Acts 8:17
ତା'ପରେ ପ୍ ରରେିତମାନେ ଲୋକମାନଙ୍କ ଉପରେ ନିଜ ହୀତ ରଖିବାରୁ ସମାନେେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ।
Acts 8:17 in Other Translations
King James Version (KJV)
Then laid they their hands on them, and they received the Holy Ghost.
American Standard Version (ASV)
Then laid they their hands on them, and they received the Holy Spirit.
Bible in Basic English (BBE)
Then they put their hands on them, and the Holy Spirit came on them.
Darby English Bible (DBY)
Then they laid their hands upon them, and they received [the] Holy Spirit.
World English Bible (WEB)
Then they laid their hands on them, and they received the Holy Spirit.
Young's Literal Translation (YLT)
then were they laying hands on them, and they received the Holy Spirit.
| Then | τότε | tote | TOH-tay |
| laid they | ἐπετίθουν | epetithoun | ape-ay-TEE-thoon |
| their | τὰς | tas | tahs |
| hands | χεῖρας | cheiras | HEE-rahs |
| on | ἐπ' | ep | ape |
| them, | αὐτούς | autous | af-TOOS |
| and | καὶ | kai | kay |
| they received | ἐλάμβανον | elambanon | ay-LAHM-va-none |
| the Holy Ghost. | πνεῦμα | pneuma | PNAVE-ma |
| ἅγιον | hagion | A-gee-one |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 6:6
ସମାନେେ ଏହି ଲୋକମାନଙ୍କୁ ପ୍ ରରେିତମାନଙ୍କ ପାଖ ରେ ଉପସ୍ଥିତ କରାଇଲେ। ପ୍ ରରେିତମାନେ ପ୍ରାର୍ଥନା କରି ସମାନଙ୍କେ ଉପରେ ହାତ ରଖିଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:2
ସେତବେେଳେ ଆମ୍ଭେ ବାପ୍ତିସ୍ମ ବିଷୟ ରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟ ରେ, ମୃତ୍ଯୁରୁ ପୁନରୁତ୍ଥିତ ହବୋ ବିଷୟ ରେ ଓ ଶଷେ ବିଚାର ବିଷୟ ରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହବୋ ଉଚିତ୍।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:6
ପାଉଲ ଯେତବେେଳେ ସମାନଙ୍କେ ଉପରେ ହାତ ରଖିଲେ, ପବିତ୍ର ଆତ୍ମା ସମାନଙ୍କେ ଉପରେ ଓହ୍ଲାଇ ଆସିଲେ। ସମାନେେ ବିଭିନ୍ନ ପ୍ରକାର ଭାଷା ଓ ଭବିଷ୍ଯଦ୍ବାଣୀ କହିବାକୁ ଲାଗିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 9:17
ତେଣୁ ହନନିୟ ୟିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, ଭାଇ ଶାଉଲ! ପ୍ରଭୁ ଯୀଶୁ ମାେତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦଇେଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖିପାରିବ ଓ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇପୋରିବ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:6
ମୁଁ ଜାଣେ ଯେ ତୁମ୍ଭଠା ରେ ସହେି ସମାନ ବିଶ୍ବାସ ଅଛି। ସେଥିପାଇଁ ମୁଁ କୁ ହେ ଯେ ପରମେଶ୍ବର ତୁମ୍ଭକୁ ଦଇେଥିବା ଅନୁଗ୍ରହ ଦାନକୁ ମନେ ପକାଅ। ଯେତବେେଳେ ମୁଁ ମାରେ ହାତଦ୍ବୟ ତୁମ୍ଭ ଉପରେ ରଖିଲି, ସେତବେେଳେ ପରମେଶ୍ବର ସହେି ଅନୁଗ୍ରହଦାନ ତୁମ୍ଭକୁ ଦଇେଥିଲେ। ମୁଁ ଚା ହେଁ ଯେ ତୁମ୍ଭେ ସହେି ଅନୁଗ୍ରହ ଦାନକୁ ବ୍ଯବହାର କର ଓ ତାହା ଅଧିକରୁ ଅଧିକ ବୃଦ୍ଧି ପାଉ ଯେପରି ସାନ ଅଗ୍ନି ଶିଖା ଏକ ଜ୍ବାଳା ରେ ପରିବର୍ତ୍ତିତ ହୁଏ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:22
ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:14
ତୁମ୍ଭ ଭିତ ରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ଯବହାର କରିବା ରେ ଅବ ହଳୋ କର ନାହିଁ। ଭବିଷ୍ଯଦ୍ ବାଣୀ ମାଧ୍ଯମ ରେ ଯେତବେେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତବେେଳେ ସହେି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:2
ତୁମ୍ଭମାନେେ ମାେତେ ଗୋଟିଏ କଥା କୁହ : ତୁମ୍ଭମାନେେ ପବିତ୍ର ଆତ୍ମାଙ୍କୁ କିପରି ଭାବେ ଗ୍ରହଣ କରିଥିଲ ? କ'ଣ ତୁମ୍ଭମାନେେ ବ୍ଯବସ୍ଥା ପାଳନ କରି ଆତ୍ମାଙ୍କୁ ପାଇଥିଲ ? ନା! ତୁମ୍ଭମାନେେ ସୁସମାଚାର ଶୁଣି ଓ ବିଶ୍ବାସ କରି ପବିତ୍ର ଆତ୍ମାଙ୍କୁ ସ୍ବୀକାର କରିଥିଲ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:11
ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦଇେ ଶକ୍ତିଶାଳୀ କରାଇବା ମାରେ ଇଚ୍ଛା।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:3
ତେଣୁ ସମାନେେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣବ୍ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ କରି ବିଦାୟ କଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 8:18
ପ୍ ରରେିତମାନଙ୍କ ହାତ ରଖିବା ଦ୍ବାରା ପବିତ୍ର ଆତ୍ମା ପ୍ରାପ୍ତ ହବୋ ଶିମାନେ ଦେଖିଲା। ତେଣୁ ଶିମାନେ ପ୍ ରରେିତମାନଙ୍କୁ ଟଙ୍କା ଯାଚି କହିଲା,
ରେରିତମାନଙ୍କ କାର୍ଯ୍ୟର ବିବରଣ 2:4
ସମସ୍ତେ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହେଲେ। ପବିତ୍ର ଆତ୍ମାଙ୍କ ଦ୍ବାରା ପାଉଥିବା ଶକ୍ତି ସାହାୟ୍ଯ ରେ ସମାନେେ ଭିନ୍ନ ଭିନ୍ନ ଭାଷା ରେ କଥା କହିବାକୁ ଆରମ୍ଭ କଲେ।
ଗଣନା ପୁସ୍ତକ 27:18
ତହୁଁ ସଦାପ୍ରଭୁ ମାଶାଙ୍କେୁ କହିଲେ, ନୂନର ପୁତ୍ର ଯିହାଶୂେୟକୁ ନିଅ, ସେ ଉପୟୁକ୍ତତା ବ୍ଯକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ।
ଗଣନା ପୁସ୍ତକ 8:10
ଆଉ ତୁମ୍ଭେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଉପସ୍ଥିତ କରାଇବା ଉଚିତ୍। ଇଶ୍ରାୟେଲର ଲୋକମାନେ ଲବେୀୟମାନଙ୍କ ଉପରେ ସମାନଙ୍କେର ହସ୍ତ ରଖିବେ।