Deuteronomy 15:22
କିନ୍ତୁ ନିଜ ଫାଟକ ଭିତ ରେ ତୁମ୍ଭମାନେେ ତାକକ୍ସ୍ଟ ଭୋଜନ କରିପାରିବ। ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ତସାର ଓ ହରିଣ ମାଂସ ଭୋଜନ କରିବାର ନିଯମ ଯାହା ଏହି ମାଂସ ଭୋଜନ କରିବାର ନିଯମ ଠିକ୍ ତାହା।
Deuteronomy 15:22 in Other Translations
King James Version (KJV)
Thou shalt eat it within thy gates: the unclean and the clean person shall eat it alike, as the roebuck, and as the hart.
American Standard Version (ASV)
Thou shalt eat it within thy gates: the unclean and the clean `shall eat it' alike, as the gazelle, and as the hart.
Bible in Basic English (BBE)
It may be used for food in your houses: the unclean and the clean may take of it, as of the gazelle and the roe.
Darby English Bible (DBY)
In thy gates shalt thou eat it; the unclean and the clean [shall eat it] alike, as the gazelle and as the hart.
Webster's Bible (WBT)
Thou shalt eat it within thy gates: the unclean and the clean person shall eat it alike, as the roebuck, and as the hart.
World English Bible (WEB)
You shall eat it within your gates: the unclean and the clean [shall eat it] alike, as the gazelle, and as the hart.
Young's Literal Translation (YLT)
within thy gates thou dost eat it, the unclean and the clean alike, as the roe, and as the hart.
| Thou shalt eat | בִּשְׁעָרֶ֖יךָ | bišʿārêkā | beesh-ah-RAY-ha |
| it within thy gates: | תֹּֽאכְלֶ֑נּוּ | tōʾkĕlennû | toh-heh-LEH-noo |
| unclean the | הַטָּמֵ֤א | haṭṭāmēʾ | ha-ta-MAY |
| and the clean | וְהַטָּהוֹר֙ | wĕhaṭṭāhôr | veh-ha-ta-HORE |
| alike, it eat shall person | יַחְדָּ֔ו | yaḥdāw | yahk-DAHV |
| as the roebuck, | כַּצְּבִ֖י | kaṣṣĕbî | ka-tseh-VEE |
| and as the hart. | וְכָֽאַיָּֽל׃ | wĕkāʾayyāl | veh-HA-ah-YAHL |
Cross Reference
ଦିତୀୟ ବିବରଣ 12:15
ତୁମ୍ଭମାନେେ ଯେଉଁଠା ରେ ବାସ କରିବ, ସଠାେରେ ତୁମ୍ଭମାନେେ କୃଷ୍ନସାର ଓ ମୃଗ ଜାତୀଯ ସକ୍ସ୍ଟସ୍ଥ ପ୍ରାଣୀ ବଧକରି ଆପଣା ଇଛା ମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କଠାରକ୍ସ୍ଟ ପ୍ରାଲ୍ଗ ଆଶୀର୍ବାଦ ଅନକ୍ସ୍ଟସା ରେ ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକମାନେ ମଧ୍ଯ ଏହି ମାଂସ ଭକ୍ଷଣ କରିପାରିବେ।
ଦିତୀୟ ବିବରଣ 12:21
ଏହା ଯଦି ଅଧିକ ଦୂର ହକ୍ସ୍ଟଏ, ଏବଂ ତୁମ୍ଭେ ଯଦି ମାଂସ ପାଇଁ ଭୋକିଲା ହକ୍ସ୍ଟଅ, ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କର ଦତ୍ତ ଯେ କୌଣସି ପଶକ୍ସ୍ଟର ମାଂସ ଖାଇପାରିବ। ତୁମ୍ଭମାନେେ ସହେି ପଶକ୍ସ୍ଟକକ୍ସ୍ଟ ନିଅ, ତାକକ୍ସ୍ଟ ବଧକର ଓ ନିଜ ଫାଟକ ଭିତ ରେ ଭୋଜନ କର। ମୁ ଯେପରି ଆଜ୍ଞା କଲି, ତୁମ୍ଭମାନେେ ଏପରି କରିବା ଉଚିତ୍। ତୁମ୍ଭମାନେେ ଏହି ମାଂସ ଯେଉଁଠା ରେ ବାସ କଲେ ମଧ୍ଯ ସହେିଠା ରେ ଖାଇ ପାରିବ।