Deuteronomy 22:30
କୌଣସି ପୁରୁଷ ଆପଣା ପିତୃଭାର୍ୟାକକ୍ସ୍ଟ ଗ୍ରହଣ କରିବ ନାହିଁ ଓ ଆପଣା ପିତାର ଅଞ୍ଚଳ ଅନାବୃତ୍ତ କରିବ ନାହିଁ।
Deuteronomy 22:30 in Other Translations
King James Version (KJV)
A man shall not take his father's wife, nor discover his father's skirt.
American Standard Version (ASV)
A man shall not take his father's wife, and shall not uncover his father's skirt.
Bible in Basic English (BBE)
A man may not take his father's wife or have sex relations with a woman who is his father's.
Darby English Bible (DBY)
A man shall not take his father's wife, nor uncover his father's skirt.
Webster's Bible (WBT)
A man shall not take his father's wife, nor discover his father's skirt.
World English Bible (WEB)
A man shall not take his father's wife, and shall not uncover his father's skirt.
Young's Literal Translation (YLT)
`A man doth not take his father's wife, nor uncover his father's skirt.
| A man | לֹֽא | lōʾ | loh |
| shall not | יִקַּ֥ח | yiqqaḥ | yee-KAHK |
| take | אִ֖ישׁ | ʾîš | eesh |
| אֶת | ʾet | et | |
| father's his | אֵ֣שֶׁת | ʾēšet | A-shet |
| wife, | אָבִ֑יו | ʾābîw | ah-VEEOO |
| nor | וְלֹ֥א | wĕlōʾ | veh-LOH |
| discover | יְגַלֶּ֖ה | yĕgalle | yeh-ɡa-LEH |
| his father's | כְּנַ֥ף | kĕnap | keh-NAHF |
| skirt. | אָבִֽיו׃ | ʾābîw | ah-VEEV |
Cross Reference
ଦିତୀୟ ବିବରଣ 27:20
ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।
ଲେବୀୟ ପୁସ୍ତକ 18:8
ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ୟ୍ଯା ସହିତ ଦୈହିକ ସଂପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମାଆ ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହବେ।
ଲେବୀୟ ପୁସ୍ତକ 20:11
ଯଦି କୌଣସି ବ୍ଯକ୍ତି ତା'ର ପିତୃ ଭାର୍ୟ୍ଯା ସହିତ ଦୈହୀକ ସଂପର୍କ ରେଖ, ସେ ତାଙ୍କର ପିତାକୁ ଅସମ୍ମାନ କରିଥାଏ। ତବେେ ସେ ପୁରୁଷ ଓ ସ୍ତ୍ରୀ ଉଭୟେ ମୃତ୍ଯୁଦଣ୍ଡ ପାଇବେ। ସମାନେେ ନିଜର ଅପରାଧ ପାଇଁ ଦାଯୀ ରହିବେ। ସହେି ସ୍ତ୍ରୀ ତା'ର ପିତାର ଅଟେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:1
ଲୋକେ ପ୍ରକୃତ ରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତ ରେ ୟୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ବରଙ୍କୁ ନ ଜାଣିଥିବା ଲୋକମାନଙ୍କ ଠା ରେ ମଧ୍ଯ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,
ରୂତର ବିବରଣ 3:9
ବୋୟଜ ପଗ୍ଭରିଲା, ଆପଣ କିଏ?ା
ଯିହିଜିକଲ 16:8
ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 5:13
କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ଯ ଅଟନ୍ତି, ତୁମ୍ଭେ ସମାନଙ୍କେର ବିଚାର କର। ଶାସ୍ତ୍ର କୁ ହେ ତୁମ୍ଭମାନେେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।