ରେରିତମାନଙ୍କ କାର୍ଯ୍ୟର ବିବରଣ 19:32 in Oriya

ଓଡିଆ ଓଡିଆ ବାଇବେଲ ରେରିତମାନଙ୍କ କାର୍ଯ୍ୟର ବିବରଣ ରେରିତମାନଙ୍କ କାର୍ଯ୍ୟର ବିବରଣ 19 ରେରିତମାନଙ୍କ କାର୍ଯ୍ୟର ବିବରଣ 19:32

Acts 19:32
ଏହି ସମୟ ଭିତ ରେ ନାନା ଲୋକ ନାନା କଥା କହିଲେ ଓ ପାଟିକେଲ। ଅଧିକାଂଶ ଲୋକମାନେ ସମାନଙ୍କେର ଏକାଠି ହବୋର କାରଣ ଜାଣି ନଥିଲେ। ଏହା ଫଳ ରେ ସଭା ରେ ପାଟିତୁଣ୍ଡ ହେଉଥିଲା।

Acts 19:31Acts 19Acts 19:33

Acts 19:32 in Other Translations

King James Version (KJV)
Some therefore cried one thing, and some another: for the assembly was confused: and the more part knew not wherefore they were come together.

American Standard Version (ASV)
Some therefore cried one thing, and some another: for the assembly was in confusion; and the more part knew not wherefore they were come together.

Bible in Basic English (BBE)
And some said one thing, and some another: for there was no order in the meeting; and most of them had no idea why they had come together.

Darby English Bible (DBY)
Different persons therefore cried out some different thing; for the assembly was tumultuous, and the most did not know for what cause they had come together.

World English Bible (WEB)
Some therefore cried one thing, and some another, for the assembly was in confusion. Most of them didn't know why they had come together.

Young's Literal Translation (YLT)
Some indeed, therefore, were calling out one thing, and some another, for the assembly was confused, and the greater part did not know for what they were come together;

Some
ἄλλοιalloiAL-loo
therefore
μὲνmenmane
cried
one
thing,
οὖνounoon
and

ἄλλοalloAL-loh
some
τιtitee
another:
ἔκραζον·ekrazonA-kra-zone
for
ἦνēnane
the
γὰρgargahr
assembly
ay
was
ἐκκλησίαekklēsiaake-klay-SEE-ah
confused;
συγκεχυμένηsynkechymenēsyoong-kay-hyoo-MAY-nay
and
καὶkaikay
the
οἱhoioo
more
part
πλείουςpleiousPLEE-oos
knew
οὐκoukook
not
ᾔδεισανēdeisanA-thee-sahn
wherefore
τίνοςtinosTEE-nose

they
were
come
ἕνεκενhenekenANE-ay-kane
together.
συνεληλύθεισανsynelēlytheisansyoon-ay-lay-LYOO-thee-sahn

Cross Reference

ରେରିତମାନଙ୍କ କାର୍ଯ୍ୟର ବିବରଣ 21:34
ଲୋକ ଗହଳି ଭିତରୁ ଲୋକେ ଚ଼ିତ୍କାର କରି ଭିନ୍ନ ଭିନ୍ନ କଥା କହିଲେ। ସନୋପତି ଏପରି କୋଳାହଳ ଦେଖି କାହାର କଥା ସତ୍ଯ ତାହା ଠିକ୍ ଭାବରେ ଜାଣି ପାରିଲେ ନାହିଁ। ତେଣୁ ସେ ପାଉଲଙ୍କୁ ସୈନ୍ଯ ନିବାସକୁ ନଇେ ୟିବା ପାଇଁ ଆଦେଶ ଦେଲେ। ସବୁ ଲୋକମାନେ ତାହାଙ୍କ ପେଛ ପେଛ ଚ଼ିତ୍କାର କରି ଯାଉଥିଲେ।

ମାଥିଉଲିଖିତ ସୁସମାଚାର 11:7
ଏ କଥା ଶୁଣି ଯୋହନଙ୍କ ଶିଷ୍ଯମାନେ ଫରେି ଯାଉଥିବା ସମୟରେ ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିଲେ, ଏ ମରୁଭୂମିକୁ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ ପବନ ରେ ଦୋହଲୁ ଥିବା କୌଣସି ନଳଗଛକୁ ?

ଲୂକଲିଖିତ ସୁସମାଚାର 7:24
ଯୋହନଙ୍କ ଶିଷ୍ଯମାନେ ଚାଲିୟିବା ପରେ ଯୀଶୁ ଲୋକମାନଙ୍କୁ ଯୋହନଙ୍କ ବିଷୟ ରେ କହିବାକୁ ଆରମ୍ଭ କଲେ: ତୁମ୍ଭମାନେେ ମରୁଭୂମିରେ କ'ଣ ଦେଖିବାକୁ ଯାଇଥିଲ? କ'ଣ ପବନ ରେ ଦୋହଲୁଥିବା ନଳଗଛ?

ରେରିତମାନଙ୍କ କାର୍ଯ୍ୟର ବିବରଣ 19:29
ସମ୍ପୂର୍ଣ୍ଣ ସହର ରେ ଚ଼ହଳ ପଡ଼ିଗଲା। ପାଉଲଙ୍କ ସହଯାତ୍ରୀ ମାକିଦନୀଯା ନିବାସୀ ଗାୟ ଓ ଆରିସ୍ତାର୍ଖଙ୍କୁ ଧରିନଇେ ସମାନେେ ଖଳେ ପଡ଼ିଆ ଆଡ଼କୁ ଦୌଡ଼ିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:40
ଆଜିର ଜନ ସଭା ରେ ଆନ୍ ଦୋଳନ ସକାେଶ ଆମ୍ଭେ ଦୋଷୀ ହାଇପୋରୁ, ଯେ ହତେୁ ଆମ୍ଭପାଖ ରେ ଏହାର କୌଣସି ଯଥାର୍ଥ କାରଣ ନାହିଁ।