ଦିତୀୟ ବିବରଣ 1:9 in Oriya

ଓଡିଆ ଓଡିଆ ବାଇବେଲ ଦିତୀୟ ବିବରଣ ଦିତୀୟ ବିବରଣ 1 ଦିତୀୟ ବିବରଣ 1:9

Deuteronomy 1:9
ମାଶାେ କହିଲେ, ସେ ସମୟରେ ମୁ ତୁମ୍ଭମାନଙ୍କୁ କହିଲି, ମୁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବକ୍ସ୍ଟଝିପାରିବି ନାହିଁ।

Deuteronomy 1:8Deuteronomy 1Deuteronomy 1:10

Deuteronomy 1:9 in Other Translations

King James Version (KJV)
And I spake unto you at that time, saying, I am not able to bear you myself alone:

American Standard Version (ASV)
And I spake unto you at that time, saying, I am not able to bear you myself alone:

Bible in Basic English (BBE)
At that time I said to you, I am not able to undertake the care of you by myself;

Darby English Bible (DBY)
And I spoke unto you at that time, saying, I am not able to bear you myself alone.

Webster's Bible (WBT)
And I spoke to you at that time, saying, I am not able to bear you myself alone:

World English Bible (WEB)
I spoke to you at that time, saying, I am not able to bear you myself alone:

Young's Literal Translation (YLT)
`And I speak unto you at that time, saying, I am not able by myself to bear you;

And
I
spake
וָֽאֹמַ֣רwāʾōmarva-oh-MAHR
unto
אֲלֵכֶ֔םʾălēkemuh-lay-HEM
that
at
you
בָּעֵ֥תbāʿētba-ATE
time,
הַהִ֖ואhahiwha-HEEV
saying,
לֵאמֹ֑רlēʾmōrlay-MORE
able
not
am
I
לֹֽאlōʾloh

אוּכַ֥לʾûkaloo-HAHL
to
bear
לְבַדִּ֖יlĕbaddîleh-va-DEE
you
myself
alone:
שְׂאֵ֥תśĕʾētseh-ATE
אֶתְכֶֽם׃ʾetkemet-HEM

Cross Reference

ଯାତ୍ରା ପୁସ୍ତକ 18:18
ଏହିସବୁ କାର୍ୟ୍ଯ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ୟ୍ଯ କରିପାରିବା ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦବେ ଏବଂ ଏହା ଲୋକମାନଙ୍କୁ କ୍ଲାନ୍ତ ଆଣିଦବେ।

ଗଣନା ପୁସ୍ତକ 11:11
ତହୁଁ ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମାେ ଉପରେ କୋର୍ଧ ଦଖାେଉଛ? କାହିଁକି ଆପଣା ମାେ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

ଗଣନା ପୁସ୍ତକ 11:17
ମୁଁ ସହେି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବି ଓ ତୁମ୍ଭଠା ରେ ଯେଉଁ ଆତ୍ମା ଅଛି ତହିଁରୁ ନଇେ ସମାନଙ୍କେୁ ଦବୋ, ତହିଁରେ ତୁମ୍ଭେ ଯେପରି ଏକାକୀ ଭାର ବହନ କରିବନାହିଁ, ସେଥିପାଇଁ ସମାନେେ ମଧ୍ଯ ତୁମ୍ଭ ସହିତ ଦାଯିତ୍ବ ଭାର ବହନ କରିବେ।