ରେରିତମାନଙ୍କ କାର୍ଯ୍ୟର ବିବରଣ 23:8 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 23 ରେରିତମାନଙ୍କ କାର୍ଯ୍ୟର ବିବରଣ 23:8

Acts 23:8
ସାଦ୍ଦୁକୀମାନେ ବିଶ୍ବାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ବର୍ଗଦୂତ କିଅବା ଆତ୍ମା କହେି ନାହାଁନ୍ତି। କିନ୍ତୁ ଫାରୁଶୀମାନେ ଏ ଦୁଇଟି ବିଷୟକୁ ବିଶ୍ବାସ କରନ୍ତି।

Acts 23:7Acts 23Acts 23:9

Acts 23:8 in Other Translations

King James Version (KJV)
For the Sadducees say that there is no resurrection, neither angel, nor spirit: but the Pharisees confess both.

American Standard Version (ASV)
For the Sadducees say that there is no resurrection, neither angel, nor spirit; but the Pharisees confess both.

Bible in Basic English (BBE)
For the Sadducees say that there is no coming back from the dead, and no angels or spirits: but the Pharisees have belief in all these.

Darby English Bible (DBY)
For Sadducees say there is no resurrection, nor angel, nor spirit; but Pharisees confess both of them.

World English Bible (WEB)
For the Sadducees say that there is no resurrection, nor angel, nor spirit; but the Pharisees confess all of these.

Young's Literal Translation (YLT)
for Sadducees, indeed, say there is no rising again, nor messenger, nor spirit, but Pharisees confess both.


Σαδδουκαῖοιsaddoukaioisahth-thoo-KAY-oo
For
μὲνmenmane
the
Sadducees
γὰρgargahr
that
say
λέγουσινlegousinLAY-goo-seen
there
is
μὴmay
no
εἶναιeinaiEE-nay
resurrection,
ἀνάστασινanastasinah-NA-sta-seen
neither
μηδὲmēdemay-THAY
angel,
ἄγγελονangelonANG-gay-lone
nor
μήτεmēteMAY-tay
spirit:
πνεῦμαpneumaPNAVE-ma
but
Φαρισαῖοιpharisaioifa-ree-SAY-oo
the
Pharisees
δὲdethay
confess
ὁμολογοῦσινhomologousinoh-moh-loh-GOO-seen

τὰtata
both.
ἀμφότεραamphoteraam-FOH-tay-ra

Cross Reference

ମାଥିଉଲିଖିତ ସୁସମାଚାର 22:23
ସହେି ଦିନ କେତକେ ସାଦ୍ଦୁକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ବିଶ୍ବାସ କରନ୍ତି, ଯେ ଲୋକେ ମୃତ୍ଯୁରୁ ପୁନର୍ଜୀବିତ ହୁଅନ୍ତି ନାହିଁ। ସାଦ୍ଦୁକୀମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲେ।

ଲୂକଲିଖିତ ସୁସମାଚାର 20:27
କେତକେ ସାଦ୍ଦୂକୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ବିଶ୍ବାସ କରନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠି ପାରିବେ ନାହିଁ। ସମାନେେ ଯୀଶୁଙ୍କୁ ପଚାରିଲେ,

ମାର୍କଲିଖିତ ସୁସମାଚାର 12:18
ତା' ପରେ କେତକେ ସାଦ୍ଦୁକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୁକୀମାନେ ଦାବୀ କରନ୍ତି ଯେ ମଣିଷ ମୃତ୍ଯୁପରେ ପୁନରୁଥାନ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:1
ପିତର ଓ ଯୋହନ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କେତକେ ଲୋକ ସମାନଙ୍କେ ପାଖକୁ ଆସିଲେ। ସମାନେେ ଯାଜକ, ମନ୍ଦିରର ଜଗୁଆଳୀମାନଙ୍କ ସନୋପତି ଓ କେତକେ ସାଦ୍ଦୂକୀ ଥିଲେ।