ଦିତୀୟ ବିବରଣ 16:7 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 16 ଦିତୀୟ ବିବରଣ 16:7

Deuteronomy 16:7
ଆଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ, ସହେି ସ୍ଥାନ ରେ ତୁମ୍ଭେ ତାହା ରାନ୍ଧି ଭୋଜନ କରିବ। ତହକ୍ସ୍ଟଁ ତୁମ୍ଭେ ପ୍ରଭାତ ରେ ଆପଣା ତମ୍ବୁକକ୍ସ୍ଟ ଫରେିୟିବ।

Deuteronomy 16:6Deuteronomy 16Deuteronomy 16:8

Deuteronomy 16:7 in Other Translations

King James Version (KJV)
And thou shalt roast and eat it in the place which the LORD thy God shall choose: and thou shalt turn in the morning, and go unto thy tents.

American Standard Version (ASV)
And thou shalt roast and eat it in the place which Jehovah thy God shall choose: and thou shalt turn in the morning, and go unto thy tents.

Bible in Basic English (BBE)
It is to be cooked and taken as food in the place marked out by the Lord: and in the morning you are to go back to your tents.

Darby English Bible (DBY)
And thou shalt cook and eat it at the place which Jehovah thy God will choose; and in the morning shalt thou turn and go unto thy tents.

Webster's Bible (WBT)
And thou shalt roast and eat it in the place which the LORD thy God shall choose: and thou shalt turn in the morning, and go to thy tents.

World English Bible (WEB)
You shall roast and eat it in the place which Yahweh your God shall choose: and you shall turn in the morning, and go to your tents.

Young's Literal Translation (YLT)
and thou hast cooked and eaten in the place on which Jehovah thy God doth fix, and hast turned in the morning, and gone to thy tents;

And
thou
shalt
roast
וּבִשַּׁלְתָּ֙ûbiššaltāoo-vee-shahl-TA
and
eat
וְאָ֣כַלְתָּ֔wĕʾākaltāveh-AH-hahl-TA
place
the
in
it
בַּמָּק֕וֹםbammāqômba-ma-KOME
which
אֲשֶׁ֥רʾăšeruh-SHER
the
Lord
יִבְחַ֛רyibḥaryeev-HAHR
God
thy
יְהוָ֥הyĕhwâyeh-VA
shall
choose:
אֱלֹהֶ֖יךָʾĕlōhêkāay-loh-HAY-ha
and
thou
shalt
turn
בּ֑וֹboh
morning,
the
in
וּפָנִ֣יתָûpānîtāoo-fa-NEE-ta
and
go
בַבֹּ֔קֶרbabbōqerva-BOH-ker
unto
thy
tents.
וְהָֽלַכְתָּ֖wĕhālaktāveh-ha-lahk-TA
לְאֹֽהָלֶֽיךָ׃lĕʾōhālêkāleh-OH-ha-LAY-ha

Cross Reference

ଦିତୀୟ ବଂଶାବଳୀ 35:13
ଲବେୀୟମାନଙ୍କୁ ଯେ ପ୍ରକାର ଆଦେଶ ଦିଆୟାଇଥିଲା, ସମାନେେ ସହେି ପ୍ରକା ରେ ଅଗ୍ନି ଉପରେ ନିସ୍ତାରପର୍ବର ବଳିକୁ ପାକ କଲେ। ଆଉ ସମାନେେ ହାଣ୍ଡି, କେଟ୍ଲି ଓ କରଇେ ରେ ପବିତ୍ର ନବୈେଦ୍ଯଗୁଡ଼ିକୁ ସିଦ୍ଧ କଲେ। ଏହାପରେ ସମାନେେ ଶୀଘ୍ର ସହେି ମାଂସକୁ ଲୋକମାନଙ୍କୁ ଦେଲେ।

ଯାତ୍ରା ପୁସ୍ତକ 12:8
ସହେି ରାତ୍ରି ରେ, ତୁମ୍ଭେ ତା'ର ମାଂସକୁ ଅଗ୍ନି ରେ ଦଗ୍ଧ କରି ତାଡି ଶୂନ୍ଯ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।

ଦିତୀୟ ବିବରଣ 16:2
ତୁମ୍ଭେ ନିସ୍ତାର ପର୍ବୀଯ ନବୈେଦ୍ଯ ପାଇଁ ଗୋମଷୋଦି ପଲରକ୍ସ୍ଟ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ଦବେ, ଯେଉଁଠା ରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।

ଦିତୀୟ ବିବରଣ 16:6
ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସଠାେରେ ନିସ୍ତାର ପର୍ବର ବଳି ଉତ୍ସର୍ଗ କରିବା ଉଚିତ୍। ସଂନ୍ଧ୍ଯା ସମୟର, ସୂର୍ୟ୍ଯାସ୍ତ ବେଳେ ତୁମ୍ଭେ ତାହା କର। ଠିକ୍ ସହେି ସମୟରେ ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାର କରି ଅଣା ହାଇେଥିଲା।

ଦିତୀୟ ରାଜାବଳୀ 23:23
ସମାନେେ ଯୋଶିୟଯ ରାଜାଙ୍କର ରାଜତ୍ବର ଆଷ୍ଟାଦଶ ବର୍ଷ ରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟିରୁଶାଲମ ରେ ପାଳନ କଲେ।

ଗୀତସଂହିତା 22:14
ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

ଯୋହନଲିଖିତ ସୁସମାଚାର 2:13
ସେତବେେଳେ ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇେଆସୁଥିଲା। ତେଣୁ ଯୀଶୁ ୟିରୂଶାଲମକୁ ଗଲେ।

ଯୋହନଲିଖିତ ସୁସମାଚାର 2:23
ଯୀଶୁ ନିସ୍ତାରପର୍ବ ପାଇଁ ୟିରୁଶାଲମ ରେ ଥିଲେ। ଅନକେ ଲୋକ ତାହାଙ୍କ ଉପରେ ବିଶ୍ବାସ କରିଲେ। କାରଣ ସମାନେେ ତାହାଙ୍କ ଦ୍ବାରା କରାଯାଇଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ଦେଖିଲେ।

ଯୋହନଲିଖିତ ସୁସମାଚାର 11:55
ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।