Deuteronomy 1:46
ତେଣୁ ତୁମ୍ଭମାନେେ କାଦେଶ ରେ ବହକ୍ସ୍ଟଦିନ ପର୍ୟ୍ଯନ୍ତ ରହିଲ।
Deuteronomy 1:46 in Other Translations
King James Version (KJV)
So ye abode in Kadesh many days, according unto the days that ye abode there.
American Standard Version (ASV)
So ye abode in Kadesh many days, according unto the days that ye abode `there'.
Bible in Basic English (BBE)
So you were kept waiting in Kadesh for a long time.
Darby English Bible (DBY)
And ye abode in Kadesh many days, according unto the days that ye abode [there].
Webster's Bible (WBT)
So ye abode in Kadesh many days, according to the days that ye abode there.
World English Bible (WEB)
So you abode in Kadesh many days, according to the days that you abode [there].
Young's Literal Translation (YLT)
and ye dwell in Kadesh many days, according to the days which ye had dwelt.
| So ye abode | וַתֵּֽשְׁב֥וּ | wattēšĕbû | va-tay-sheh-VOO |
| in Kadesh | בְקָדֵ֖שׁ | bĕqādēš | veh-ka-DAYSH |
| many | יָמִ֣ים | yāmîm | ya-MEEM |
| days, | רַבִּ֑ים | rabbîm | ra-BEEM |
| days the unto according | כַּיָּמִ֖ים | kayyāmîm | ka-ya-MEEM |
| that | אֲשֶׁ֥ר | ʾăšer | uh-SHER |
| ye abode | יְשַׁבְתֶּֽם׃ | yĕšabtem | yeh-shahv-TEM |
Cross Reference
ଗଣନା ପୁସ୍ତକ 20:1
ଇଶ୍ରାୟେଲର ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସ ରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସମାନେେ କାଦେଶ ରେ ବାସ କଲେ। ମରିଯମ ସହେି ସ୍ଥାନ ରେ ମୃତ୍ଯୁବରଣ କଲେ ଓ ତାଙ୍କୁ ସଠାେରେ କବର ଦିଆଗଲା।
ଗଣନା ପୁସ୍ତକ 20:22
ସମସ୍ତ ଇଶ୍ରାୟେଲର ଲୋକମାନେ କାଦେଶରୁ ହାରେ ପର୍ବତକୁ ୟାତ୍ରା କଲେ।
ଗଣନା ପୁସ୍ତକ 14:25
ବର୍ତ୍ତମାନ ଅମାଲକେୀଯ ଓ କିଣାନୀଯମାନେ ତଳ ଭୂମିରେ ବାସ କରନ୍ତି। କାଲି ତୁମ୍ଭମାନେେ ଫରେି ଲୋହିତ ସାଗର ପଥଦଇେ ମରୁଭୂମି ଗମନ କରିବା ଉଚିତ୍।
ଗଣନା ପୁସ୍ତକ 14:34
ଗୋଟିଏ ବର୍ଷ ଗୋଟିଏ ଦିନ ହିସାବ ରେ ତୁମ୍ଭମାନେେ ଚାଳିଶ ବର୍ଷ ସହେି ଦେଶ ଅନୁସନ୍ଧାନ କରିବା ସମୟରେ ପ୍ରାନ୍ତରର ଏଣେ ତଣେେ ବୁଲିବ, ତା'ପରେ ମାରେ କୋରଧ ତୁମ୍ଭେ ଜାଣିବ।
ବିଚାରକର୍ତାମାନଙ୍କ ବିବରଣ 11:16
ଯେତବେେଳେ ଇଶ୍ରାୟେଲର ଲୋକମାନେ ମିଶର ପରିତ୍ଯାଗ କଲେ, ସମାନେେ ମରକ୍ସ୍ଟଭୂମିକକ୍ସ୍ଟ ଗଲେ। ଇଶ୍ରାୟେଲୀୟମାନେ ସକ୍ସ୍ଟଫ ସାଗରକକ୍ସ୍ଟ ଗଲେ ଓ ତା'ପରେ କାଦେଶକକ୍ସ୍ଟ ଗଲେ।