ରେରିତମାନଙ୍କ କାର୍ଯ୍ୟର ବିବରଣ 21:36
ତଥାପି ଲୋକସମୂହ ତାହାଙ୍କ ପଛ ରେ ଯାଉ ଯାଉ ପାଟି କଲେ, ତାହାଙ୍କୁ ହତ୍ଯାକର।
For | ἠκολούθει | ēkolouthei | ay-koh-LOO-thee |
the | γὰρ | gar | gahr |
multitude | τὸ | to | toh |
of the | πλῆθος | plēthos | PLAY-those |
people | τοῦ | tou | too |
after, followed | λαοῦ | laou | la-OO |
crying, | κρᾶζον | krazon | KRA-zone |
Away with | Αἶρε | aire | A-ray |
him. | αὐτόν | auton | af-TONE |
Cross Reference
ଲୂକଲିଖିତ ସୁସମାଚାର 23:18
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।
ଯୋହନଲିଖିତ ସୁସମାଚାର 19:15
ଯିହୂଦୀମାନେ ଚିତ୍କାର କଲେ, ତାକୁ ଦୂରକୁ ନଇଯାେଅ। ତାକୁ କୃଶ ରେ କଣ୍ଟାବିଦ୍ଧ କରି ମାରିଦିଅ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:22
ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:54
ୟିହୁଦୀ ନେତାମାନେ ଏହା ଶୁଣି ସ୍ତିଫାନଙ୍କର ଉପରେ ଭୀଷଣ ରାଗି ଦାନ୍ତ କଡ ମଡ କଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 4:13
ଲୋକମାନଙ୍କ ଠାରୁ ଅଭିଶାପ ପାଇ ମଧ୍ଯ ଆମ୍ଭେ ସମାନଙ୍କେୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ଯାପବାଦ କରନ୍ତି, ଆମ୍ଭେ ସମାନଙ୍କେୁ ନମ୍ରଭାବେ କଥା କହୁ। ଆଜି ପର୍ୟ୍ଯନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ଯବହାର କରୁଛନ୍ତି।