ରେରିତମାନଙ୍କ କାର୍ଯ୍ୟର ବିବରଣ 3:4 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 3 ରେରିତମାନଙ୍କ କାର୍ଯ୍ୟର ବିବରଣ 3:4

Acts 3:4
ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, ଆମ୍ଭ ଆଡ଼େ ଚାହଁ।

Acts 3:3Acts 3Acts 3:5

Acts 3:4 in Other Translations

King James Version (KJV)
And Peter, fastening his eyes upon him with John, said, Look on us.

American Standard Version (ASV)
And Peter, fastening his eyes upon him, with John, said, Look on us.

Bible in Basic English (BBE)
And Peter, looking at him, with John, said, Keep your eyes on us.

Darby English Bible (DBY)
And Peter, looking stedfastly upon him with John, said, Look on us.

World English Bible (WEB)
Peter, fastening his eyes on him, with John, said, "Look at us."

Young's Literal Translation (YLT)
And Peter, having looked stedfastly toward him with John, said, `Look toward us;'

And
ἀτενίσαςatenisasah-tay-NEE-sahs
Peter,
δὲdethay
fastening
his
eyes
ΠέτροςpetrosPAY-trose
upon
εἰςeisees
him
αὐτὸνautonaf-TONE
with
σὺνsynsyoon

τῷtoh
John,
Ἰωάννῃiōannēee-oh-AN-nay
said,
εἶπενeipenEE-pane
Look
ΒλέψονblepsonVLAY-psone
on
εἰςeisees
us.
ἡμᾶςhēmasay-MAHS

Cross Reference

ଲୂକଲିଖିତ ସୁସମାଚାର 4:20
ଯୀଶୁ ପୁସ୍ତକ ବନ୍ଦ କରି ସବେକଙ୍କୁ ଫରୋଇ ଦେଲେ। ତାପରେ ସେ ବସି ପଡିଲେ। ସମାଜଗୃହ ରେ ଥିବା ପ୍ରେତ୍ୟକକ ଲୋକର ଲକ୍ଷ୍ଯ ତାହାଙ୍କ ଉପରେ ଥିଲା।

ଯୋହନଲିଖିତ ସୁସମାଚାର 5:6
ଯୀଶୁ ସହେି ଲୋକକୁ ସଠାେରେ ପଡି ରହିଥିବା ଦେଖିଲେ। ସେ ଜାଣିଲେ ଯେ, ସେ ଲୋକଟି ବହୁତ ବର୍ଷ ହେଲାଣି ରୋଗ ରେ ପଡିଛି। ତେଣୁ ଯୀଶୁ ତାକୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହବୋକୁ ଚାହଁ?

ଯୋହନଲିଖିତ ସୁସମାଚାର 11:40
ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ବାସ କରିବ ତବେେ ପରମେଶ୍ବରଙ୍କର ଗୌରବ ଦେଖି ପାରିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:12
ତୁମ୍ଭମାନେେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଅମ୍ଭ ଶକ୍ତି ବା ଭକ୍ତି ବଳ ରେ ଏହି ଲୋକକୁ ଚ଼ାଲିବାକୁ ଦଲେୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:9
ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହାଇପୋରିବ ବୋଲି ତା'ର ବିଶ୍ବାସ ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:6
ମୁଁ ମନୋୟୋଗ ସହିତ ନିରୀକ୍ଷଣ କରି ଦେଖିଲି ଯେ, ସେଥି ରେ ଚ଼ାରିପାଦ ବିଶିଷ୍ଟ ପଶୁ, ଜଙ୍ଗଲୀ ଜନ୍ତୁ, ସରୀସୃପ, ଓ ଆକାଶର ପକ୍ଷୀସବୁ ଅଛନ୍ତି।