ଉପଦେଶକ 7:22 in Oriya

ଓଡିଆ ଓଡିଆ ବାଇବେଲ ଉପଦେଶକ ଉପଦେଶକ 7 ଉପଦେଶକ 7:22

Ecclesiastes 7:22
କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ଯ ଅନ୍ୟମାନଙ୍କୁ ସପରେି ବାରମ୍ବାର ଅଭିଶାପ ଦଇେଅଛ।

Ecclesiastes 7:21Ecclesiastes 7Ecclesiastes 7:23

Ecclesiastes 7:22 in Other Translations

King James Version (KJV)
For oftentimes also thine own heart knoweth that thou thyself likewise hast cursed others.

American Standard Version (ASV)
for oftentimes also thine own heart knoweth that thou thyself likewise hast cursed others.

Bible in Basic English (BBE)
Your heart has knowledge how frequently others have been cursed by you.

Darby English Bible (DBY)
For also thine own heart knoweth that oftentimes thou thyself likewise hast cursed others.

World English Bible (WEB)
for often your own heart knows that you yourself have likewise cursed others.

Young's Literal Translation (YLT)
For many times also hath thy heart known that thou thyself also hast reviled others.

For
כִּ֛יkee
oftentimes
גַּםgamɡahm

פְּעָמִ֥יםpĕʿāmîmpeh-ah-MEEM
also
רַבּ֖וֹתrabbôtRA-bote
thine
own
heart
יָדַ֣עyādaʿya-DA
knoweth
לִבֶּ֑ךָlibbekālee-BEH-ha
that
אֲשֶׁ֥רʾăšeruh-SHER
thou
thyself
גַּםgamɡahm
likewise
אַתָּ֖ʾattāah-TA
hast
cursed
קִלַּ֥לְתָּqillaltākee-LAHL-ta
others.
אֲחֵרִֽים׃ʾăḥērîmuh-hay-REEM

Cross Reference

ପ୍ରଥମ ରାଜାବଳୀ 2:44
ମାରେ ପିତା ଦାଉଦଙ୍କ ବିପକ୍ଷ ରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛନ୍ତି, ଏହା ତୁମ୍ଭେ ଜାଣ। ସହେି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।

ମାଥିଉଲିଖିତ ସୁସମାଚାର 15:19
କାରଣ ଖରାପ ଭାବନା, ହତ୍ଯା, ବ୍ଯଭିଚାର, ୟୋନାଚାର, ଚୋରୀ, ମିଥ୍ଯାସାକ୍ଷ୍ଯ ଓ ନିନ୍ଦା ଆଦି ଖରାପ ବିଷୟଗୁଡିକ ପ୍ରଥମେ ମଣିଷର ମନ ଭିତ ରେ ସୃଷ୍ଟି ହୂଏ।

ମାଥିଉଲିଖିତ ସୁସମାଚାର 18:32
ତାପରେ ମାଲିକ ପ୍ରଥମ ଚ଼ାକରକୁ ଡ଼ାକି କହିଲେ, ' ରେ ଦୁଷ୍ଟ ଚ଼ାକର! ତୁ ମାଠାରୁେ ବହୁତ ଅଧିକ ଧନ ଋଣ କରିଥିଲୁ। କିନ୍ତୁ ତୁ ମାେତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦଲେି।

ଯୋହନଲିଖିତ ସୁସମାଚାର 8:7
ଯିହୂଦୀ ନେତାମାନେ ତାହାଙ୍କୁ ଅବିରତ ପ୍ରଶ୍ନ ପଚାରିବା ରେ ଲାଗିଲେ। ତେଣୁ ଯୀଶୁ ଠିଆ ହାଇେ କହିଲେ, ଏଠା ରେ ଏଭଳି କୌଣସି ଲୋକ ଉପସ୍ଥିତ ଅଛନ୍ତି, ୟିଏ କବେେ ପାପ କରି ନାହିଁ? ସହେିଭଳି ପାପ ନ କରିଥିବା ଲୋକ ଏହି ସ୍ତ୍ରୀଲୋକକୁ ପ୍ରଥମେ ପଥର ଫିଙ୍ଗୁ।

ଯାକୁବଙ୍କ ପତ୍ 3:9
ଏହି ଜିହ୍ବା ଦ୍ବାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତାପରେ ପରମେଶ୍ବର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ଯ ରେ ତିଆରି କରିଛନ୍ତି, ସହେି ଲୋକମାନଙ୍କୁ ଅଭିଶାପ ଦେଉ।