ଦିତୀୟ ବିବରଣ 18:1 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 18 ଦିତୀୟ ବିବରଣ 18:1

Deuteronomy 18:1
ଲବେୀୟ ପରିବାରବର୍ଗର ଇଶ୍ରାୟେଲଙ୍କଠାରକ୍ସ୍ଟ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ଯେଉଁମାନେ ଯାଜକ ହବେେ, ସମାନେେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାଙ୍କର ଅଧିକୃତ ଦ୍ରବ୍ଯ ଭୋଗ କରବେ।

Deuteronomy 18Deuteronomy 18:2

Deuteronomy 18:1 in Other Translations

King James Version (KJV)
The priests the Levites, and all the tribe of Levi, shall have no part nor inheritance with Israel: they shall eat the offerings of the LORD made by fire, and his inheritance.

American Standard Version (ASV)
The priests the Levites, `even' all the tribe of Levi, shall have no portion nor inheritance with Israel: they shall eat the offerings of Jehovah made by fire, and his inheritance.

Bible in Basic English (BBE)
The priests, the Levites, that is, all the tribe of Levi, will have no part or heritage with Israel: their food and their heritage will be the offerings of the Lord made by fire.

Darby English Bible (DBY)
The priests, the Levites, [and] the whole tribe of Levi, shall have no portion nor inheritance with Israel: Jehovah's offerings by fire, and his inheritance shall they eat,

Webster's Bible (WBT)
The priests the Levites, and all the tribe of Levi, shall have no part nor inheritance with Israel: they shall eat the offerings of the LORD made by fire, and his inheritance.

World English Bible (WEB)
The priests the Levites, [even] all the tribe of Levi, shall have no portion nor inheritance with Israel: they shall eat the offerings of Yahweh made by fire, and his inheritance.

Young's Literal Translation (YLT)
`There is not to the priests the Levites -- all the tribe of Levi -- a portion and inheritance with Israel; fire-offerings of Jehovah, even His inheritance, they eat,

and
no
לֹֽאlōʾloh
shall
have
יִ֠הְיֶהyihyeYEE-yeh
The
priests
לַכֹּֽהֲנִ֨יםlakkōhănîmla-koh-huh-NEEM
Levites,
the
הַלְוִיִּ֜םhalwiyyimhahl-vee-YEEM
all
the
כָּלkālkahl
tribe
Levi,
שֵׁ֧בֶטšēbeṭSHAY-vet
of
לֵוִ֛יlēwîlay-VEE
part
חֵ֥לֶקḥēleqHAY-lek
nor
inheritance
וְנַֽחֲלָ֖הwĕnaḥălâveh-na-huh-LA
with
עִםʿimeem
Israel:
יִשְׂרָאֵ֑לyiśrāʾēlyees-ra-ALE
the
offerings
Lord
אִשֵּׁ֧יʾiššêee-SHAY
the
of
יְהוָ֛הyĕhwâyeh-VA
made
by
fire,
וְנַֽחֲלָת֖וֹwĕnaḥălātôveh-na-huh-la-TOH
and
his
inheritance.
eat
shall
they
יֹֽאכֵלֽוּן׃yōʾkēlûnYOH-hay-LOON

Cross Reference

ଦିତୀୟ ବିବରଣ 10:9
ଏଥିପାଇଁ ଲବେୀର ଆପଣା ପରିବାରବର୍ଗ ମଧିଅରେ କୌଣସି ଅଂଶ କି ଅଧିକାର ନାହିଁ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତାହାକକ୍ସ୍ଟ ଯାହା କହିଅଛନ୍ତି, ତଦନକ୍ସ୍ଟସା ରେ ସଦାପ୍ରଭୁ ହିଁ ତାହାର ଅଧିକାର।

ଯିହୋଶୂୟ 13:14
କବଳେ ଲବେୀ ଏକ ବଂଶଧର ଯେ କି ଜମା ଭୂମି ପାଇନଥିଲେ। ଲବେୀୟମାନେ ଶସ୍ଯ ନବୈେଦ୍ଯ ଓ ହାମବେଳି ପାଇଲେ, ଯାହାକି ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନକ୍ସ୍ଟସା ରେ ଥିଲା।

ଦିତୀୟ ବିବରଣ 12:19
ସାବଧାନ ହବେ, ତୁମ୍ଭମାନେେ ଆପଣା ଭୂମିରେ ବାସ କରିବା ୟାଏ ଓ ବଞ୍ଚି ରହିଥିବା ୟାଏ ଲବେୀୟମାନଙ୍କୁ ତ୍ଯାଗ କରିବ ନାହିଁ।

ଗଣନା ପୁସ୍ତକ 18:20
ସଦାପ୍ରଭୁ ହାରୋଣଙ୍କୁ କହିଲେ, ସମାନଙ୍କେ ଭୂମିରେ ତୁମର କୈଣସି ଅଧିକାର ରହିବ ନାହିଁ, ସମାନଙ୍କେ ମଧିଅରେ ତୁମ୍ଭର କୌଣସି ଭାଗ ରହିବ ନାହିଁ। ମାତ୍ର ଇଶ୍ରାୟେଲର ଲୋକମାନଙ୍କ ମଧିଅରେ ମୁଁ ହିଁ ତୁମ୍ଭର ଭାଗ ଓ ତୁମ୍ଭର ଅଧିକାର।

ଗଣନା ପୁସ୍ତକ 18:8
ତା'ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, ମାେତେ ଦିଆୟାଇଥିବା ଉପହାରର ଦାଯୀତ୍ବ ମୁଁ ତୁମ୍ଭକୁ ଦଲେି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ଯ ସମାନଙ୍କେର ଚିରସ୍ଥାଯୀ ଅଂଶ ହବେ।

ପିତରଙ୍କ ପ୍ରଥମ ପତ୍ 5:2
ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 9:13
ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସବେକ ସମାନେେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବଦେୀର ସବୋ ରେ ନିୟୁକ୍ତ ସମାନେେ ବଦେୀକୁ ଅଣାଯାଇଥିବା ନବୈେଦ୍ଯରୁ କିଛି ଭାଗ ପାଆନ୍ତି।

ଯିହୋଶୂୟ 18:7
ଏଥି ରେ ଲବେୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସମାନଙ୍କେର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସବୋ କରିବା। ଏବଂ ଗାଦ୍, ରକ୍ସ୍ଟବନ୍େ, ମନଃଶିର ଓ ଅର୍ଦ୍ଧବଂଶ ୟର୍ଦ୍ଦନ ପୂର୍ବ ପାରି ରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସବେକ ମାଶାେ ୟିଏ ସମାନଙ୍କେୁ ଏ ଭୂମି ଦେଲେ।

ଯିହୋଶୂୟ 13:33
ମାଶାେ ଲବେୀ ବଂଶଧରମାନଙ୍କୁ ଆଦୌ ଭୂମି ଦଇନେଥିଲେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସମାନଙ୍କେର ଉତ୍ତରାଧିକାରୀ।

ଗଣନା ପୁସ୍ତକ 26:62
ଲବେୀୟମାନଙ୍କର ସମୁଦାଯ ଏକ ମାସର ପୁରୁଷ ଓ ବଯଜେଷ୍ଠ ସଂଖ୍ଯା 23,000 ହେଲା। କିନ୍ତୁ ସମାନଙ୍କେୁ ଇଶ୍ରାୟେଲର ଲୋକ ବୋଲି ଗଣନା କରାଗଲା ନାହିଁ କାରଣ ଇଶ୍ରାୟେଲର ଲୋକମାନଙ୍କର ପରି ସମାନଙ୍କେୁ ଭୂମି ଦିଆଗଲା ନାହିଁ।