ରେରିତମାନଙ୍କ କାର୍ଯ୍ୟର ବିବରଣ 6:13
ସମାନେେ କେତେ ଜଣ ମିଥ୍ଯା ସାକ୍ଷୀଙ୍କୁ ଆଣିଲେ। ସମାନେେ କହିଲେ, ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମାଶାଙ୍କେ ବ୍ଯବସ୍ଥା ବିରୁଦ୍ଧ ରେ କୁ ହେ।
And | ἔστησάν | estēsan | A-stay-SAHN |
set up | τε | te | tay |
false | μάρτυρας | martyras | MAHR-tyoo-rahs |
witnesses, | ψευδεῖς | pseudeis | psave-THEES |
said, which | λέγοντας | legontas | LAY-gone-tahs |
This | Ὁ | ho | oh |
ἄνθρωπος | anthrōpos | AN-throh-pose | |
man | οὗτος | houtos | OO-tose |
ceaseth | οὐ | ou | oo |
not | παύεται | pauetai | PA-ay-tay |
speak to | ῥήματα | rhēmata | RAY-ma-ta |
blasphemous | βλάσφημα | blasphēma | VLA-sfay-ma |
words | λαλῶν | lalōn | la-LONE |
against | κατὰ | kata | ka-TA |
this | τοῦ | tou | too |
τόπου | topou | TOH-poo | |
holy | τοῦ | tou | too |
ἁγίου | hagiou | a-GEE-oo | |
place, | τούτου | toutou | TOO-too |
and | καὶ | kai | kay |
the | τοῦ | tou | too |
law: | νόμου· | nomou | NOH-moo |
Cross Reference
ରେରିତମାନଙ୍କ କାର୍ଯ୍ୟର ବିବରଣ 6:11
ତା'ପରେ ସମାନେେ କେତକେ ଲୋକଙ୍କୁ ଲାଞ୍ଚ ଦଇେ ଏହା କୁହାଇଲେ, ଆମ୍ଭେ ତାହାଙ୍କୁ ପରମେଶ୍ବର ଓ ମାଶାଙ୍କେର ବିରୁଦ୍ଧ ରେ ଖରାପ କଥା କହୁଥିବାର ଶୁଣିଲୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:28
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।
ଗୀତସଂହିତା 27:12
ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିଛନ୍ତି। ସମାନେେ ମାେ ବିଷଯରେ ମିଥ୍ଯା କହିଛନ୍ତି। ସମାନେେ ମାେତେ ମିଥ୍ଯା କହି ଆଘାତ ଦଇେଛନ୍ତି।
ଗୀତସଂହିତା 35:11
କେତକେ ଲୋକ ଯେଉଁମାନେ ବିଚାରାଳଯରେ ମିଥ୍ଯା କହନ୍ତି, ମାେତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି। ସମାନେେ ମାେତେ ଅନକେ ପ୍ରଶ୍ନ ପଚାରିବେ ମୁଁ ସେସବୁ ବିଷଯରେ କିଛି ଜାଣେ ନାହିଁ।
ଗୀତସଂହିତା 56:5
ମାରେ ଶତ୍ରୁମାନେ ମାରେ କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି। ସମାନେେ ମାେତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି।
ମାଥିଉଲିଖିତ ସୁସମାଚାର 24:15
ଭବିଷ୍ଯଦ୍ବକ୍ତା ଦାନିୟେଲ 'ଧ୍ବଂସ ସାଧକ ଭୟଙ୍କର ବସ୍ତୁ' ବିଷୟ ରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନ ରେ ଠିଆ ହାଇେଥିବାର ଦଖାୟିବେ। (ଏହାକୁ ପଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚ଼ିତ।)
ରେରିତମାନଙ୍କ କାର୍ଯ୍ୟର ବିବରଣ 7:58
ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ନଇେ ପଥର ମାରିବା ଆରମ୍ଭ କରି ଦେଲେ। ସାକ୍ଷୀମାନେ ଶାଉଲ ନାମକ ଜଣେ ୟୁବକର ପାଖ ରେ ସମାନଙ୍କେର ଲୁଗାପଟା ରଖିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 25:8
ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, ମୁଁ ଯିହୂଦୀୟ ବ୍ଯବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧ ରେ କୌଣସି ଦୋଷ କରି ନାହିଁ।