ଆମୋଷ 9:3
ଯଦି ସମାନେେ ନିଜକୁ କର୍ମିଲ ଶୃଙ୍ଗ ରେ ଲୁଗ୍ଭନ୍ତି, ଆମ୍ଭେ ସମାନଙ୍କେୁ ଖାଜେି ସଠାରୁେ ମଧ୍ଯ ଧରି ଆଣିବା। ଯଦି ସମାନେେ ସମୁଦ୍ରର ନିମ୍ନ ଭାଗ ରେ ଲୁଚି ରହନ୍ତି, ତବେେ ଆମ୍ଭେ ସର୍ପକୁ ଆଦେଶ ଦବୋ ଓ ସହେି ସର୍ପ ସମାନଙ୍କେୁ ଦଂଶନ କରିବ।
And though | וְאִם | wĕʾim | veh-EEM |
they hide themselves | יֵחָֽבְאוּ֙ | yēḥābĕʾû | yay-ha-veh-OO |
top the in | בְּרֹ֣אשׁ | bĕrōš | beh-ROHSH |
of Carmel, | הַכַּרְמֶ֔ל | hakkarmel | ha-kahr-MEL |
search will I | מִשָּׁ֥ם | miššām | mee-SHAHM |
and take out | אֲחַפֵּ֖שׂ | ʾăḥappēś | uh-ha-PASE |
them thence; | וּלְקַחְתִּ֑ים | ûlĕqaḥtîm | oo-leh-kahk-TEEM |
and though | וְאִם | wĕʾim | veh-EEM |
hid be they | יִסָּ֨תְר֜וּ | yissātĕrû | yee-SA-teh-ROO |
from | מִנֶּ֤גֶד | minneged | mee-NEH-ɡed |
my sight | עֵינַי֙ | ʿênay | ay-NA |
bottom the in | בְּקַרְקַ֣ע | bĕqarqaʿ | beh-kahr-KA |
of the sea, | הַיָּ֔ם | hayyām | ha-YAHM |
thence | מִשָּׁ֛ם | miššām | mee-SHAHM |
command I will | אֲצַוֶּ֥ה | ʾăṣawwe | uh-tsa-WEH |
אֶת | ʾet | et | |
the serpent, | הַנָּחָ֖שׁ | hannāḥāš | ha-na-HAHSH |
and he shall bite | וּנְשָׁכָֽם׃ | ûnĕšākām | oo-neh-sha-HAHM |
Cross Reference
ଯିରିମିୟ 16:16
ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ଅନକେ କେଉଁଟା ଅଣାଇବା, ସମାନେେ ମତ୍ସ୍ଯପରି ସମାନଙ୍କେୁ ଧରିବେ। ତା'ପ ରେ ଆମ୍ଭେ ଅନକେ ବ୍ଯାଧ ଅଣାଇବା। ସମାନେେ ପ୍ରେତ୍ୟକକ ପର୍ବତରୁ, ପ୍ରେତ୍ୟକକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସମାନଙ୍କେୁ ଶିକାର କରି ଆଣିବେ।
ଆୟୁବ ପୁସ୍ତକ 34:22
ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ବରଙ୍କଠାରୁ ଲୁଚାଇପା ରେ।
ଯିଶାଇୟ 27:1
ସଦେିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ଖଡ୍ଗ ଦ୍ବାରା ଦ୍ରୁତଗାମୀ ସର୍ପ ଲିବିଯାଥନକୁ ଓ ବକ୍ରଗାମୀ ସର୍ପ ଲିବିଯାଥନକୁ ଶାସ୍ତି ଦବେେ ଓ ସମୁଦ୍ରସ୍ଥ ଦୀର୍ଘକାଯ ଜନ୍ତୁକୁ ସଂହାର କରିବେ।
ଗୀତସଂହିତା 139:9
ସଦାପ୍ରଭୁ ମୁଁ ୟଦି ପୂର୍ବକୁ ୟାଏଁ ଯେଉଁଠାରେ ସୂର୍ୟ୍ଯ ଉଦଯ ହେଉଅଛି। ୟଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ୟାଏ,
ଯିରିମିୟ 23:23
ସଦାପ୍ରଭୁ କହନ୍ତି, ଆମ୍ଭେ ପରମେଶ୍ବର। ଆମ୍ଭେ କି ନିକଟ କି ଦୂର ସବୁସ୍ଥାନ ରେ ପରମେଶ୍ବର ଅଟୁ।
ଆମୋଷ 1:2
ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।