Deuteronomy 24:6
କହେି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନକ୍ସ୍ଟଷ୍ଯର ପ୍ରାଣ ବନ୍ଧକ ରଖିବା ସହିତ ସମାନ।
Deuteronomy 24:6 in Other Translations
King James Version (KJV)
No man shall take the nether or the upper millstone to pledge: for he taketh a man's life to pledge.
American Standard Version (ASV)
No man shall take the mill or the upper millstone to pledge; for he taketh `a man's' life to pledge.
Bible in Basic English (BBE)
No one is to take, on account of a debt, the stones with which grain is crushed: for in doing so he takes a man's living.
Darby English Bible (DBY)
No man shall take the hand-mill or the upper millstone in pledge; for it would be taking life in pledge.
Webster's Bible (WBT)
No man shall take the nether or the upper millstone for a pledge: for he taketh a man's life for a pledge.
World English Bible (WEB)
No man shall take the mill or the upper millstone to pledge; for he takes [a man's] life to pledge.
Young's Literal Translation (YLT)
`None doth take in pledge millstones, and rider, for life it `is' he is taking in pledge.
| No | לֹֽא | lōʾ | loh |
| man shall take | יַחֲבֹ֥ל | yaḥăbōl | ya-huh-VOLE |
| nether the | רֵחַ֖יִם | rēḥayim | ray-HA-yeem |
| or the upper millstone | וָרָ֑כֶב | wārākeb | va-RA-hev |
| for pledge: to | כִּי | kî | kee |
| he | נֶ֖פֶשׁ | nepeš | NEH-fesh |
| taketh | ה֥וּא | hûʾ | hoo |
| a man's life | חֹבֵֽל׃ | ḥōbēl | hoh-VALE |
Cross Reference
ଦିତୀୟ ବିବରଣ 20:19
ଯେତବେେଳେ ତୁମ୍ଭମାନେେ ବାହକ୍ସ୍ଟବଳଦ୍ବାରା ଅବୋରଧ କରିବ। ସେତବେେଳେ ତୁମ୍ଭମାନେେ ନଗରମାନଙ୍କ ରେ ଥିବା ଗଛମାନଙ୍କୁ କାଟିବା ନାହିଁ। ତୁମ୍ଭମାନେେ ତାହାର ଫଳ ଖାଇ ପାରିବ। ସହେି ବୃକ୍ଷମାନେ ତୁମ୍ଭର ଶତୃ ନକ୍ସ୍ଟହଁନ୍ତି ତେଣୁ ସମାନଙ୍କେୁ ତୁମ୍ଭେ କାଟିବ ନାହିଁ।
ଆଦି ପୁସ୍ତକ 44:30
ବର୍ତ୍ତମାନ ଚିନ୍ତା କରନ୍ତୁ, କ'ଣ ହବେ। ଯେତବେେଳେ ଆମ୍ଭେ ଆମ୍ଭର ସାନ ଭାଇ ବିନା ଘରକୁ ଫରେିବୁ। ସହେି ବାଳକ ଆମ୍ଭ ପିତଙ୍କର ଅମୁଲ୍ଯ ସମ୍ପଦ।
ଯାତ୍ରା ପୁସ୍ତକ 22:26
ଯବେେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତବେେ ତାହା ସୂର୍ୟ୍ଯାସ୍ତ ପୂର୍ବରୁ ଫରୋଇ ଦବେ।
ଲୂକଲିଖିତ ସୁସମାଚାର 12:15
ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:22
ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।