Amos 2
1 ସଦାପ୍ରଭୁ ଏହାହିଁ କହନ୍ତି: ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।
2 ତେଣୁ ଆମ୍ଭେ ମାୟୋବ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ଶିଖା କରିଯୋଥର ପ୍ରାସାଦଗୁଡିକ ଧ୍ବଂସ କରିଦବେ। ସଠାେ ରେ କୋଳାହଳ ଓ ତୂରୀର ଶଦ୍ଦ ହବେ ଏବଂ ମାଯାେବ ଧ୍ବଂସ ହବେ।
3 ମାତ୍ର ଆମ୍ଭେ ମାୟୋବର ରାଜାମାନଙ୍କୁ ହତ୍ଯା କରିବା ଏବଂ ମାୟୋବର ସମସ୍ତ ନେତାମାନଙ୍କର ଧ୍ବଂସ କରି ପତନ ଘଟାଇବା। ସଦାପ୍ରଭୁ ଏହାହିଁ କହନ୍ତି।
1 Thus saith the Lord; For three transgressions of Moab, and for four, I will not turn away the punishment thereof; because he burned the bones of the king of Edom into lime:
2 But I will send a fire upon Moab, and it shall devour the palaces of Kerioth: and Moab shall die with tumult, with shouting, and with the sound of the trumpet:
3 And I will cut off the judge from the midst thereof, and will slay all the princes thereof with him, saith the Lord.
Amos 2 in Tamil and English
1 ସଦାପ୍ରଭୁ ଏହାହିଁ କହନ୍ତି: ବହୁ ଅପରାଧ କରିଥିବା ମାୟୋବର ଲୋକମାନଙ୍କୁ ଆମ୍ଭେ ନିଶ୍ଚଯ ଦଣ୍ତ ଦବୋ। କାରଣ ମାୟୋବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡି଼ ଚୂର୍ଣ୍ଣ ରେ ପରିଣତ କରିଥିଲେ।
Thus saith the Lord; For three transgressions of Moab, and for four, I will not turn away the punishment thereof; because he burned the bones of the king of Edom into lime:
2 ତେଣୁ ଆମ୍ଭେ ମାୟୋବ ରେ ଅଗ୍ନି ସଂୟୋଗ କରିବା। ସହେି ଅଗ୍ନି ଶିଖା କରିଯୋଥର ପ୍ରାସାଦଗୁଡିକ ଧ୍ବଂସ କରିଦବେ। ସଠାେ ରେ କୋଳାହଳ ଓ ତୂରୀର ଶଦ୍ଦ ହବେ ଏବଂ ମାଯାେବ ଧ୍ବଂସ ହବେ।
But I will send a fire upon Moab, and it shall devour the palaces of Kerioth: and Moab shall die with tumult, with shouting, and with the sound of the trumpet:
3 ମାତ୍ର ଆମ୍ଭେ ମାୟୋବର ରାଜାମାନଙ୍କୁ ହତ୍ଯା କରିବା ଏବଂ ମାୟୋବର ସମସ୍ତ ନେତାମାନଙ୍କର ଧ୍ବଂସ କରି ପତନ ଘଟାଇବା। ସଦାପ୍ରଭୁ ଏହାହିଁ କହନ୍ତି।
And I will cut off the judge from the midst thereof, and will slay all the princes thereof with him, saith the Lord.