ଦିତୀୟ ବିବରଣ 23:1 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 23 ଦିତୀୟ ବିବରଣ 23:1

Deuteronomy 23:1
ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।

Deuteronomy 23Deuteronomy 23:2

Deuteronomy 23:1 in Other Translations

King James Version (KJV)
He that is wounded in the stones, or hath his privy member cut off, shall not enter into the congregation of the LORD.

American Standard Version (ASV)
He that is wounded in the stones, or hath his privy member cut off, shall not enter into the assembly of Jehovah.

Bible in Basic English (BBE)
No man whose private parts have been wounded or cut off may come into the meeting of the Lord's people.

Darby English Bible (DBY)
He that is a eunuch, whether he have been crushed or cut, shall not come into the congregation of Jehovah.

Webster's Bible (WBT)
He that is wounded or mutilated in his secrets, shall not enter into the congregation of the LORD.

World English Bible (WEB)
He who is wounded in the stones, or has his privy member cut off, shall not enter into the assembly of Yahweh.

Young's Literal Translation (YLT)
`One wounded, bruised, or cut in the member doth not enter into the assembly of Jehovah;

He
stones,
the
in
wounded
is
that
לֹֽאlōʾloh

יָבֹ֧אyābōʾya-VOH
member
privy
his
hath
or
פְצֽוּעַpĕṣûaʿfeh-TSOO-ah
cut
off,
דַּכָּ֛אdakkāʾda-KA
shall
not
וּכְר֥וּתûkĕrûtoo-heh-ROOT
enter
שָׁפְכָ֖הšopkâshofe-HA
into
the
congregation
בִּקְהַ֥לbiqhalbeek-HAHL
of
the
Lord.
יְהוָֽה׃yĕhwâyeh-VA

Cross Reference

ଲେବୀୟ ପୁସ୍ତକ 21:17
ତୁମ୍ଭେ ହାରୋଣଙ୍କୁ କୁହ, ତୁମ୍ଭର ବଂଶଧରମାନଙ୍କ ମଧିଅରେ ଯାହାର ଶରୀର ରେ ଖୁଣ ଥାଏ, ସେ ପରମେଶ୍ବରଙ୍କର ବିଶିଷ୍ଟ ରୋଟୀ ଉତ୍ସର୍ଗ କରିବା ପାଇଁ ନିକଟକୁ ୟିବ ନାହିଁ।

ଲେବୀୟ ପୁସ୍ତକ 22:22
ଅନ୍ଧ, ଖଞ୍ଜ, େଛାଟା, ଆବୁଆ, ଜାଦୁଆ, କି ରୁଗ୍ଣ ଏପରି ପଶୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ ନାହିଁ କିମ୍ବା ସମାନଙ୍କେୁ ସଦାପ୍ରଭୁଙ୍କୁ ନବୈେଦ୍ଯ ରୂପେ ୟଜ୍ଞବଦେୀ ଉପରେ ଉତ୍ସର୍ଗ କରିବ ନାହିଁ।

ଦିତୀୟ ବିବରଣ 23:2
ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିଯମାନକ୍ସ୍ଟୟାଯୀ ହାଇନେଥାଏ ତବେେ ସହେିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବେ ନାହିଁ।

ଦିତୀୟ ବିବରଣ 23:8
ସମାନଙ୍କେ ତୃତୀୟ ପୁରୁଷପରେ, ସମାନେେ ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିପାରିବେ।

ନିହିମିୟା 13:1
ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।

ଯିଶାଇୟ 56:3
ସଦାପ୍ରଭୁଙ୍କଠା ରେ ଆସକ୍ତ ବିଦେଶୀ ନ କହୁ ଯେ ସଦାପ୍ରଭୁ ମାେତେ ଆପଣା ଲୋକଠାରୁ ନିଶ୍ଚଯ ପୃଥକ୍ ରଖିବେ। ପୁଣି ଜଣେ ନପୁଂସକ ନ କହୁ ଯେ, ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ମୁଁ ଫଳବତୀ ହାଇପୋରିବି ନାହିଁ।'

ଯିରିମିୟଙ୍କ ବିଳାପ 1:10
ତାହାର ସମସ୍ତ ବିପକ୍ଷମାନେ ସମାନଙ୍କେର ହସ୍ତ ପ୍ରସାରଣ କଲେ ଏବଂ ସମସ୍ତ ସୁନ୍ଦର ଜିନିଷ ନଇଗେଲେ। ସେ ବିଦେଶୀମାନଙ୍କୁ ତାହାର ପବିତ୍ର ମନ୍ଦିର ରେ ପ୍ରବେଶ କରିବାର ପର୍ୟ୍ଯବେକ୍ଷଣ କଲେ। ସହେି ବିଦେଶୀମାନଙ୍କୁ ସଦାପ୍ରଭୁ ଧାର୍ମିକ ସମ୍ମଳନେୀ ରେ ଯୋଗ ଦବୋକୁ ଆଦେଶ ଦଇେଥିଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:28
ଅତଏବ ଖ୍ରୀଷ୍ଟଙ୍କଠା ରେ ତୁମ୍ଭେ ସମସ୍ତେ ଏକ ହାଇେଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ବାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତ ରେ କୌଣସି ଭଦେ ରହିଲା ନାହିଁ।