Deuteronomy 12:16
ତୁମ୍ଭମାନେେ ରକ୍ତ ଭୋଜନ କରିବ ନାହିଁ। ଜଳତକ୍ସ୍ଟଲ୍ଯ ତାହା ଭୂମିରେ ଢାଳି ଦବେ।
Deuteronomy 12:16 in Other Translations
King James Version (KJV)
Only ye shall not eat the blood; ye shall pour it upon the earth as water.
American Standard Version (ASV)
Only ye shall not eat the blood; thou shalt pour it out upon the earth as water.
Bible in Basic English (BBE)
But you may not take the blood for food, it is to be drained out on the earth like water.
Darby English Bible (DBY)
Only, ye shall not eat the blood; ye shall pour it upon the earth as water.
Webster's Bible (WBT)
Only ye shall not eat the blood; ye shall pour it upon the earth as water.
World English Bible (WEB)
Only you shall not eat the blood; you shall pour it out on the earth as water.
Young's Literal Translation (YLT)
`Only, the blood ye do not eat -- on the earth thou dost pour it as water;
| Only | רַ֥ק | raq | rahk |
| ye shall not | הַדָּ֖ם | haddām | ha-DAHM |
| eat | לֹ֣א | lōʾ | loh |
| the blood; | תֹאכֵ֑לוּ | tōʾkēlû | toh-HAY-loo |
| pour shall ye | עַל | ʿal | al |
| it upon | הָאָ֥רֶץ | hāʾāreṣ | ha-AH-rets |
| the earth | תִּשְׁפְּכֶ֖נּוּ | tišpĕkennû | teesh-peh-HEH-noo |
| as water. | כַּמָּֽיִם׃ | kammāyim | ka-MA-yeem |
Cross Reference
ଆଦି ପୁସ୍ତକ 9:4
କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦବେି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତ ରେ ଜୀବନ ଅଛି।
ଦିତୀୟ ବିବରଣ 15:23
ତୁମ୍ଭମାନେେ କବଳେ ତା'ର ରକ୍ତ ଭୋଜନ କରିପାରିବ ନାହିଁ। ତୁମ୍ଭମାନେେ ଜଳପରି ତାହାକକ୍ସ୍ଟ ଭୂମିରେ ଢାଳି ଦବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 15:29
ତୁମ୍ଭମାନେେ ମୂର୍ତ୍ତିଗୁଡ଼ିକ ନିକଟରେ ସମର୍ପିତ ଖାଦ୍ୟ ଖାଇବ ନାହିଁ। ତୁମ୍ଭମାନେେ ରକ୍ତ ଖାଇବ ନାହିଁ। ତଣ୍ଟି ଚ଼ିପି ମରାଯାଇଥିବା ପଶୁମାନଙ୍କୁ ତୁମ୍ଭମାନେେ ଖାଇବ ନାହିଁ। ତୁମ୍ଭମାନେେ ୟୌନ ପାପସବୁ କରିବନାହିଁ।
ଲେବୀୟ ପୁସ୍ତକ 7:26
ତୁମ୍ଭମାନେେ ଯେଉଁଠା ରେ ବାସ କରନା କାହିଁକି ତୁମ୍ଭମାନେ କୌଣସି ପଶୁ କିମ୍ବା ପକ୍ଷୀର ରକ୍ତ ଭୋଜନ କରିବ ନାହିଁ।
ଲେବୀୟ ପୁସ୍ତକ 17:10
ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।
ଦିତୀୟ ବିବରଣ 12:23
କିନ୍ତୁ ସାବଧାନ, ସମାନଙ୍କେର ରକ୍ତ ଖାଇବ ନାହିଁ। କାରଣ ରକ୍ତହିଁ ପ୍ରାଣ। ଆଉ ମାଂସ ସହିତ ପ୍ରାଣ ଭୋଜନ କରିବ ନାହିଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:4
ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।