ଦିତୀୟ ବିବରଣ 32:21 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 32 ଦିତୀୟ ବିବରଣ 32:21

Deuteronomy 32:21
ଯେଉଁମାନେ ଦବେତା ନକ୍ସ୍ଟହଁନ୍ତି ସମାନଙ୍କେ ସହିତ ମାେତେ ଇର୍ଷା ପରାଯଣ କଲେ। ସମାନେେ ସମାନଙ୍କେର ଅସାରତା ଦ୍ବାରା ମାେତେ ବିରକ୍ତ କଲେ। ସେଥିପାଇଁ ମୁ ଇଶ୍ରାୟେଲକକ୍ସ୍ଟ ଇର୍ଷାନିତ୍ବ କରାଇବି ସହେିମାନଙ୍କ ମାଧ୍ଯମ ରେ ଯେଉଁମାନେ ପ୍ରକୃତି ଜାତି ନକ୍ସ୍ଟହଁନ୍ତି। ମୁ ସମାନଙ୍କେୁ ମୂର୍ଖ ଗୋଷ୍ଠୀ ଦ୍ବାରା ବିରକ୍ତ କରାଇବି।

Deuteronomy 32:20Deuteronomy 32Deuteronomy 32:22

Deuteronomy 32:21 in Other Translations

King James Version (KJV)
They have moved me to jealousy with that which is not God; they have provoked me to anger with their vanities: and I will move them to jealousy with those which are not a people; I will provoke them to anger with a foolish nation.

American Standard Version (ASV)
They have moved me to jealousy with that which is not God; They have provoked me to anger with their vanities: And I will move them to jealousy with those that are not a people; I will provoke them to anger with a foolish nation.

Bible in Basic English (BBE)
They have given my honour to that which is not God, moving me to wrath with their false worship: I will give their honour to those who are not a people, moving them to wrath by a foolish nation,

Darby English Bible (DBY)
They have moved me to jealousy with that which is no ùGod; They have exasperated me with their vanities; And I will move them to jealousy with that which is not a people; With a foolish nation will I provoke them to anger.

Webster's Bible (WBT)
They have moved me to jealousy with that which is not God; they have provoked me to anger with their vanities: and I will move them to jealousy with those who are not a people; I will provoke them to anger with a foolish nation.

World English Bible (WEB)
They have moved me to jealousy with that which is not God; They have provoked me to anger with their vanities: I will move them to jealousy with those who are not a people; I will provoke them to anger with a foolish nation.

Young's Literal Translation (YLT)
They have made Me zealous by `no-god,' They made Me angry by their vanities; And I make them zealous by `no-people,' By a foolish nation I make them angry.

those
הֵ֚םhēmhame
which
are
is
which
that
קִנְא֣וּנִיqinʾûnîkeen-OO-nee
They
jealousy
to
me
have
בְלֹאbĕlōʾveh-LOH
moved
אֵ֔לʾēlale
with
not
God;
anger
to
me
כִּֽעֲס֖וּנִיkiʿăsûnîkee-uh-SOO-nee
provoked
have
they
בְּהַבְלֵיהֶ֑םbĕhablêhembeh-hahv-lay-HEM
with
their
וַֽאֲנִי֙waʾăniyva-uh-NEE
vanities:
and
I
move
will
אַקְנִיאֵ֣םʾaqnîʾēmak-nee-AME
jealousy
to
them
with
not
בְּלֹאbĕlōʾbeh-LOH
people;
a
עָ֔םʿāmam
nation.
with
a
foolish
will
provoke
בְּג֥וֹיbĕgôybeh-ɡOY
them
I
anger
נָבָ֖לnābālna-VAHL
to
אַכְעִיסֵֽם׃ʾakʿîsēmak-ee-SAME

Cross Reference

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:19
ପୁନର୍ବାର ମୁଁ ପଗ୍ଭରୁଛ: କଣ ଇଶ୍ରାୟେଲର ଲୋକେ ବୁଝି ପାରି ନଥିଲେ? ହଁ ସମାନେେ ବୁଝି ଥିଲେ। ପ୍ରଥମେ ମାଶାେ କହିଛନ୍ତି:

ପ୍ରଥମ ରାଜାବଳୀ 16:26
ନବାଟଙ୍କ ପୁତ୍ର ୟାରବିଯାମ ଯେଉଁ ପାପ କରିଥିଲେ ଅମ୍ରି ସହେି ପାପ କଲେ ଓ ଇଶ୍ରାୟେଲ ଲୋକଙ୍କୁ ପାପାଗ୍ଭରୀ କରାଇଲେ। ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର ସମାନଙ୍କେର ଅସାର ପ୍ରତିମା ପୂଜା ଯୋଗୁଁ ବିରକ୍ତ ହେଲେ।

ପ୍ରଥମ ରାଜାବଳୀ 16:13
ଏହାର କାରଣ ହେଲା, ବାଶା ଓ ତାଙ୍କର ପୁତ୍ର ଏଲା ପାପ କର୍ମ ରେ ଲିପ୍ତ ରହିଲେ ଓ ଇଶ୍ରାୟେଲ ଲୋକଙ୍କୁ ପାପ କରାଇଲେ। ସମାନଙ୍କେର ବହୁତ ମୂର୍ତ୍ତୀ ଦ୍ବାରା ସଦାପ୍ରଭୁଙ୍କୁ ବିରକ୍ତ କରାଇଲେ।

ହୋଶେୟ 1:10
ସମୁଦ୍ରର ବାଲୁକା ସଦୃଶ ଇଶ୍ରାୟେଲ ସନ୍ତାନଗଣର ସଂଖ୍ଯା ଭବିଷ୍ଯତ ରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନ ରେ ସମାନଙ୍କେୁ କୁହାୟାଇଥିଲା, ସହେି ସ୍ଥାନ ରେ ଏହା ଘଟିବ। ସମାନଙ୍କେୁ ମଧ୍ଯ କୁହାୟିବ, 'ତୁମ୍ଭମାନେେ ମାେ ଲୋକ ନୁହଁ।' 'ତୁମ୍ଭେ ଜୀବନ୍ତ ପରମେଶ୍ବରଙ୍କର ସନ୍ତାନ ଅଟ।'

ଯୂନସ 2:8
କେତକେ ଲୋକ ମୂଲ୍ଯହୀନ ପିତୁଳା ପୂଜା କରନ୍ତି କିନ୍ତୁ ସହେି ପିତୁଳା ସମାନଙ୍କେୁ କବେେ ସାହାୟ୍ଯ କରନ୍ତି ନାହିଁ।

ଗୀତସଂହିତା 78:58
କାରଣ ସମାନେେ ନିଜର ଉଚ୍ଚସ୍ଥଳୀ ଦ୍ବାରା ପରମେଶ୍ବରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖାଦେିତ ପ୍ରତିମାଦ୍ବାରା ସମାନେେ ପରମେଶ୍ବରଙ୍କୁ ଇର୍ଷାନ୍ବିତ କଲେ।

ଗୀତସଂହିତା 31:6
ଯେଉଁମାନେ ମିଥ୍ଯା ଦବଦୋଙ୍କୁ ପୂଜା କରନ୍ତି ମୁଁ ସମାନଙ୍କେୁ ଘୃଣା କରେ। ମୁଁ କବଳେ ସଦାପ୍ରଭୁଙ୍କୁ ନିର୍ଭର କରେ।

ଦିତୀୟ ବିବରଣ 32:16
ସଦାପ୍ରଭୁଙ୍କର ଲୋକମାନେ ତାଙ୍କୁ ଇର୍ଷା କଲେ। ସମାନେେ ଅନ୍ୟ ଦବଗେଣଙ୍କର ପୂଜା କଲେ। ସମାନେେ ପ୍ରତିମା ପୂଜା କଲେ। ଏବଂ ପରମେଶ୍ବର ସମାନଙ୍କେ ଉପରେ କୋରଧ କଲେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:11
ତା' ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସମାନଙ୍କେୁ ନଷ୍ଟ କରିଥିଲା କି। ବରଂ ସମାନଙ୍କେର ଭୁଲ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ବାରା ଯିହୂଦୀମାନଙ୍କ ଭିତ ରେ ଉତ୍ସାହ ଭାବ ଜାଗୃତ ହେଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 10:22
ଆମ୍ଭେ କ'ଣ ପ୍ରଭୁଙ୍କୁ ବିରକ୍ତ କରିବାକୁ ଇଚ୍ଛା କରୁ ? ଆମ୍ଭେ କ'ଣ ତାହାଙ୍କଠାରୁ ଅଧିକ ବଳବାନ ? ନା !

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:25
ଆମ୍ଭେ ମାନେ ସହେି ଲୋକ। ପରମେଶ୍ବର କବଳେ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣ ଯିହୂଦୀମାନଙ୍କ ଭିତରୁ ମଧ୍ଯ ଆମ୍ଭ ମାନଙ୍କୁ ଡାକିଲେ। ହାେେଶୟ ପୁସ୍ତକରେ ଏହିପରି ଲଖାେ ଅଛି:

ରେରିତମାନଙ୍କ କାର୍ଯ୍ୟର ବିବରଣ 11:15
ମୁଁ କହିବାକୁ ଆରମ୍ଭ କଲା ମାତ୍ ରେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ, ଯେପରି ଆମ୍ଭ ଉପରେ ପ୍ରଥମ ରେ ଓହ୍ଲାଇ ଆସିଥିଲେ।

ଯିରିମିୟ 14:22
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।

ଯିରିମିୟ 10:8
ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।

ଯିରିମିୟ 8:19
ମାରେ ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା ଆର୍ତ୍ତଚିତ୍କାର ଶୁଣ। ସମାନେେ କହନ୍ତି, ସଦାପ୍ରଭୁ କ'ଣ ସିୟୋନ ରେ ନାହାଁନ୍ତି ? ତହିଁର ରାଜା କ'ଣ ତହିଁ ମଧିଅରେ ନାହାଁନ୍ତି ? ମାତ୍ର ପରମେଶ୍ବର କହନ୍ତି, ସମାନେେ ନିଜର ଖାଦେିତ ପ୍ରତିମା ଓ ବିଦେଶୀଯ ଅସାର ବସ୍ତ୍ର ସମୂହଦ୍ବାରା ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।

ପ୍ରଥମ ଶାମୁୟେଲ 12:21
ମୂର୍ତ୍ତୀଗୁଡିକୁ ଅନକ୍ସ୍ଟସରଣ କରିବା ପାଇଁ ପରମେଶ୍ବରଙ୍କଠାରକ୍ସ୍ଟ ଦୌଡି ପଳାଅ ନାହିଁ! ସମାନେେ ଅସାର, ସମାନେେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।

ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।