Colossians 3:2
ସବୁବେଳେ ସହେି ସ୍ବର୍ଗର ବିଷୟଗୁଡ଼ିକ ଅନ୍ବଷେଣ କର, ମର୍ତ୍ତ୍ଯର ବିଷୟଗୁଡ଼ିକ ପାଇଁ ନୁହେଁ।
Colossians 3:2 in Other Translations
King James Version (KJV)
Set your affection on things above, not on things on the earth.
American Standard Version (ASV)
Set your mind on the things that are above, not on the things that are upon the earth.
Bible in Basic English (BBE)
Keep your mind on the higher things, not on the things of earth.
Darby English Bible (DBY)
have your mind on the things [that are] above, not on the things [that are] on the earth;
World English Bible (WEB)
Set your mind on the things that are above, not on the things that are on the earth.
Young's Literal Translation (YLT)
the things above mind ye, not the things upon the earth,
| Set your affection on | τὰ | ta | ta |
| things | ἄνω | anō | AH-noh |
| above, | φρονεῖτε | phroneite | froh-NEE-tay |
| not | μὴ | mē | may |
| on things | τὰ | ta | ta |
| on | ἐπὶ | epi | ay-PEE |
| the | τῆς | tēs | tase |
| earth. | γῆς | gēs | gase |
Cross Reference
ପ୍ରଥମ ବଂଶାବଳୀ 22:19
ବର୍ତ୍ତମାନ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦଯ ଓ ଆତ୍ମାକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠା ରେ ଅର୍ପଣ କର ଓ ସେ ଯାହା କହନ୍ତି, ତାହା କର। ସଦାପ୍ରଭୁ ପରମେଶ୍ବରଙ୍କର ପବିତ୍ର ବାସସ୍ଥାନ ନିର୍ମାଣ କର। ସଦାପ୍ରଭୁଙ୍କ ନାମ ନିମନ୍ତେ ମନ୍ଦିର ନିର୍ମାଣ କର। ଏହାପରେ, ନିଯମସିନ୍ଦୁକ ଓ ଅନ୍ଯାନ୍ଯ ପବିତ୍ର ବସ୍ତୁସବୁକୁ ମନ୍ଦିର ମଧ୍ଯକୁ ଆଣ।
ମାଥିଉଲିଖିତ ସୁସମାଚାର 16:23
ଯୀଶୁ ବୁଲିପଡି ପିତରଙ୍କୁ କହିଲେ, ଶୟତାନ! ମାେ ପାଖରୁ ଚାଲିଯାଅ। ତୁମ୍ଭେ ମାେ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ବରଙ୍କ ନିୟମକୁ ଖାତିର୍ କରୁନାହଁ। ଲୋକମାନେ ଯାହାକୁ ସହତ୍ତ୍ବପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଭାବୁଛ।
ଯୋହନଙ୍କ ପ୍ରଥମ ପତ୍ର 2:15
ତୁମ୍ଭମାନେେ ସଂସାରକୁ ବା ସେଥି ରେ ଥିବା ବିଷୟଗୁଡ଼ିକୁ ଭଲ ପାଅ ନାହିଁ। ଯଦି କହେି ସଂସାରକୁ ଭଲ ପାଏ, ତବେେ ପିତାଙ୍କ ପ୍ ରମେ ତାହାଠା ରେ ନାହିଁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:1
ତୁମ୍ଭମାନେେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁରୁ ଜୀବିତ ହାଇେଛ। ଅତଏବ ସ୍ବର୍ଗ ରେ ଥିବା ବିଷୟଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠା ରେ ଖ୍ରୀଷ୍ଟ, ପରମେଶ୍ବରଙ୍କ ଡାହାଣ ରେ ବସିଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:4
ବ୍ଯବସ୍ଥା ଆମ୍ଭକୁ ଯେପରି ହବୋ ପାଇଁ ଚା ହେଁ, ସହେି ଭଳି ହବୋ ପାଇଁ ପରମେଶ୍ବର ଏପରି କଲେ।ଆମ୍ଭେ ଏବେ ପାପପୂର୍ଣ ମାନବ ସ୍ବଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନ ଯାପନ କରୁଛୁ।
ଗୀତସଂହିତା 119:36
ମାେତେ ଧନୀ ହବୋ ପରିବର୍ତେ ମାେତେ ବାକ୍ଯ ବିଷଯରେ ବୁଝିବା ପାଇଁ ସାହାୟ୍ଯ କର।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19
ସମାନେେ ଯେପରି ଜୀବନ-ଯାପନ କରୁଛନ୍ତି, ତା'ର ପରିଣତି ବିନାଶ ଅଟେ। ସମାନେେ ପରମେଶ୍ବରଙ୍କୁ ସବୋ କରିବା ପରିବର୍ତେ ନିଜକୁ ଖୁସି କରିବା ପାଇଁ ବଞ୍ଚିଛନ୍ତି। ସମାନେେ ଲଜ୍ଜାଜନକ କାର୍ୟ୍ଯ କରନ୍ତି ଓ ସଗେୁଡ଼ିକ ପାଇଁ ଗର୍ବ କରନ୍ତି ଓ ସମାନେେ କବଳେ ପାର୍ଥିବ ବସ୍ତୁଗୁଡ଼ିକର ଚିନ୍ତା କରନ୍ତି।
ଲୂକଲିଖିତ ସୁସମାଚାର 12:15
ଯୀଶୁ କହିଲେ, ସାବଧାନର ସହିତ ସମସ୍ତ ପ୍ରକାର ଲୋଭରୁ ନିଜକୁ ଦୂର ରେ ରଖ। ନିଜର ଅଧିକାର ରେ ଥିବା ବିପୁଳ ସଂପତ୍ତରୁ କହେି କବେେ ଜୀବନ ପାଇ ପା ରନୋହିଁ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:5
ଅତଏବ, ୟୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହବୋ, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହାଇେ ରହିବା, ଯାହା ଏକ ମିଥ୍ଯା ଦବେତାକୁ ପୂଜା କରିବା ସଦୃଶ, ସଭେିଳ ବିଷୟଗୁଡ଼ିକୁ ନିଜ ଜୀବନଠାରୁ ଦୂର ରେ ରଖ। ଏହିଭଳି ଇଚ୍ଛାଗୁଡ଼ଇକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ଯା ଦବେତାର ସବୋ କରୁଛି।
ଗୀତସଂହିତା 91:14
ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।
ଲୂକଲିଖିତ ସୁସମାଚାର 16:8
ପରେ ମାଲିକ ସହେି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲଇେ ଦେଲେ। ତାହାଙ୍କ ଭଳି, ଅନ୍ଯଲୋକମାନଙ୍କ ସହିତ ବ୍ଯବସାୟ କରିବା ରେ ଏହି ସାଂସାରିକ ଲୋକମାନେ ଆଧ୍ଯାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:23
ଜୀବନ ଓ ମୁତ୍ଯୁ ମଧ୍ଯରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।
ଲୂକଲିଖିତ ସୁସମାଚାର 16:11
ତୁମ୍ଭମାନେେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ବାସ ଯୋଗ୍ଯ ବୋଲି ପ୍ରମାଣିତ ହାଇେ ପାରିବନାହିଁ, ତବେେ ତୁମ୍ଭମାନଙ୍କୁ ସତ୍ଯ ସମ୍ପତ୍ତି ପାଇଁ କିଏ ବିଶ୍ବାସ କରିବ?
ମାଥିଉଲିଖିତ ସୁସମାଚାର 6:19
ନିଜ ପାଇଁ ଏ ସଂସାର ରେ ଧନ ସଞ୍ଚୟ କରନାହିଁ। ଏଠା ରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରି ଦବେେ। ଗ୍ଭରେ ପଶି ସିନ୍ଧି କାଟି ଗ୍ଭରେୀ କରିନବେ।
ଲୂକଲିଖିତ ସୁସମାଚାର 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।
ଉପଦେଶକ 7:14
ଖୁସି ହୁଅ ଯେତବେେଳେ ତୁମ୍ଭ ପାଖ ରେ ସମ୍ପତ୍ତି ଅଛି କିନ୍ତୁ ଯେତବେେଳେ ତୁମ୍ଭେ ଦୁଃଖ ଅନୁଧ୍ଯାନ କର ପରମେଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ ଦଇେଛନ୍ତି। ଯାହା ଫଳ ରେ କୌଣସି ଲୋକ ଭବିଷ୍ଯତ ରେ କ'ଣ ଘଟିବ ତାହା ଜାଣିପାରିବ।
ଗୀତସଂହିତା 62:10
ଦୌରତ୍ମ୍ଯରେ ଭରସା କର ନାହିଁ। ଚୋରି କରି ଲାଭ କରିବାର ଚିନ୍ତା କର ନାହିଁ, ଏବଂ ୟଦି ତୁମ୍ଭେ ଧନୀ ହେଲ ତୁମ୍ଭର ଧନ ତୁମ୍ଭକୁ ସାହାୟ୍ଯ କରିବ ବୋଲି ଆଶା କର ନାହିଁ।
ଗୀତସଂହିତା 49:11
ସମାନଙ୍କେ କବର ସମାନଙ୍କେ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ ଏବଂ ୟତେେ ଭୂମି ସମାନେେ ଅଧିକାର କରିଥିଲେ ହେଁ, ଏହା ସମାନଙ୍କେ ପାଇଁ ମୂଲ୍ଯହୀନ ଅଟେ।
ପ୍ରଥମ ବଂଶାବଳୀ 29:3
ମୁଁ ମାରେପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସୁବର୍ଣ୍ଣ ଓ ରେ ୗପ୍ୟ ନିର୍ମିତ ଏକ ବିଶଷେ ଉପହାର ନିର୍ମାଣ କରୁଅଛି। ମୁଁ ଏହା କରୁଅଛି, କାରଣ ମାରେ ପରମେଶ୍ବରଙ୍କ ମନ୍ଦିର ନିର୍ମିତ ହେଉ ବୋଲି ମୁଁ ପ୍ରକୃତ ରେ ଚା ହେଁ। ଏହି ପବିତ୍ର ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଏହି ସମସ୍ତ ବସ୍ତୁ ଦାନ କରୁଅଛି।
ହିତୋପଦେଶ 23:5
ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।