Index
Full Screen ?
 

ଦାନିଏଲ 1:6

Daniel 1:6 in Tamil ଓଡିଆ ବାଇବେଲ ଦାନିଏଲ ଦାନିଏଲ 1

ଦାନିଏଲ 1:6
ଏହି ୟୁବକମାନଙ୍କ ମଧିଅରେ ଯିହୁଦା ପରିବାରବର୍ଗୀଯ ଦାନିୟେଲ, ହନାନିଯ, ମୀଶାଯଲେ ଓ ଅସରିଯ ଥିଲେ।

Now
among
these
were
וַיְהִ֥יwayhîvai-HEE
of
the
children
בָהֶ֖םbāhemva-HEM
Judah,
of
מִבְּנֵ֣יmibbĕnêmee-beh-NAY
Daniel,
יְהוּדָ֑הyĕhûdâyeh-hoo-DA
Hananiah,
דָּנִיֵּ֣אלdāniyyēlda-nee-YALE
Mishael,
חֲנַנְיָ֔הḥănanyâhuh-nahn-YA
and
Azariah:
מִֽישָׁאֵ֖לmîšāʾēlmee-sha-ALE
וַעֲזַרְיָֽה׃waʿăzaryâva-uh-zahr-YA

Cross Reference

ଯିହିଜିକଲ 14:14
ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତବେେ ସମାନେେ ସମାନଙ୍କେର ଧାର୍ମିକତା ଦ୍ବାରା ନିଜର ପ୍ରାଣ ରକ୍ଷା କରିଥାନ୍ତେ, କିନ୍ତୁ ସମାନେେ ଦେଶକୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।

ଯିହିଜିକଲ 14:20
ଯଦି ନୋହ, ଦାନିୟେଲ, ଓ ଆୟୁବ ଥାନ୍ତେ ତବେେ ସମାନେେ କବଳେ ସମାନଙ୍କେର ଧାର୍ମିକତା ଦ୍ବାରା ରକ୍ଷା ପାଇଥାନ୍ତେ, ଏପରିକି ସମାନେେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ ଶପଥ କରନ୍ତି।

ମାଥିଉଲିଖିତ ସୁସମାଚାର 24:15
ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)

ଯିହିଜିକଲ 28:3
ଏବଂ ତୁମ୍ଭେ ଭାବୁଛ ଯେ, ତୁମ୍ଭେ ଦାନିୟେଲଠାରୁ ଅଧିକ ଜ୍ଞାନୀ, ସମସ୍ତ ନିଗୂଢ଼ କଥା ଲୋକମାନଙ୍କଠାରୁ ତୁମ୍ଭେ ଜାଣିପାରିବ।

ଦାନିଏଲ 2:17
ତା'ପ ରେ ଦାନିୟେଲ ସ୍ବଗୃହକୁ ୟାଇ ତା'ର ସାଙ୍ଗ ହନାନୀଯ, ମୀଶାଯଲେ ଓ ଆସରିଯଙ୍କୁ ରାଜାଜ୍ଞା ବିଷଯ ରେ ସକଳ ବୃତ୍ତାନ୍ତ ଜଣାଇଲେ।

ମାର୍କଲିଖିତ ସୁସମାଚାର 13:14
ତୁମ୍ଭମାନେେ, 'ଧ୍ବସଂ ଘଟାଉଥିବା ଭୟଙ୍କର ବସ୍ତୁକୁ' ଯେଉଁଠା ରେ ନ ରହିବା ଉଚିତ୍, ସହେି ସ୍ଥାନ ରେ ଥିବାର ଦେଖିବ। ଯେଉଁମାନେ ଏହା ପଢିବେ, ସମାନେେ ବୁଝିନବୋ ଉଚିତ୍ ଯେ ଏହାର ଅର୍ଥ କ'ଣ? ସେତବେେଳେ ୟିହୂଦାର ଲୋକମାନେ ପାହାଡ ଉପରକୁ ପଳଇବୋ ଉଚିତ।

Chords Index for Keyboard Guitar