ପାଇଁ ସମାନେେ ମାେ ଦ୍ବାରା ଲଗା ହାଇେଥିବା ଗଛର ଫଳ ସଦୃଶ।
ଯିଶାଇୟ 61:3
ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:9
ଆମ୍ଭମାନେେ ଏକତ୍ର ମିଳି ପରମେଶ୍ବରଙ୍କ ନିମନ୍ତେ କାର୍ୟ୍ଯ କରୁଛୁ, ଓ ତୁମ୍ଭମାନେେ ପରମେଶ୍ବରଙ୍କର ଚାଷଜମି ଅଟ।
ଗୀତସଂହିତା 51:10
ହେ ପରମେଶ୍ବର, ମାେ ଅନ୍ତରେ ଏକ ପବିତ୍ର ଆତ୍ମା ସୃଷ୍ଟି କର !ମାେତେ ଗୋଟିଏ ନୂଆ ଓ ବିଶ୍ବସ୍ତ ଆତ୍ମା ଦିଅ।
ଗୀତସଂହିତା 138:8
ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମାେତେ ଦିଅ। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ। ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ। ତଣେୁ ଆମ୍ଭକୁ ପରିତ୍ଯାଗ କର ନାହିଁ।
ଦିତୀୟ ବିବରଣ 5:33
ଦେଖ, ଯେପରି ତୁମ୍ଭେ ସହେି ରାସ୍ତା ରେ ଚାଲି ଯେଉଁ ରାସ୍ତା ରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଚାଲିବା ପାଇଁ ଆଦେଶ ଦଇେଛନ୍ତି, ଯେଉଁଥିପାଇଁ ତୁମ୍ଭମାନେେ ସହେି ଦେଶ ରେ ଦୀର୍ଘଦିନ ବଞ୍ଚିବ ଓ ତୁମ୍ଭେ ଯେଉଁ ଦେଶ ଅଧିକାର କରିବ, ସଠାେରେ ତୁମ୍ଭର ସର୍ବମଗଂଳ ହବେ।
ଯିଶାଇୟ 19:25
ସଦାପ୍ରଭୁ ସର୍ବଶକ୍ତିମାନ ଏ ଦେଶଗୁଡ଼ିକୁ ଆଶୀର୍ବାଦ କରିବେ। ସେ କହିବେ, ହେ ମିଶରୀଯମାନେ, ତୁମ୍ଭମାନେେ ମାରେ ଲୋକ। ଅଶୂର ମୁଁ ତୁମ୍ଭକୁ ତିଆରି କରିଛି। ତୁମ୍ଭମାନେେ ସମସ୍ତେ ଆଶୀର୍ବାଦର ପାତ୍ର।'
ଯିରିମିୟ 32:39
ଆଉ ସମାନେେ ଓ ସମାନଙ୍କେର ସନ୍ତାନମାନେ ସମାନଙ୍କେ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସମାନଙ୍କେୁ ଏକ ଚିତ୍ତ ଓ ଏକ ପଥ ଦବୋ।
ମାଥିଉଲିଖିତ ସୁସମାଚାର 5:16
ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।
ଯୋହନଲିଖିତ ସୁସମାଚାର 3:3
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:10
ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 5:5
ପରମେଶ୍ବର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ଯ ଦିଏ।
ଦିତୀୟ ବିବରଣ 32:6
ହେ ମୂର୍ଖ ଓ ଅଜ୍ଞାନ ଲୋକେ, ତୁମ୍ଭମାନେେ କି ସଦାପ୍ରଭୁଙ୍କୁ ଏପରି ପରିଶାଧେ କରୁଅଛ? ସେ କି ତୁମ୍ଭର ପିତା ଏବଂ ସୃଷ୍ଟିକର୍ତ୍ତା, ନକ୍ସ୍ଟହିଁନ୍ତି, ସେ କି ତୁମ୍ଭର ସୃଷ୍ଟିକର୍ତ୍ତା, ନକ୍ସ୍ଟହଁନ୍ତି, ୟିଏ ତକ୍ସ୍ଟମ୍ଭଙ୍କକ୍ସ୍ଟ ସ୍ଥାପିତ କରିଛନ୍ତି।
ଯିଶାଇୟ 2:3
ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।
ଗୀତସଂହିତା 81:13
ଭଲହୁଅନ୍ତା, ୟଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥାନ୍ତେ ଓ ଇଶ୍ରାୟେଲବାସୀ ଆମ୍ଭେ ଚାହିଁଥିବା ଅନୁସାରେ ରହିଥାନ୍ତେ କି ?
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:1
ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ଅଛନ୍ତି, ସମାନେେ ଦଷେୀ ବୋଲି ବିଚାରିତ ହୁଅନ୍ତି ନାହିଁ।