Amos 8:8
ସହେି ୟୋଗୁ ସମଗ୍ରଦେଶ ଥରିବ। ସହେି ରାଜ୍ଯ ରେ ବାସ କରୁଥିବା ପ୍ରେତ୍ୟକକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହବେ।
Amos 8:8 in Other Translations
King James Version (KJV)
Shall not the land tremble for this, and every one mourn that dwelleth therein? and it shall rise up wholly as a flood; and it shall be cast out and drowned, as by the flood of Egypt.
American Standard Version (ASV)
Shall not the land tremble for this, and every one mourn that dwelleth therein? yea, it shall rise up wholly like the River; and it shall be troubled and sink again, like the River of Egypt.
Bible in Basic English (BBE)
Will not the land be shaking with fear because of this, and everyone in it have sorrow? and all of it will be overflowing like the River; and it will be troubled and go down again like the River of Egypt.
Darby English Bible (DBY)
Shall not the land tremble for this, and every one mourn that dwelleth therein? And it shall wholly rise up like the Nile; and it shall surge and sink down, as the river of Egypt.
World English Bible (WEB)
Won't the land tremble for this, And everyone mourn who dwells in it? Yes, it will rise up wholly like the River; And it will be stirred up and sink again, like the River of Egypt.
Young's Literal Translation (YLT)
For this doth not the land tremble, And mourned hath every dweller in it? And come up as a flood hath all of it. And it hath been cast out, and hath sunk, Like the flood of Egypt.
| Shall not | הַ֤עַל | haʿal | HA-al |
| the land | זֹאת֙ | zōt | zote |
| tremble | לֹֽא | lōʾ | loh |
| for | תִרְגַּ֣ז | tirgaz | teer-ɡAHZ |
| this, | הָאָ֔רֶץ | hāʾāreṣ | ha-AH-rets |
| one every and | וְאָבַ֖ל | wĕʾābal | veh-ah-VAHL |
| mourn | כָּל | kāl | kahl |
| that dwelleth | יוֹשֵׁ֣ב | yôšēb | yoh-SHAVE |
| up rise shall it and therein? | בָּ֑הּ | bāh | ba |
| wholly | וְעָלְתָ֤ה | wĕʿoltâ | veh-ole-TA |
| flood; a as | כָאֹר֙ | kāʾōr | ha-ORE |
| out cast be shall it and | כֻּלָּ֔הּ | kullāh | koo-LA |
| and drowned, | וְנִגְרְשָׁ֥ה | wĕnigrĕšâ | veh-neeɡ-reh-SHA |
| flood the by as | וְנִשְׁקְהָ֖ | wĕnišqĕhā | veh-neesh-keh-HA |
| of Egypt. | כִּיא֥וֹר | kîʾôr | kee-ORE |
| מִצְרָֽיִם׃ | miṣrāyim | meets-RA-yeem |
Cross Reference
ଆମୋଷ 9:5
ମାରେପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ୟିବ। ତତ୍ପ ରେ ସଠାେ ରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସହେି ଭୂମିର ଉତ୍ଥାନ ପତନ ଘଟିବ।
ହୋଶେୟ 4:3
ତେଣୁ ଦେଶଟି ବ୍ଯକ୍ତି ପରି ମୃତ୍ଯୁ ରେ କାନ୍ଦେ ଓ ତା'ର ଲୋକମାନେ ଦୁର୍ବଳ ହାଇପଡେନ୍ତି। ଏପରିକି ସ୍ଥଳଭାଗର ପ୍ରାଣୀ, ଆକାଶର ପକ୍ଷୀ ଓ ସାମୁଦ୍ରିକ ମତ୍ସ୍ଯ ମୃତ୍ଯୁବରଣ କରନ୍ତି।
ଯିରିମିୟ 46:8
ଏହା ହେଉଛି ମିଶର ଯେ କି ନୀଳନଦୀ ତୁଲ୍ଯ ଉଠୁଅଛି। ତା'ର ଜଳରାଶି ନଦୀ ସମୂହର ତୁଲ୍ଯ ଉତ୍କ୍ଷିପ୍ତ ହେଉଅଛି। ଆଉ ସେ କହୁଅଛି, 'ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି, ମୁଁ ନଗର ସମୂହକୁ ଓ ତନ୍ନିବାସୀ ଲୋକମାନଙ୍କୁ ନଷ୍ଟ କରିବି।'
ଗୀତସଂହିତା 18:7
ସତେିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ବର୍ଗରାଜ୍ଯର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କୋର୍ଧିତ ହେଲେ।
ଯିଶାଇୟ 5:25
ସତଣୁ ସଦାପ୍ରଭୁସସମାନଙ୍କ ଉପସର ଅତ୍ଯନ୍ତ କ୍ରୋଧାନ୍ବିତସହାଇଛନ୍ତି।ସସ ତାଙ୍କର ହସ୍ତ ଉତ୍ତୋଳନ କରିସସମାନଙ୍କୁ ଦଣ୍ଡସଦଲବ। ଏପରିକି ପର୍ବତଗଣ ଭୟଭୀତସହଲବ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ସର ପଡ଼ିରହିବ। ଏପରିକି ପରଲମଶ୍ବରଙ୍କସକାର୍ଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତସସମାନଙ୍କୁ ଦଣ୍ଡସଦଲବ।
ମାଥିଉଲିଖିତ ସୁସମାଚାର 24:30
ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।
ହଗୟ 2:6
କାହିଁକି? କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ଅଳ୍ପ ସମୟ ପ ରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ବର୍ଗ, ମର୍ତ୍ତ୍ଯ, ଜଳ ଓ ସ୍ଥଳ ରେ କମ୍ପନ ଆଣିବା।
ହବକକୂକ 3:5
ରୋଗଗୁଡିକ ତାଙ୍କ ଆଗେ ଆଗେ ଚାଲିଲେ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
ନାହୂମ 1:5
ସଦାପ୍ରଭୁ ଆସିବେ ଏବଂ ପର୍ବତଗୁଡିକ ଭୟ ରେ ଥରିବେ ଏବଂ ପାହାଡଗୁଡିକ ତରଳି ଯିବେ। ସଦାପ୍ରଭୁଙ୍କ ଆଗମନ ରେ ପୃଥିବୀ ମଧ୍ଯ ଭୟ ରେ ଥରିବ। ବିଶ୍ବର ସମସ୍ତ ବ୍ଯକ୍ତି ଭୟ ରେ ଥରିବେ।
ମୀଖା 1:3
ଦେଖ, ସଦାପ୍ରଭୁ ତାଙ୍କ ସ୍ଥାନରୁ ବାହାରି ଆସୁଛନ୍ତି। ସେ ଏହି ଭୂମିର ଉଚ୍ଚସ୍ଥାନମାନଙ୍କ ରେ ବିଚରଣ କରିବାକୁ ଓହ୍ଲାଇ ଆସୁଛନ୍ତି।
ଆମୋଷ 8:10
ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।
ହୋଶେୟ 10:5
ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।
ଦାନିଏଲ 9:26
ପୁଣି ବାଷଠି ସପ୍ତାହ ପ ରେ ଅଭିଷିକ୍ତ ବ୍ଯକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହବେେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ରସ୍ଥାନ ନଷ୍ଟ କରିବେ। ବନ୍ଯା ରେ ତାହା ଶଷେ ହବେ। ପୁଣି ଶଷେ ପର୍ୟ୍ଯନ୍ତ ୟୁଦ୍ଧ ହବେ। ଆଉ ପରମେଶ୍ବର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।
ଯିରିମିୟ 12:4
କେତକୋଳ ଦେଶ ଶୁଷ୍କ ରହିବ ଓ ସମୁଦାଯ ଦେଶ ରେ ତୃଣ ଶୁଷ୍କ ରହିବ ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷଯ ପାଇଛନ୍ତି। କାରଣ ଲୋକମାନେ କହିଲେ, ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶଷୋବସ୍ଥା ଦେଖିବ ନାହିଁ।
ଯିରିମିୟ 4:24
ମୁଁ ପର୍ବତମାଳାକୁ ଅନାଇ ଦେଖିଲି ସଗେୁଡ଼ିକ କିତ ହେଉଥିଲେ ଓ ଉପପର୍ବତଗୁଡ଼ିକ ଦୋହଲୁଥିଲେ।
ଯିଶାଇୟ 24:19
ପୃଥିବୀ ବିଦୀର୍ଣ୍ଣ ହାଇେ ଖଣ୍ଡ ବିଖଣ୍ଡିତ ହେଉଅଛି, ଏହା ଥରି ବିଚଳିତ ହାଇେ ନଷ୍ଟ ହେଉଅଛି।
ଯିଶାଇୟ 8:7
ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧ ରେ ଆଣିବି। ସମାନେେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ଯାର ସୋର୍ତ ପରି ପ୍ରବଳ ପରାକ୍ରମୀ ହାଇେ ଆସିବେ। ବନ୍ଯାଜଳ କୂଳ ଲଙ୍ଘନ କଲାପରି ସମାନେେ ସମସ୍ତଙ୍କ ଉପ ରେ ପ୍ରଭାବ ବିସ୍ତାର କରିବେ।
ଗୀତସଂହିତା 114:3
ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।
ଗୀତସଂହିତା 60:2
ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ। ଏହାର ଫାଟକକୁ ମରାମତି କର, କାରଣ ଏହାର ପତନ ହେଉଅଛି।