ଦିତୀୟ ବିବରଣ 19:13 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 19 ଦିତୀୟ ବିବରଣ 19:13

Deuteronomy 19:13
ତୁମ୍ଭମାନେେ ତା'ପାଇଁ ଦକ୍ସ୍ଟଃଖ କରିବ ନାହିଁ କାରଣ ସେ ଜଣେ ନିରପରାଧି ଲୋକକୁ ହତ୍ଯାକରି ପାପ କରିଛି। ତୁମ୍ଭମାନେେ ଇଶ୍ରାୟେଲରକ୍ସ୍ଟ ନିରୀହମାନଙ୍କର ରକ୍ତପାତ ଦୋଷରକ୍ସ୍ଟ ମକ୍ସ୍ଟକ୍ତି ପାଇବା ଉଚିତ୍। ତାହାହେଲେ କବଳେ ତୁମ୍ଭମାନଙ୍କର ମଙ୍ଗଳ ହବେ।

Deuteronomy 19:12Deuteronomy 19Deuteronomy 19:14

Deuteronomy 19:13 in Other Translations

King James Version (KJV)
Thine eye shall not pity him, but thou shalt put away the guilt of innocent blood from Israel, that it may go well with thee.

American Standard Version (ASV)
Thine eye shall not pity him, but thou shalt put away the innocent blood from Israel, that it may go well with thee.

Bible in Basic English (BBE)
Have no pity on him, so that Israel may be clear from the crime of putting a man to death without cause, and it will be well for you.

Darby English Bible (DBY)
Thine eye shall not spare him; and thou shalt put away innocent blood from Israel, that it may be well with thee.

Webster's Bible (WBT)
Thy eye shall not pity him, but thou shall remove the guilt of innocent blood from Israel, that it may be well with thee.

World English Bible (WEB)
Your eye shall not pity him, but you shall put away the innocent blood from Israel, that it may go well with you.

Young's Literal Translation (YLT)
thine eye hath no pity on him, and thou hast put away the innocent blood from Israel, and it is well with thee.

Thine
eye
לֹֽאlōʾloh
shall
not
תָח֥וֹסtāḥôsta-HOSE
pity
עֵֽינְךָ֖ʿênĕkāay-neh-HA

עָלָ֑יוʿālāywah-LAV
away
put
shalt
thou
but
him,
וּבִֽעַרְתָּ֧ûbiʿartāoo-vee-ar-TA
innocent
of
guilt
the
דַֽםdamdahm
blood
הַנָּקִ֛יhannāqîha-na-KEE
from
Israel,
מִיִּשְׂרָאֵ֖לmiyyiśrāʾēlmee-yees-ra-ALE
with
well
go
may
it
that
thee.
וְט֥וֹבwĕṭôbveh-TOVE
לָֽךְ׃lāklahk

Cross Reference

ପ୍ରଥମ ରାଜାବଳୀ 2:31
ତା'ପରେ ରାଜା ବନାଯକୁ ଆଦେଶ ଦେଲେ, ସେ ଯେପରି କହିଅଛି, ସହେିପରି କର। ସହେିଠା ରେ ତାକୁ ହତ୍ଯା କର ଓ କବର ଦିଅ। ତାହାହେଲେ ଯୋୟାବ ନୀରିହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସହେି ପାପରୁ ମୁଁ ଓ ମାରେ ପରିବାର ମୁକ୍ତ ହବେୁ।

ଦିତୀୟ ବିବରଣ 25:12
ତୁମ୍ଭେ ଏପରି ସ୍ତ୍ରୀଲୋକର ହାତକାଟି ପକାଇବ। ଏଥିପାଇଁ ତୁମ୍ଭେ ଦକ୍ସ୍ଟଃଖ କରିବାର କିଛି ନାହିଁ।

ଦିତୀୟ ବିବରଣ 21:9
ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।

ଦିତୀୟ ବିବରଣ 7:16
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତ ରେ ଯେଉଁ ଲୋକମାନଙ୍କୁ ସମର୍ପଣ କରିବେ, ତୁମ୍ଭେ ସମାନଙ୍କେୁ ଗ୍ରାସ କରିବ। ତୁମ୍ଭର ଚକ୍ଷକ୍ସ୍ଟ ସମାନଙ୍କେୁ ଦୟା କରିବ ନାହିଁ। କିଅବା ତୁମ୍ଭେ ସମାନଙ୍କେ ଦବଗେଣକକ୍ସ୍ଟ ସବୋ କରିବ ନାହିଁ। କାରଣ ତାହା ତୁମ୍ଭମାନଙ୍କ ପାଇଁ ଫାନ୍ଦ ସ୍ବରୂପ ହବେ।

ଦିତୀୟ ବିବରଣ 7:2
ୟ ତବେଳେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ସମାନଙ୍କେୁ ତକ୍ସ୍ଟମ୍ଭ ସଦାପ୍ରଭୁ ସମର୍ପଣ କରିବେ ଏବଂ ତୁମ୍ଭେ ସମାନଙ୍କେୁ ପରାସ୍ତ କରିବ। ତୁମ୍ଭେ ସମାନଙ୍କେ ସହିତ କୌଣସି ସନ୍ଧି କରିବ ନାହିଁଅଥବା ଦୟା ଦଖାଇବେ ନାହିଁ। ତୁମ୍ଭେ ସମାନଙ୍କେୁ ସଂପୂର୍ଣରୂପେ ଧ୍ବଂସ କରିବ।

ଯିହିଜିକଲ 16:5
ଏହିସବୁ କରିବା ପାଇଁ ସଠାେ ରେ କହେି ନ ଥିଲେ। ତୁମ୍ଭପ୍ରତି ଯତ୍ନ ନବୋକୁ କିମ୍ବା ଦୟା ଦଖାଇବୋ ପାଇଁ କହେି ସଠାେ ରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମଲୋ ପଡ଼ିଆ ରେ ଫୋପାଡ଼ି ଦଇେ ୟାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।

ଦିତୀୟ ଶାମୁୟେଲ 21:14
ଏହାପରେ ସମାନେେ ଶାଉଲଙ୍କର ଓ ତାଙ୍କର ପକ୍ସ୍ଟତ୍ର ଯୋନାଥନର ଅସ୍ଥି ବିନ୍ଯାମୀନ ଦେଶସ୍ଥ ସେଲା ରେ ତାହାର ପିତା କୀଶର କବର ମଧିଅରେ ପୋତିଲେ। ରାଜା ଯାହା ଆଜ୍ଞା କଲେ, ଲୋକମାନେ ତାହାସବୁ କଲେ। ତହିଁପରେ ପରମେଶ୍ବର ପ୍ରାର୍ଥନା ଶକ୍ସ୍ଟଣି ଦେଶପ୍ରତି ପ୍ରସନ୍ନ ହେଲେ।

ଦିତୀୟ ଶାମୁୟେଲ 21:1
ଦାଉଦଙ୍କ ରାଜତ୍ବ ସମୟରେ କ୍ରମାଗତ ତିନିବର୍ଷ ଧରି ଦକ୍ସ୍ଟର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଶାଉଲ ଓ ତା'ର ହତ୍ଯାକାରୀ ବଂଶ ଯୋଗକ୍ସ୍ଟ ଏପରି ହେଉଛି। ଯେ ହତେକ୍ସ୍ଟ ସେ ଗିବିଯୋନୀଯମାନଙ୍କୁ ହତ୍ଯା କରିଥିଲା।

ଦିତୀୟ ବିବରଣ 13:8
ସହେି ବ୍ଯକ୍ତିର କଥା ତୁମ୍ଭମାନେେ ଶକ୍ସ୍ଟଣିବା ଉଚିତ୍ ନକ୍ସ୍ଟହଁ। ସମାନଙ୍କେ ପାଇଁ ଅନକ୍ସ୍ଟକଐା ଦଖାେଅ ନାହିଁ। ତାଙ୍କୁ ମକ୍ସ୍ଟକ୍ତି ଦିଅ ନାହିଁ କି ତାଙ୍କୁ ସକ୍ସ୍ଟରକ୍ଷା ଦିଅନାହିଁ।

ଗଣନା ପୁସ୍ତକ 35:33
ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶକୁ କଳୁଷିତ କର ନାହିଁ। ନରହତ୍ଯାକାରୀର ମୃତ୍ଯୁ ବ୍ଯତୀତ କୌଣସି ପ୍ରକାର ପ୍ରାପ୍ଯ ଦେଶର ପାପକୁ ଧୋଇ ପାରିବ ନାହିଁ।

ଲେବୀୟ ପୁସ୍ତକ 24:21
ଜଣେ ଯଦି ପଶୁ ବଧ କରେ, ତବେେ ସେ ତାହାର ପରିଶାଧେ କରିବ, ମାତ୍ର ଜଣେ ଲୋକ ଯଦି ଅନ୍ୟ ଜଣେ ଲୋକକୁ ହତ୍ଯା କରେ, ତବେେ ସେ ହତ ହବେ।

ଲେବୀୟ ପୁସ୍ତକ 24:17
ଆଉ ଯେଉଁ ଲୋକ ଅନ୍ୟ ଲୋକଙ୍କୁ ହତ୍ଯା କରେ ସେ ନିଶ୍ଚଯ ହତ ହବେ।

ଆଦି ପୁସ୍ତକ 9:6
ପରମେଶ୍ବର ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ତିଆରି କରିଛନ୍ତି। ତେଣୁ ଯେ କହେି ମନୁଷ୍ଯକୁ ହତ୍ଯା କରିବ ସେ ନିଶ୍ଚିତ ଅନ୍ୟ ମନୁଷ୍ଯ ଦ୍ବାରା ମରାୟିବ।