Index
Full Screen ?
 

ଦିତୀୟ ବିବରଣ 10:22

Deuteronomy 10:22 ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 10

ଦିତୀୟ ବିବରଣ 10:22
ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତକ୍ସ୍ଟରି ପ୍ରାଣୀ ସହିତ ମିଶରକକ୍ସ୍ଟ ୟାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହକ୍ସ୍ଟ ସଂଖ୍ଯକ କରିଛନ୍ତି।

Thy
fathers
בְּשִׁבְעִ֣יםbĕšibʿîmbeh-sheev-EEM
went
down
נֶ֔פֶשׁnepešNEH-fesh
into
Egypt
יָֽרְד֥וּyārĕdûya-reh-DOO
ten
and
threescore
with
אֲבֹתֶ֖יךָʾăbōtêkāuh-voh-TAY-ha
persons;
מִצְרָ֑יְמָהmiṣrāyĕmâmeets-RA-yeh-ma
and
now
וְעַתָּ֗הwĕʿattâveh-ah-TA
Lord
the
שָֽׂמְךָ֙śāmĕkāsa-meh-HA
thy
God
יְהוָ֣הyĕhwâyeh-VA
hath
made
אֱלֹהֶ֔יךָʾĕlōhêkāay-loh-HAY-ha
stars
the
as
thee
כְּכֽוֹכְבֵ֥יkĕkôkĕbêkeh-hoh-heh-VAY
of
heaven
הַשָּׁמַ֖יִםhaššāmayimha-sha-MA-yeem
for
multitude.
לָרֹֽב׃lārōbla-ROVE

Cross Reference

ଆଦି ପୁସ୍ତକ 46:27
ଯୋଷଫଙ୍କେର ଦୁଇଟି ପୁତ୍ର ମିଶର ରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମାଟେ ସତୁରି ଜଣ ଯାକୁବଙ୍କ ପରିବାର ମିଶର ରେ ବାସ କରୁଥିଲେ।

ଆଦି ପୁସ୍ତକ 15:5
ଏହାପରେ ପରମେଶ୍ବର ତାଙ୍କୁ ବାହାରକୁ ନେଲେ ଓ କହିଲେ, ଉର୍ଦ୍ଧ ରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରିପାରିବ। ଏବଂ ସେ ମଧ୍ଯ କହିଲେ, ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ଯକ ହବେେ।

ଦିତୀୟ ବିବରଣ 1:10
ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।

ଯାତ୍ରା ପୁସ୍ତକ 1:5
ମାଟେ ରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷଫଙ୍କେ ଆଗରୁ ମିଶରର ଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:14
ତେଣୁ ଯୋଷଫେ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡ଼କଇେ ଆଣିଲେ। ସମାନେେ ସମୁଦାୟ ସତୁରି ଜଣ ଥିଲେ।

ନିହିମିୟା 9:23
ତୁମ୍ଭେ ସମାନଙ୍କେ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ଯ ବହୁ ସଂଖ୍ଯକ କଲ। ଯେଉଁଦେଶ ସମାନେେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସମାନଙ୍କେ ପୂର୍ବପୁରୁଷଗଣଙ୍କଠା ରେ ଶପଥ କରିଥିଲ, ସହେି ଦେଶକୁ ସମାନଙ୍କେୁ ଆଣିଲ।

ଦିତୀୟ ବିବରଣ 28:62
ତୁମ୍ଭମାନଙ୍କର ସଂଖ୍ଯା ତାରାମାନଙ୍କ ପରି ବହକ୍ସ୍ଟତ ହାଇେଥିବା କିନ୍ତୁ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଖକ୍ସ୍ଟବ୍ କମ ସଂଖ୍ଯକ ରହିଯିବେ। କାରଣ ତୁମ୍ଭମାନେେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯପ୍ରତି ଧ୍ଯାନ ଦଲେ ନାହିଁ।

ଗଣନା ପୁସ୍ତକ 26:62
ଲବେୀୟମାନଙ୍କର ସମୁଦାଯ ଏକ ମାସର ପୁରୁଷ ଓ ବଯଜେଷ୍ଠ ସଂଖ୍ଯା 23,000 ହେଲା। କିନ୍ତୁ ସମାନଙ୍କେୁ ଇଶ୍ରାୟେଲର ଲୋକ ବୋଲି ଗଣନା କରାଗଲା ନାହିଁ କାରଣ ଇଶ୍ରାୟେଲର ଲୋକମାନଙ୍କର ପରି ସମାନଙ୍କେୁ ଭୂମି ଦିଆଗଲା ନାହିଁ।

ଗଣନା ପୁସ୍ତକ 26:51
ଇଶ୍ରାୟେଲୀୟ ପୁରୁଷମାନଙ୍କ ସଂଖ୍ଯା 6,01,730 ଥିଲା।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:12
ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସହେି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ଯ ସନ୍ତାନ ଜନ୍ମଗ୍ରହଣ କଲେ।

Chords Index for Keyboard Guitar