Deuteronomy 21:7
ଏବଂ ସମାନେେ ଉତ୍ତର ଦଇେ କହିବେ, 'ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରିନାହିଁ। କିଅବା ଏହାକକ୍ସ୍ଟ କିଏ ହତ୍ଯା କରିଛି ଆମ୍ଭେ ଏହା ଦେଖି ନାହକ୍ସ୍ଟଁ।
Deuteronomy 21:7 in Other Translations
King James Version (KJV)
And they shall answer and say, Our hands have not shed this blood, neither have our eyes seen it.
American Standard Version (ASV)
and they shall answer and say, Our hands have not shed this blood, neither have our eyes seen it.
Bible in Basic English (BBE)
Will say, This death is not the work of our hands and our eyes have not seen it.
Darby English Bible (DBY)
and shall answer and say, Our hands have not shed this blood, neither have our eyes seen it.
Webster's Bible (WBT)
And they shall answer and say, Our hands have not shed this blood, neither have our eyes seen it.
World English Bible (WEB)
and they shall answer and say, Our hands have not shed this blood, neither have our eyes seen it.
Young's Literal Translation (YLT)
and they have answered and said, Our hands have not shed this blood, and our eyes have not seen --
| And they shall answer | וְעָנ֖וּ | wĕʿānû | veh-ah-NOO |
| say, and | וְאָֽמְר֑וּ | wĕʾāmĕrû | veh-ah-meh-ROO |
| Our hands | יָדֵ֗ינוּ | yādênû | ya-DAY-noo |
| have not | לֹ֤א | lōʾ | loh |
| shed | שָֽׁפְכָה֙ | šāpĕkāh | sha-feh-HA |
| אֶת | ʾet | et | |
| this | הַדָּ֣ם | haddām | ha-DAHM |
| blood, | הַזֶּ֔ה | hazze | ha-ZEH |
| neither | וְעֵינֵ֖ינוּ | wĕʿênênû | veh-ay-NAY-noo |
| have our eyes | לֹ֥א | lōʾ | loh |
| seen | רָאֽוּ׃ | rāʾû | ra-OO |
Cross Reference
ଗଣନା ପୁସ୍ତକ 5:19
ଆଉ ଯାଜକ ସହେି ସ୍ତ୍ରୀକୁ ଶପଥ କରାଇ କହିବ, 'ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶଯନ କରି ଶରୀର ମିଳନ ନଥାଏ, ତୁମ୍ଭେ ଯେତବେେଳେ ତୁମ୍ଭ ସ୍ବାମୀକୁ ବିବାହ କରିଥିଲ, ତବେେ ଏହି ଶାପୟୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ଦିତୀୟ ଶାମୁୟେଲ 16:8
ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଦଣ୍ତ ଦେଉଛନ୍ତି, କାରଣ ତୁମ୍ଭେ ଶାଉଲଙ୍କର ପରିବାରର ଲୋକମାନଙ୍କୁ ହତ୍ଯା କଲ ଏବଂ ଶାଉଲଙ୍କର ରାଜପଦ ଚୋରାଇ ନେଲେ। କିନ୍ତୁ ବର୍ତ୍ତମାନ ଠିକ୍ ସହେି ମନ୍ଦ କର୍ମ ତକ୍ସ୍ଟମ୍ଭ ପାଇଁ ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ ସହେି ରାଜ୍ଯକକ୍ସ୍ଟ ତକ୍ସ୍ଟମ୍ଭ ପକ୍ସ୍ଟଅ ଅବଶା ଲୋମକକ୍ସ୍ଟ ହସ୍ତାନ୍ତର କରି ଅଛନ୍ତି। କାରଣ ତୁମ୍ଭେ ଜଣେ ରକ୍ତପିପାସକ୍ସ୍ଟ ମଣିଷ।
ଆୟୁବ ପୁସ୍ତକ 21:21
ଯେତବେେଳେ ତାକୁ ଦିଆ ୟାଇଥିବା ସମୟ ଶଷେ ହୁଏ ଓ ସେତବେେଳେ ସେ ମରିୟାଏ। ସେ ତା'ର ପଛ ରେ ଛାଡ଼ି ୟାଇଥିବା ପରିବାର ବିଷଯ ରେ କାହିଁକି ଭାବିବ ?
ଆୟୁବ ପୁସ୍ତକ 21:31
କହେି ଦୁଷ୍ଟ ଲୋକକୁ ତା'ର ମୁହଁ ଉପରେ ସମାଲୋଚନା କରନ୍ତି ନାହିଁ। ସେ ଯାହା ଅନ୍ଯାଯ କଲେ ବି। କହେି ତା'ର ଅନ୍ଯାଯ କାର୍ୟ୍ଯ ପାଇଁ ତାକୁ ଦଣ୍ଡ ଦିଅନ୍ତି ନାହିଁ।
ଗୀତସଂହିତା 7:3
ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।